ପିତା ପରମେଶ୍ଵରଙ୍କ ଠୁ କମ ନୁହନ୍ତି, Cobra ସାପଠୁ କେମିତି ବଞ୍ଚାଇଲେ ନିଜ ଛୁଆକୁ, ଦେଖନ୍ତୁ Video

ଆମ ଦେଶରେ ଅନେକ ପ୍ରକାରର ସା-ପ ଦେଖିବାକୁ ମିଳିଥାଏ । କିଛି ସା-ପ ଗୁଡିକର ବି-ଷ ଏତେ ଭୟଙ୍କର ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମୃ-ତ୍ୟୁ ହୋଇଥାଏ । ଏହି ଭିଡିଓ ରେ ଯେଉଁ ଘରେ ସା-ପ ର ସନ୍ଧାନ ମିଳିଛି ତାହା ହେଉଛି ସୁଲତାନପୁର ବର୍ଡରରେ । ଏହି ଭିଡିଓ ରେ ଯେଉଁ ଘର ଟି ଦୃଶ୍ୟ ହେଉଛି ତାହା ବହୁତ ପୁରୁଣା କାଳର ଘର ଯାହା ମାଟି ଘର ଅଟେ । ସେହି ଘରେ ଭିତରେ ଏକ ସା-ପ ଲୁଚି ରହିଥିବାର ଦୃଶ୍ୟ ହେଉଛି ଜହକୁ ସା-ପ ଧରାଳି ଜଣକ ଖୋଲି ବାହାର କରୁଛନ୍ତି । ସେହି ଘରର ଜଣେ ବୃଦ୍ଧ ବ୍ୟକ୍ତି ଙ୍କ ସହ ଗୋଟେ ଛୋଟ ପିଲା ତୀବ୍ର ନଜର ଆସୁଛି । ପିଲା ଟି ଗୋଟେ ଖଟିଆରେ ସୋଇଛି କିନ୍ତୁ ସା-ପ ଟି କିଛି ତାର କ୍ଷତି କରି ନାହି ।

ଯେଉଁ ସା-ପ ଟି ଉଦ୍ଧାର କରା ଯାଇଛି ତାହା ହେଉଛି ଇଣ୍ଡିଆନ କୋବ୍ରା ସା-ପ ବା ନାଗ ସା-ପ । କୋବ୍ରା ସା-ପ ଭୟଙ୍କର ହୋଇପାରେ ନ ବି ହୋଇପାରେ । ବୃଦ୍ଧ ବ୍ୟକ୍ତି ଜଣକ ନିଜ ଘରେ ସା-ପ ଥିବାର ଜାଣିପାରି ତୁରନ୍ତ ସା-ପ ଧରାଳି ଙ୍କୁ ସୂଚନା ଦେଇଥିଲେ । ଏହା ପରେ ସା-ପ ଧରାଳି ଜଣକ ସେଠାକୁ ଆସି ସା-ପ ଟିକୁ ମାଟି ତଳୁ ଖୋଲି କରି ଭାର କରିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଅନେକ ଦିନ ହେବ ବୋଧ ହୁଏ ସା-ପ ଟି ତାଙ୍କ ଘରେ ମାଟି ତଳେ ଲୁଚି ରହୁଥିଲା ଯାହା ବୃଦ୍ଧ ବ୍ୟକ୍ତି ଜଣକ କହିଛନ୍ତି । ଅନେକ ଚେଷ୍ଟା ପରେ କୋବ୍ରା ସା-ପ କୁ ଉଦ୍ଧାର କରିଛନ୍ତି ସା-ପ ଧରାଳି ଜଣକ ।

ସା-ପ ଧରାଳି ଯେତେବଳେ କୋବ୍ରା ସା-ପ କୁ ବାହାର କୁ ଆଣିଲେ ସେହି ସମୟରେ ତା ଆଗରେ ସେ ତାଙ୍କ ଗୋଡ ହଲାଉଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ସା-ପ ଧରାଳି ଗୋଡ ହଲାଇବାର କାରଣ କହିଛନ୍ତି କି ଏପରି କରିବା ଦ୍ଵାରା ସା-ପ ର ଧ୍ୟାନ ଅନ୍ୟ ଆଡେ ଯାଇଥାଏ । ଯାହା ଦ୍ଵାରା ତାକୁ ଏକ ମୁଣି ରେ ପୁରାଇବାକୁ ସହଜ ହୋଇଥାଏ । ଶେଷରେ ସା-ପ ଧରାଳି ଜଣକ କୋବ୍ରା ସା-ପ କୁ ଏକ ମୁଣି ରେ ପୁରାଇ ସେଠାରୁ ନେଇ ଯାଇଛନ୍ତି ।

ଏହା ସହ ସେ ବୃଦ୍ଧ ବ୍ୟକ୍ତି ଙ୍କୁ ତାଙ୍କ ତରଫରୁ ୧୦୦୦ ଟଙ୍କା ଦେଉଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତେବେ ଯଦି ଆପଣ ନିଜ ଘରେ ବା ଆଖ ପାଖରେ କୌଣସି ସା-ପ ଦେଖୁଛନ୍ତି ତେବେ ତୁରନ୍ତ ସା-ପ ଧରାଳି ବା ବନ୍ୟ ବିଭାଗ କୁ ସୂଚନା ଦିଅନ୍ତୁ । କେବେ ବି ସା-ପ କୁ ମାରନ୍ତୁ ନାହି । ଏହା ଦ୍ଵାରା ଆପଣଙ୍କର ହିଁ କ୍ଷତି ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *