ପିଲାବେଳୁ ଏମିତି ଥିଲେ Archana Nag, ସାମ୍ନାକୁ ଆସିଲା ତାଙ୍କ ପିଲା ଦିନ ବିଷୟରେ କିଛି ଖାସ ତଥ୍ୟ

ବନ୍ଧୁଗଣ ଆପଣ ମାନେ ଏହି ଭିଡିଓ ରେ ଯେଉଁ ଘର ଦେଖୁଛନ୍ତି ତାହା କଣ ଆପଣ ଆଗରୁ ଦେଖିଛନ୍ତି କି ? ଆଉ ଏହି ବିରାଟକାୟ ଘର ଉପରେ ବିଶାଳ ଶିବଲିଙ୍ଗ ଥିବାର ଦେଖୁଛନ୍ତି କି । ଦର୍ଶକ ବନ୍ଧୁ ଏ ହେଉଛି ରାଜଧାନିର ସେକ୍ସ ରିୟାକେଟ ଚଲାଉଥିବା ଅର୍ଚ୍ଚନା ନାଗ ଙ୍କ ପୈତୃକ ସମ୍ପତି ର ଘର । ଭୁବନେଶ୍ବର ରେ ମାଳ ମାଳ ନେତା ଓ ଅଫିସର ମାନଙ୍କୁ ନିଜ ମାୟା ଜାଲରେ ପକାଇଥିବା ହନି ଟ୍ରାପ କୁଇନ ଙ୍କ କଳାହାଣ୍ଡି ଘର ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ ।

ଖାଲି କଳାହାଣ୍ଡି  ଲାଞ୍ଜିଗଡ ର କେଶିଙ୍ଗା କାହିଁକି ବରଂ ଜଳେଶ୍ଵର ରୁ ଭୁବନେଶ୍ଵର ଯାଏଁ ମାୟାବିନି ଅର୍ଚ୍ଚନା ନାଗ ମେଲାଇ ଥିଲା ନିଜର କାୟା ବିସ୍ତାର । ସେଥିପାଇଁ ତ ଏବେ ସାରା ରାଜ୍ୟରେ ଅର୍ଚ୍ଚନା ନାଗ କୁ ନେଇ ଚର୍ଚ୍ଚା ଥମିବାରେ ନାଁ ନେଉ ନାହି । କେଶିଙ୍ଗା ସ୍ଥିତ ଗୋଲାପି କୋଠା ଟି ବୁଢା ଡାଙ୍ଗର ପାଦ ଦେଶରେ ଅଛି ଆଉ ଏହି କୋଠା ରେ ରୁହନ୍ତି ଅର୍ଚ୍ଚନା ଙ୍କ ବାପା ମା । କିନ୍ତୁ ଅଭିଯୋଗ ହୋଇଛି ଏହି ଦୁଇ ମହଲା କୋଠା ହୃଷୀକେଶ ପହଲା ନାମକ ଜଣେ ତେଲର ଙ୍କ ଦୋକାନ ଉପରେ ଛିଡା ହୋଇଛି ।

୨୦୧୯ ରେ ଅର୍ଚ୍ଚନା ଙ୍କ ବାପା ସୁରେନ୍ଦ୍ରନାଥ ହୃଷୀକେଶ ଙ୍କୁ ତଡି ଏଠାରେ ଘର ଛିଡା କରିଛନ୍ତି । ୨ଟି ଅଙ୍ଗ ସାପ ଚିହ୍ନ ଥିବା ଏହି କୋଠା  ସରକାରି ସ୍ଥାନରେ ହୋଇଥିବା ବେଳେ ଏହାର କୌଣସି ଦସ୍ତାବିଜ ବି ନାହି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ସରକାରୀ ଜାଗାରେ ଛିଡା ହୋଇଥିବା ଘର ଉପରେ ପ୍ରଶାସନ କୌଣସି କାର୍ଯ୍ୟ ଅନୁଷ୍ଠାନ ନେଇ ନାହି । ସୂଚନା ଅନୁଯାୟୀ ଅର୍ଚ୍ଚନା ନାଗ ଏବେ ୨୦୦୧ ରୁ ଚର୍ଚ୍ଚିତ ଚେହେରା ଅଟନ୍ତି । ଏହି କଥା ଟି ଶୁଣିବା ପରେ ଦର୍ଶକ ବନ୍ଧୁ ଆପଣ ମାନେ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ କଥା ଟି ପୁରା ସତ ।

କାରଣ ଲାଞ୍ଜିଗଡ ରେ ଜନ୍ମିତ ଅର୍ଚ୍ଚନା ୨୦୦୧ ନଭେମ୍ବର ୯ ରେ ସ୍ଥାନୀୟ ସରାକରି ସ୍କୁଲରେ ପ୍ରଥମ ଶ୍ରେଣୀରେ ଆଡମିସନ କରିଥିଲେ  ସେଠାରେ ୨୦୦୮ ଯାଏଁ ପଢିଥିଲା ଅର୍ଚ୍ଚନା । ୨୦୦୮ରେ ସଙ୍ଗିନ ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲା ଅର୍ଚ୍ଚନା । ୭ମ ପଢିଲା ବେଳେ ଦୁଇ ଯୁବକଙ୍କ ନାଁ ରେ ଅର୍ଚ୍ଚନା ଆଣିଥିଲା ଦୁଷ୍କର୍ମ ଅଭିଯୋଗ । କେସ ନମ୍ବର ୮୮. ୨୦୦୮ ଅନୁଯାୟୀ ମାମଲା ରୁଜୁ କରି କରି ଅଭିଯୁକ୍ତ ଙ୍କୁ ଜେଲ ପଠାଇ ଥିଲା ଅର୍ଚ୍ଚନା ।

ଏମିତିକି ଏହି ଘଟଣା ପରେ ସେ ନିଜ ମାମୁଁ ଘରେ ପାଠ ପଢୀଥିଲେ କିନ୍ତୁ ପୂର୍ବ କୌଣସି ସ୍କୁଲର ସାର୍ଟିଫିକେଟ ନ ଥାଇ ଏକା ଥରେ ଅଷ୍ଟମ ଶ୍ରେଣୀରେ ଆଡମିସନ କରିଥିଲା ଅର୍ଚ୍ଚନା । କେଶିଙ୍ଗା ରେ ହାଇସ୍କୁଲ ପରେ ବାଲେଶ୍ଵର ଜଳେଶ୍ଵର ବୈକୁଣ୍ଠନାଥ ହାଇୟର ସ୍କ୍ରେଟାରି କଲେଜରେ ଆଡମିସନ କରିଥିଲେ ଅର୍ଚ୍ଚନା । ୨୦୧୪ରୁ ୨୦୧୬ ଯାଏଁ ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢିଥିଲା । ବନ୍ଧୁଗଣ ଆପଣ ମାନଙ୍କର ଅର୍ଚ୍ଚନା ନାଗ ଙ୍କ ବ୍ୟକ୍ତିଗତ ଜୀବନର କାହାଣୀ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *