ପିଆଜରେ କେବଳ ଗୋଟେ ଜିନିଷ ମିଶାଇ ଲଗେଇଲେ ଆପଣଙ୍କ ଚୁଟି ଏତେ ଲମ୍ବା ଓ ଗହବା ହବ ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ଆଜିକାଲିକା ଦୁନିଆରେ ଆଣି ପାଗ ଏତେ ଖରାପ ହୋଇଯାଇଛି ଯାହା ପ୍ରଭାବ ଆମ ଶରୀର ଉପରେ ପଡିଥାଏ, ଖରାପ ପାଣିରେ ଚୁଟି ଧୋଇଲେ ଚୁଟି ପଡିବା ଆରମ୍ଭ ହୋଇଥାଏ ଓ ଲୋକଙ୍କୁ ବହୁତ ଅସୁବିଧା ମଧ୍ୟ ହୋଇଥାଏ ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଗୋଟେ ଉପାୟ ଆଣିଛୁ ଯାହା ଦ୍ଵାରା ଆପଣଙ୍କ ସବୁ ସମସ୍ଯା ଦୂର ହୋଇଥାଏ ଓ ଆପଣଙ୍କୁ ଚୁଟି ଚିନ୍ତା ନଥାଏ । ଆପଣ ମାନେ ସମସ୍ତେ ଘରେ ଖାଦ୍ୟରେ ପିଆଜ ବ୍ୟବହାର କରନ୍ତି, କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ପିଆଜ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ରେମିଡି ଅଟେ ।

Image Courtesy: Google

ପିଆଜରେ ସଲଫର ବହୁତ ଅଧିକ ମାତ୍ରାରେ ହୋଇଥାଏ ତେବେ ସଲଫର ଆମ ମୁଣ୍ଡ ଇନଫେକସାନ ମଧ୍ୟ କମାଇଥାଏ ଓ ମୁଣ୍ଡ ସ୍କଲ ସ୍ଵସ୍ଥ କରିଥାଏ । ଗୋଟେ ପିଆଜ ନିଅନ୍ତୁ ଓ ଏହାକୁ କାଟି ଛୋଟ ଛୋଟ କରି ନିଅନ୍ତୁ ଏହା ପରେ ଏହାକୁ ଗ୍ରାଇଣ୍ଡ କରି ନିଅନ୍ତୁ, ଏହାକୁ ଗ୍ରାଇଣ୍ଡ କରିବା ପାଇଁ ପାଣି ଦରକାର ନାହିଁ କାହିଁକିନା ପିଆଜରେ ପାଣି ପର୍ଯାପ୍ତ ଥାଏ, ଏହା ପରେ ପିଆଜ ପେଷ୍ଟ ଛାଣି ନିଅନ୍ତୁ ଅଧିକ ପତଳା ପେଷ୍ଟ ରଖିବେ ନାହିଁ ଟିକେ ମୋଟା ରଖନ୍ତୁ ଏହା ପରେ ସେଥିରେ ଅଳପ ଟିକେ ଲେମ୍ବୁ ପକେଇ ଦିଅନ୍ତୁ ଯାହା ଦ୍ଵାରା ଆପଣଙ୍କୁ ପିଆଜ କଞ୍ଚା ଗନ୍ଧ ଆସିବ ନାହିଁ ଓ ରୂପୀ ଭଳି ଜିନିଷ ମଧ୍ୟ ସମାପ୍ତ ହୋଇଥାଏ ।

Image Courtesy: Google

ଏହା ପରେ ଆପଣଙ୍କୁ ଏଥିରେ ଦୁଇ ଚାମଚ ନଡିଆ ତେଲ ଲଗେଇବା ଉଚିତ ତେବେ ନଡିଆ ତେଲ ବହୁତ ପୁରୁଣା ସମୟରୁ ଆମ ଦେଶରେ ବ୍ୟବହାର କରାଯାଉଛି । ଏହି ମିରାନକୁ ଭଲ ଭାବରେ ମିଶେଇ ଏହାକୁ ହାତ ଆଙ୍ଗୁଳି ଦ୍ଵାରା ପୁରା ମୁଣ୍ଡରେ ଲଗାନ୍ତୁ ଓ ମସାଜ କରନ୍ତୁ କେବେ ବି ଜୋର ଜୋର ମସାଜ କରନ୍ତୁ ନାହିଁ ହାଲ୍କା ହାତରେ ମସାଜ କରନ୍ତୁ ଏହା ପରେ ୧୦ ମିନିଟ ମସାଜ କଲା ପରେ ୨୦ ମିନିଟ ପାଇଁ ମୁଣ୍ଡ ସେମିତି ଛାଡି ଦିଅନ୍ତୁ

Image Courtesy: Google

ଏହା ପରେ ଚୁଟି ଧୋଇ ଦିଅନ୍ତୁ କିନ୍ତୁ ମନେ ରଖନ୍ତୁ କୌଣସି ସ୍ୟାମ୍ପୁ ଲଗାନ୍ତୁ ନାହିଁ, ଶ୍ୟାମପୁ ଲଗେଇଲେ ପିଆଜ ସଲଫର ଭଲ ଭାବରେ ଚୁଟି ମୂଳରେ ପହଞ୍ଚି ନଥାଏ ସେଥିପାଇଁ ଧ୍ୟାନ ଦିଅନ୍ତୁ ଏହି ଉପାୟକୁ ସପ୍ତାହରେ ଠାରେ ଅବଶ୍ୟ ବ୍ୟବହାର କରନ୍ତୁ ଗୋଟେ ମାସ ପରେ ଆପଣଙ୍କୁ ନିଜେ ବହୁତ ଭଲ ଅନୁଭବ ହବ ଏହା ଦ୍ଵାରା ଆପଣଙ୍କ ଚୁଟି ଲମ୍ବା ହବା ସହ ଗହବା ହୋଇଥାଏ ଏବଂ ସୁନ୍ଦର ହୋଇଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *