ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ଖାଲି ଗୋଟେ ଚର୍ଚ୍ଚା ଓଡିଆ ଇଣ୍ଡଷ୍ଟ୍ରି ର ଜଣାଶୁଣା ଚର୍ଚ୍ଚିତ ଚେହେରା ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦେ-ହା-ନ୍ତ କୁ ନେଇ । ତାଙ୍କର ଅ-କା-ଳ ବି-ୟୋ-ଗ ରେ ତାଙ୍କ ପରିବାର ଠାରୁ ଆରମ୍ଭ କରି ସାରା ଓଡିଶାବାସୀ ତଥା ଓଡିଆ ଇଣ୍ଡଷ୍ଟ୍ରି ରେ ଦୁଖର ଛାୟା ଖେଳି ଯାଇଛି । ପିଣ୍ଟୁ ଙ୍କ ପୁଅ, ଭାଇ, ଭଉଣୀ, ମା ସମସ୍ତେ ତାଙ୍କୁ ହରାଇ କାନ୍ଦି କାନ୍ଦି ଗଡି ଯାଉଛନ୍ତି ।
ସେ ଦୃଶ୍ୟ ଦେଖିଲେ କାହାର ବି ଆଖି ରୁ ଲୁହ ଝଋ ଆସିବ । ପିଣ୍ଟୁ ଜଣେ ଜଣାଶୁଣା କଳାକାର ଥିଲେ । ସେ ଦର୍ଶକ ମାନଙ୍କୁ ନିଜର ଅଭିନୟ ଦ୍ଵାରା ହସାଉ ଥିଲେ, କନ୍ଦାଉ ଥିଲେ ଆଉ ମନୋରଞ୍ଜନ ମଧ୍ୟ କରାଉ ଥିଲେ । କିନ୍ତୁ ଆଜି ସେ ଚିର ଦିନ ପାଇଁ ଆଖି ବୁଜି ଦେଇଛନ୍ତି ଆଉ ଅଫେରା ରାଇଜକୁ ଚାଲି ଯାଇଛନ୍ତି ତାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପରିବାର, ପ୍ରଶଂସକ ଆଉ ଓଡିଆ କଳାକାର ମାନେ ।
ତେବେ ପିଣ୍ଟୁ ଙ୍କୁ ହ-ରା-ଇ-ବା ଓଡିଆ ଇଣ୍ଡଷ୍ଟ୍ରି ପାଇଁ ଏକ ବହୁତ ବଡ କ୍ଷତି କହିଲେ କିଛି ଭୁଲ ହେବ ନାହି । ପିଣ୍ଟୁ ଙ୍କ ମୃ-ତ୍ୟୁ କୁ ନେଇ ସବୁ ଓଡିଆ କଳାକାର ମାନେ ଦୁଖ ପ୍ରକାଶ କରିଛନ୍ତି ଆଉ କାନ୍ଦୁ ଛନ୍ତି ମଧ୍ୟ । କାରଣ ପିଣ୍ଟୁ ଏତେ ଭଲ ମଣିଷ ଥିଲେ କି ତାଙ୍କ ଜାଗା ଆଉ କେହି ବି ନେଇ ପାରିବେ ନାହି । ସେ ଲିଭର ଶିରୋଷିଆ ରୋଗରେ ପୀଡିତ ଥିଲେ ତଥାପି ତାଙ୍କ ମୁହଁ ରେ ସେ ସ୍ମାଇଲ ଥିଲା ।
ଯାହା ସେ ଦର୍ଶକ ମାନଙ୍କ ଆଗରେ ପେଶ କରନ୍ତି । ତେବେ ସେ ଯାହା ବି ହେଉ ଆଜି ସେ ଆମ ଗହଣରେ ନାହାନ୍ତି ତଥାପି ସବୁ ଦିନ ପାଇଁ ସେ ମନେ ରହିବେ । ସମସ୍ତଙ୍କ ହୃଦୟରେ ପିଣ୍ଟୁ ନନ୍ଦ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ସେ କଳାକାର ହୁଅନ୍ତୁ କି ଦର୍ଶକ ମାନେ ହୁଅନ୍ତୁ ସମସ୍ତଙ୍କ ମନ କିଣିଥିଲେ ପିଣ୍ଟୁ ନନ୍ଦ ।
ତେବେ ଏହାରି ମଧ୍ୟରେ ଗଣମାଧ୍ୟମ ରେ ଅଭିନେତା ଗୁଡୁ ଯିଏ ହାସ୍ୟ ଅଭିନେତା ସେ ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ ଖବର ଶୁଣିବ ପରେ କାନ୍ଦି ପକାଇଛନ୍ତି ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗୁଡୁ ପିଣ୍ଟୁ ଙ୍କ ସହ ବିତାଇଥିବା ପ୍ରତେକ ଟି ମୂହୁର୍ତ୍ତ କୁ ମନେ ପକାଇ କାନ୍ଦି ବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ତାଙ୍କ ହାତରେ ଫୋନ ଅଛି ଆଉ ସେ ପିଣ୍ଟୁ ଙ୍କ ମୃ-ତ୍ୟୁ ଖବର ଶୁଣି ଭାବ ବିହ୍ଵଳ ହୋଇ ପଡ଼ୁଛନ୍ତି ।
ଯାହାକୁ ଦେଖିଲେ ଆପଣଙ୍କ ଛାତି ଫାଟି ଉଠିବ । ସତରେ ପିଣ୍ଟୁ ନନ୍ଦ ଙ୍କୁ ସମସ୍ତେ କେତେ ଭଲ ପାଆନ୍ତି ତାହା ଗୁଡୁ ଙ୍କୁ ଦେଖିଲେ ଜଣା ପଡୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଅମାକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।