ପିରିୟଡ୍‌ସ ବେଳେ ଯନ୍ତ୍ରଣା ହେଲେ ପେନ୍‌କିଲର ଖାଇବା କଣ ଠିକ୍‌? Dr Alakta Das

ଆପଣ ମାନେ ଜାଣିଥିବେ ମହିଳା ମାନଙ୍କର ପିରିଏଡ ହେବା ଏକ ସାଧାରଣ କଥା । ଏହି ସମୟରେ ମହିଳା ମାଙ୍କର ଶରୀରରୁ ଅଧିକ ବ୍ରୀଡିଙ୍ଗ ହୋଇଥାଏ । ଏହା ସହ କିଛି ମହିଳା ମାନଙ୍କର ତାଳି ପେଟ ମଧ୍ୟ ଯ-ନ୍ତ୍ର-ଣା ହୋଇଥାଏ ଯାହା ଦ୍ଵାରା ସେମାନେ ଅନେକ ସମସ୍ୟାର ସମୁଖିନ୍ନ ହୋଇଥାନ୍ତି । କିଛି ମହିଳାଙ୍କ କ୍ଷେତ୍ର ରେ ପିରିଏଡ ହେବାର ଗୋଟେ ବା ଦୁଇ ତିନି ଦିନ ଯାଏଁ ବ୍ରୀଡିଙ୍ଗ ହୋଇଥାଏ । ଏହା ଏକ ସାଧାରଣ କଥା ଅଟେ । ପିରିଏଡ ସମୟରେ ଦୁଇ ପ୍ରକାରର ଯ-ନ୍ତ୍ର-ଣା ହୋଇଥାଏ ।

ପ୍ରଥମତ ହେଉଛି ପ୍ରାଇମେରି ଯାହା କୌଣସି କାରଣ ନ ଥାଇ ମଧ୍ୟ ଯ-ନ୍ତ୍ର-ଣା ହୋଇଥାଏ । ଯେଉଁ ମହିଳା ଏମାନେ ଅବିବାହିତ ବା ପିଲା ନ ହୋଇଥିବ ସେହି ମାନଙ୍କ କ୍ଷେତ୍ରରେ ପ୍ରାଇମେରୀ ପ୍ରିଇଏଡ ଯ-ନ୍ତ୍ର-ଣା ଦେଖା ଯାଇଥାଏ । ଏହା ପରେ ପିଲା ହେବା ପରେ ପିରିଏଡର ପେ-ନ ଅଧିକ ହୋଇଥାଏ । ଅନ୍ୟ କାରଣ ହେଉଛି ସେକେଣ୍ଡ ଡିଶମେରୋୟନ ଯେଉଁଥିରେ କୌଣସି ବଡ କାରଣ ଯୋଗୁ ପେ-ନ ହୋଇଥାଏ ।

ଏହାର କାରଣ ହେଉଛି ଯଦି ଗର୍ଭରୀ ଟ୍ଯୁମର ଅଛି ବା ପିଲା ଘର ମୁହଁରେ କୌଣସି ପଲିପ ଅଛି ଯାହା ଦ୍ଵାରା ରକ୍ତ ବାହାରି ପାରୁ ନାହି ବା ଏଣ୍ଡ୍ରୋମେସେଶୀସ ଥିଲେ ପିରିଏଡ ସମୟରେ ପେ-ନ ଅଧିକ ହୋଇଥାଏ । ପ୍ରତି ମାସରେ ଚକେଟସୀସ ରେ ଏଣ୍ଡ୍ରୋମେସେଶୀସରେ ଯ-ନ୍ତ୍ର-ଣା ବଢି ବଢି ଚାଲେ । ଏହି ସବୁ କ୍ଷେତ୍ର ରେ ଡାକ୍ତର ମାନଙ୍କର ପରାମର୍ଶ ନେବାକାଉ ପଡିଥାଏ । ଏହା ଛଡା ଘରୋଇ ଉପଚାର ଦ୍ଵାରା ମଧ୍ୟ ଯ-ନ୍ତ୍ର-ଣା କମ କରି ହେବ । ଉଦାହରଣ ସ୍ୱରୂପ ହଟ ୱାଟର ବା ପୋଦିନା ପାଣିର ସେବନ କରିବା ଇତ୍ୟାଦି ।

ଏହା ସହ ଜୀରା ପାଣିର ସେବନ ଦ୍ଵାରା ମଧ୍ୟ ପେ-ନରୁ ଆରାମ ମିଳିଥାଏ । ଯେ ହେତୁ ୟୁଟ୍ରସ କ୍ରାମ୍ପ ମୋଦୀ ହେବାରୁ ପିରିଏଡ ସମୟରେ ଯ-ନ୍ତ୍ର-ଣା ହୋଇଥାଏ ସେଥିପାଇଁ ପ୍ରତି ମାସରେ ଗୋଟିଏ ପେ-ନ କ୍ଲିୟର ନେବାରେ କୌଣସି ଅସୁବିଧା ନ ଥାଏ । ଏହା ଦ୍ଵାରା ଶରୀର ର କୌଣସି ପାର୍ଟ ଉପରେ କିଛି ଖରାପ ପ୍ରଭାବ ପଡିବ ନାହି । ଯଦି ଆପଣଙ୍କର ପିରିଏଡ ସମୟରେ ଅଧିକ ପେଟ ମୋଡି ହେଉଛି ବା ଗୋଡ ବିନ୍ଧା ହେଉଛି ବା ଆପଣ ପେ-ନ ସହ୍ୟ ନ କରିପାରି ଗୋଟେ ଜାଗାରେ ପଡି ରହୁଛନ୍ତି ତେବେ ଆନାଲେସିସ ଖାଇଲେ କୌଣସି ଅସୁବିଧା ନାହି । କିନ୍ତୁ ଅଧିକ ମାତ୍ରା ରେ ପେ-ନ କ୍ଲିୟର ସେବନ ଦ୍ଵାରା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡିପାରେ । ତେଣୁ ଡାକ୍ତର ଙ୍କ ପରାମର୍ଶ ନେଇ ଆପଣ ପେ-ନ କ୍ଲିୟର ସେବନ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *