ମା’ ମାନେ ପିଲାଙ୍କୁ ଧରି ଦାଣ୍ଡ ମଝିରେ କରୁଛନ୍ତି କାନ୍ଦ ବୋବାଳି, ଦେଖନ୍ତୁ Video କଣ ସମ୍ପୁର୍ଣ୍ଣ ଘଟଣା

ନମସ୍କାର ବନ୍ଧୁଗଣ । ବ୍ରାଂହପୁର ମହାନଗର ପକ୍ଷରୁ ଆରମ୍ଭ ହୋଇଛି ବସ୍ତି ଉଚ୍ଛେଦ କାର୍ଯ୍ୟକ୍ରମ । ଏ ହେଉଛି ୱାର୍ଡ ନମ୍ବର ୧୭ ଓ ୧୯ର ଉଚ୍ଛେଦ ବେଳର ଦୃଶ୍ୟ ଯାହା ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ । ଦୀର୍ଘ ଦିନ ଧରି ଲୋକ ମାନେ ଏଠାରେ ବାସ କରି ରହୁଥିଲେ । ବିଏମସୀ ଡେପୁଟି କମିଶନର ଆସୁତୋଷ ସାମଲଙ୍କ ନେତୃତ୍ଵରେ ଚାଲିଛି ବସ୍ତି ଉଚ୍ଛେଦ କାର୍ଯ୍ୟକ୍ରମ । ପିଲା ଛୁଆଙ୍କୁ ଧରି ମା ମାନେ ଗାଁ ଦା-ଣ୍ଡ-ରେ କାନ୍ଦ ବୋବାଳି କରୁଛନ୍ତି ଯାହା ଆପଣ ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ । ଝାଳ ବୁହାଇ ନିର୍ମାଣ କରିଥିବା ଦୁଇ ତିନି ମହଲା କୋଠା ଦ୍ରୋଜର ମା-ଡ-ରେ ଆଖି ଆଗରେ ଭୁ-ସୁ-ଡି ପଡୁଛି ଯାହା ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି ।

ବସ୍ତି ଲୋକ ମାନେ ନିଜ ଘର ନ ଭା-ଙ୍ଗି-ବା ପାଇଁ ନେହୁରା ହେଉଛନ୍ତି । ଧାର୍ଯ୍ୟ ନ ରଖି ସେମାନେ ଏହାର ପ୍ର-ତି-ବା-ଦ କରିବାରେ ଲାଗିଛନ୍ତି । ସୂଚନା ଅନୁସାରେ ବିଏମସୀ ପକ୍ଷରୁ ଗତ ୫ ଦିନ ତଳେ ନୋ-ଟି-ସ ଜାରି ହୋଇଥିଲା । ଏତେ କମ ସମୟ ମଧ୍ୟରେ ଘର ଭ-ଙ୍ଗା ହେବା କଥାକୁ ନେଇ ବିଏମସୀର ଏହି କାମକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବସ୍ତିର ଲୋକ ମାନେ । ଅନ୍ୟ ପରେ ପ୍ରଶାସନର ଏଭଳି ନିଷ୍ପତି କୁ ନେଇ ସ୍ଥାନୀୟ ବାସିନ୍ଦା ମାନେ ପ୍ରତିକ୍ରିୟା ରଖିଛନ୍ତି । ଏହି ବସ୍ତିରେ ରହୁଥିବା ୫୫ ଟି ପରିବାରକି ଥଇଥାନ କରିଥିବା ବେଳେ ଅନ୍ୟ ମାନଙ୍କୁ ଥ-ଇ-ଥା-ନ କରିବା ପାଇଁ ବ୍ରାଂହପୁର ମହାନଗର ନିଗମର ଡେପୁଟି କମିଶନର କହିଛନ୍ତି ।

ଡେପୁଟି କମିଶନର ରାଏ ଦେଇଛନ୍ତି ଯେ ମାନ୍ୟବର ଏମଜିଦି କୋଲକାତାଙ୍କ ଅର୍ଡର ଥିଲା । ଏଥିପାଇଁ ବସ୍ତି ଲୋକ ଅମନକୁ ନୋ-ଟି-ସ ମଧ୍ୟ କରା ଯାଇଥିଲା । ସେମାନାଙ୍କୁ ରାଜ୍ୟ ଆବସା ଯୋଜନା ଅନୁସାରେ ନେହେରୁ ନଗରରେ ଘର ଲିଛି ବୋଲି ଡେପୁଟି କମିଶନର କହିଛନ୍ତି ।

ଘର ଭଙ୍ଗା ନେଇ ନୋ-ଟି-ସ ୭ ଦିନ ହେବ ଦିଆ ଯାଇଛି । କିନ୍ତୁ ପୂର୍ବ ରୁ ବିଏମସୀ ତରଫରୁ ନୋ-ଟି-ସ ଜାରି କରା ଯାଇଛି ବୋଲି ଡେପୁଟି କମିଶନର କହିଛନ୍ତି । ଏହି ଘଟଣା କୁ ନେଇ ସ୍ଥାୟୀ ସମାଧାନ ଦାବି କରିଛନ୍ତି ବସ୍ତି ବାସିନ୍ଦା ମାନେ । ନିଜର ମୁ-ଣ୍ଡ ଗୁଞ୍ଜିବା ପାଇଁ ଚି-ନ୍ତା-ରେ ପଡି ଯାଇଛନ୍ତି ବସ୍ତି ବାସିନ୍ଦା ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *