ଦର୍ଶକ ବନ୍ଧୁ ଆମ ଗୌରା ଆଉ ମାଂସ ଖାଇବନି ଆଉ ଓରସ ପିଇବନି । କାରଣ ଆମ ସମସ୍ତଙ୍କର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଆଉ ଏ ଦୁନିଆରେ ନାହାନ୍ତି । ସେ ଅଫେରା ରାଜ୍ଯର ରାଜ୍କୁମାର ପଲାତି ଯାଇଛନ୍ତି । ଦର୍ଶକ ବନ୍ଧୁ ଲୋକପ୍ରିୟ ନେତା କେତେବେଳେ ହସାନ୍ତି ତ କେତେବେଳେ କନ୍ଦାନ୍ତି । ପିଣ୍ଟୁ ନନ୍ଦଙ୍କର ଗତ କାଲି ରାତିରେ ହାଇଦ୍ରାବାଦ ର ଯଶୋଦା ମେଡିକାଲରେ ପ-ର-ଲୋ-କ ଘଟିଛି ।
ମୃ-ତ୍ୟୁ ବେଳକୁ ତାଙ୍କୁ ବୟସ ମାତ୍ର 46 ବର୍ଷ ହୋଇଥିଲା । ରାତି ପ୍ରାୟ 11ଟା 25 ମିନିଟ ଏ ତାଙ୍କର ମୃ-ତ୍ୟୁ ଘଟିଥିବା ସୂଚନା ମିଳିଛି । ସେ ଲିଭର ଶିରୋସିଆ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କର ଲିଭର ନଷ୍ଟ ହୋଇ ଯାଇଥିଲା । ଆଉ ଲିଭର ଟ୍ରାନ୍ସ ପ୍ଳାଣ୍ଟ ଆଶାରେ ଭୁବନେଶ୍ଵର ରୁ ଦିଲ୍ଲୀ ଆଉ ଦିଲ୍ଲୀ ରୁ ହାଇଦ୍ରାବାଦ ଯାଇଥିଲେ ପିଣ୍ଟୁ । କିନ୍ତୁ ଏଥିପାଇଁ 50 ଲକ୍ଷ ଟଙ୍କାର ଆବଶ୍ୟକ ଥିଲା । ଚିକିତ୍ସାରେ ବିଳମ୍ବ ହୋଇଥିଲା ।
ଭୁବନେଶ୍ଵର ରେ ଚିକିତ୍ସା ହେଉଥିବା ବେଳେ ତାଙ୍କୁ ଦିଲ୍ଲୀ କୁ ଫେବୃଆରି 8 ତାରିଖରେ ଇନଷ୍ଟିଚ୍ୟୁଟ ଅଫ ଲିଭର ଆଣ୍ଡ ବାଇଲାରି ସାଇନ୍ସ କୁ ନିଆ ଯାଇଥିଲା । କିନ୍ତୁ ସେଠାରେ ଲିଭର ଡୋନର ନ ମିଳିବାରୁ ସେଠାରୁ ତାଙ୍କୁ ହାଇଦ୍ରାବାଦ ର ଯଶୋଦା ହସ୍ପିଟାଲ କୁ ନିଆ ଯାଇଥିଲା । ଓଲିଉଡ ର ଅନେକ କଳାକାର ତାଙ୍କୁ ସହାୟତା ଦେବାକୁ ଆଗକୁ ଆସିଥିଲେ ସତ କିନ୍ତୁ ତାଙ୍କୁ ଯେତିକି ସହାୟତା ରାଶି ମିଳିଥିଲା କୁଆଡେ ତାଙ୍କ ରୋଗକୁ ଭଲ କରିବା ପାଇଁ ପର୍ଯ୍ୟାପ୍ତ ନ ଥିଲା ।
ଯାହା ପାଇଁ ତାଙ୍କର ଚିକିତ୍ସାରେ ବିଳମ୍ବ ହୋଇଥିଲା । ଏଠି କହି ରଖିବାକୁ ଚାହିଁବୁ ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ ମଧ୍ୟ ଅଛନ୍ତି । କିନ୍ତୁ ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ତାଙ୍କ ପାଖରେ ରହୁ ନ ଥିଲେ । ପାରିବାରିକ ବିବାଦ କାରଣରୁ ତାଙ୍କ ଦାଂପତ୍ଯ ଜୀବନ ଭାଙ୍ଗି ଯାଇଥିଲା । ଆଉ ଆଜି ସେ ସମସ୍ତଙ୍କୁ ଛାଡି ଏ ଦୁନିଆରୁ ବିଦାୟ ନେଇଛନ୍ତି । ସାରା ଓଡିଶା ତଥା ଓଲିଉଡ ଜଗତ ପାଇଁ ଶୋକର ଛାୟା ଖେଳି ଯାଇଛି ।
ପିଣ୍ଟୁ ନାଦ ଜଣେ ଭଲ କଳାକାର ଥିଲେ । ସେ ତାଙ୍କର ଅଭିନୟ ଯାଦୁ ପ୍ରଦର୍ଶନ କରିବାରେ କେବେ ବି ପଛାଉ ନ ଥିଲେ । ଲିଭର ଟ୍ରାନ୍ସ ପ୍ଳାଣ୍ଟ ପାଇଁ ସମୟ ବହୁତ କମ ଥିଲା । କିନ୍ତୁ ଡୋନର ନ ମିଳିବାରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଗୁରୁତର ହୋଇ ପଡିଥିଲା । ବର୍ତ୍ତମାନ ତାଙ୍କ ପୁରା ପରିବାର ଦୁଖରେ ଭାଙ୍ଗି ପଡିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।