ଏହି Videoରେ ପିଲାଟି ନିଜ ସହ ଯାହା କରୁଛି ଦେଖି ହସି ହସି ଗଡିବେ, 1 ମିନିଟ ବାହାର କରି ନିଶ୍ଚୟ ଦେଖନ୍ତୁ

ଆଜିର ଏ ଦୁନିଆରେ ଅନେକ ପ୍ରକାରର ଲୋକ ମାନେ ମିଳିବେ । ଯେମିତିକୀ ଗୋରା, କଳା, ଲମ୍ବା, ମୋଟା ଦେଖା ଯାଉଥିବା ଲୋକ । କିନ୍ତୁ ମଣିଷର ଏମିତି କିଛି ପ୍ରକୃତି ରହିଛି ଯାହା ସମସ୍ତଙ୍କ ଠାରୁ ଅଲଗା ରହିଥାଏ । ଯାହାକୁ ଆମେ ମାନେ ବୋକାମୀ କହିଥାଉ । କିଛି ଲୋକ ମାନେ ଜାଣି ଜାଣି ଏମିତି ଭୁଲ କାମ କରିଥାନ୍ତି ଯାହା ପାଇଁ ତାଙ୍କୁ ମୁର୍ଖାମି କୁହାଯାଏ । ଯାହା ପାଇଁ ସେମାନଙ୍କୁ ପରେ ଅନୁତାପ କରିବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ରୋମାଞ୍ଚକର ଘଟଣା ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଦେଖିଥିବେ ଗ୍ରୀଲ ମେସିନ ଦ୍ଵାରା କାନ୍ଥ କାନ କରାଯାଏ । କିନ୍ତୁ ଦୁନିଆରେ ଏମିତି ବି କିଛି ବୋକା ଲୋକ ଅଛନ୍ତି ଯେଉଁ ମାନେ ନିଜ ଗୋଡ ରେ ନିଜେ କୁରାଢି ମାରିଥାନ୍ତି । ଯାହାର ଜ୍ଵଳନ୍ତ ଉଦାହରଣ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଏହି ଭିଡିଓ ରେ ଜଣେ ବ୍ୟକ୍ତି ଗ୍ରୀଲ ମେସିନ କାନ୍ଥ ରେ ନ ଲଗାଇ ନିଜ ଉପରେ ଲଗାଉଛନ୍ତି । ଯାହା ପରେ ତାଙ୍କୁ ଏମିତି ଝଟକା ଲାଗିଛି ସେ ସିଧା ଉଠିକି ବସି ପଡିଛନ୍ତି ।

ଏହି ଘଟଣା ଟି ଦେଖିବାକୁ ଯେତିକି ମଜାଦାର ଲାଗୁଛି ସେତିକି ଏହି ଲୋକର ବୋକାମୀ ଉପରେ ହସ ଲାଗୁଛି । ଗୃଳ ମେସିନ ନିଜ ଉପରେ ଲଗାଇବା ପରେ ଯେଉଁ ଯନ୍ତ୍ରଣା ହୋଇଛି ତାହା ସେହି ବ୍ୟକ୍ତିଙ୍କ ମୁହଁ ରୁ ଜଣା ପଡୁଛି । ବାସ୍ତବରେ ଦୁନିଆରେ ଏମିତି ବି ମୂର୍ଖ ଲୋକ ଆଜି ଅଛନ୍ତି ।

ମ୍ୟାରେଜ ଲୋକ ମାନେ ବହୁତ ମଜାମସ୍ତି କରିବାର ନଜର ଆସିଥାନ୍ତି । ଏମିତି କିଛି ମଜାଦାର ଘଟଣା ବିବାହରେ ଘଟିଥାଏ ଯାହାକୁ ଲୋକ ମାନେ ଜୀବନ ସାରା ମାନେ ରଖିଥାନ୍ତି । ତେବେ ଏହି ଭିଡିଓ ରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଙ୍କୁ ଚେୟାର ଉପରେ ଆଗରେ ବସାଇ ତାଙ୍କ ମୁଣ୍ଡ ଉପରେ ନିଜ ଗୋଡ ବାହାର କରିବାକୁ ଚେଷ୍ଟା କରିଛନ୍ତି ।

ବିଲକୁଲ ଟାଇଗର ଶ୍ରଫ ଯେମିତି ଷ୍ଟଣ୍ଡ କରନ୍ତି । କିନ୍ତୁ ଦୁର୍ଭାଗ୍ୟ ବଶତ ବ୍ୟକ୍ତି ଜଣକ ଯେତେବେଳେ ନିଜ ଗୋଡ ସ୍ତ୍ରୀଙ୍କ ମୁହଁ ଆଡକୁ ନେଲେ ସ୍ତ୍ରୀଙ୍କୁ ଏତେ ଜୋର ରେ ଆଘାତ ଲାଗିଲା ଯେ ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଏହି ଘଟଣା ରେ ବ୍ୟକ୍ତି ଜଣକ ନିଜର ବୋକାମୀ ପାଇଁ ସେଠାରେ ସମସ୍ତଙ୍କ ଆଗରେ ଅପମାନିତ ହେବାକୁ ପଡିଲା ।

ଆପଣ ମାନେ କେବେ ଗହଳି ଥିବା ଜାଗାରେ ସୋଇଛନ୍ତି କି ? ଯେତେବେଳେ ଜୋରସୋରରେ ପାର୍ଟି ଚାଲୁଥିବା ଓ ଲୋକ ମାନଙ୍କର ଗହଳିରେ କେହି କଣ ଶୋଇପାରେ ? କିନ୍ତୁ ଏହି ଭିଡିଓ ରେ ଜଣେ ବ୍ୟକ୍ତି ପାର୍ଟି ଚାଲୁଥିବା ସମୟରେ ଗାଡି ରେ ବସି ଶୋଇ ପଡିଛନ୍ତି । ଯାହା ପାଇଁ ଯେତେବେଳେ ଗାଡି ଷ୍ଟାର୍ଟ ହେଲା ସେହି ସମୟରେ ବ୍ୟକ୍ତି ଜଣକ ମୁହଁ ମାଡି ତଳେ ପଡିଗଲେ ଯାହା ଫଳରେ ତାଙ୍କ ନିଦ କୁଆଡେ ହଜିଗଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *