ଦିନ ପରେ ଦିନ ଗଡି ଯାଏ ହେଲେ ନିଜର ଲୋକ ଟିଏ ସବୁଦିନ ପାଇଁ ନିଜ ମନ ଭିତରେ ରହିଯାଏ । ବେଳେବେଳେ ନିଜ ଭୁଲ ପାଇଁ ଅନୁତାପ କରିବାକୁ ପଡିଥାଏ ତ କେତେବେଳେ ମନ କାହେ ସେହି ନିଜର ମଣିଷ ଟିଏ ପୁଣି ଥରେ ଫେରି ଆସନ୍ତାନି ମନ ଭାରି କାନ୍ଦି ଦିଅନ୍ତି କାନ ଧରି ଭୁଲ ମାଗି ଦିଅନ୍ତି । ହେଲେ ସମୟର ଶୁଅରେ ଦିନ ପରେ ଦିନ ଗଡି ଯାଏ ହେଲେ କେବେ ବି ସେହି ନିଜର ମଣିଷ ଟିଏ ଫେରି ଆସେ ନାହିଁ ।
ଆଉ ଏବେ ସେହି ଅନୁଭବ କରୁଛନ୍ତି ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ । ଅନେକ ଲୋକ ଅନେକ କିଛି କହୁଛନ୍ତି । ସବୁ ସହି ଏବେ ଜୀବନରେ ଦୁଇ ଛକରେ ଛିଡା ହୋଇଛନ୍ତି । ପିଣ୍ଟୁଙ୍କ ମୃ-ତ୍ୟୁ ପରେ କିଏ ତାଙ୍କ ପରିବାରକୁ ଦାୟୀ କରୁଛି ତ ଆଉ କିଏ ନିଶା ଦ୍ରବ୍ୟକୁ କାରଣ ଦେଉଛି । କିଏ କହୁଛି ପରିବାର ଲୋକ ପାଖରେ ନ ଥିଲେ ଆଉ ଏହି କାରଣରୁ ଅଧିକ ଭାଙ୍ଗି ପଡି ଥିଲେ ପିଣ୍ଟୁ ।
ଯାହାକୁ ନେଇ ସିଧା ସଳଖ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀଙ୍କୁ ସିଧା ସଳଖ ଇଙ୍ଗିତ କରା ଯାଉଛି । ଆଉ ଦିନ ପରେ ଦିନ ଗଡି ଯାଇଛି । ଏହା ସହ ପିଣ୍ଟୁଙ୍କ ମୃ-ତ୍ୟୁକୁ ପୁରି ଯାଇଛି 12 ଦିନ । ସ୍ଵାମୀଙ୍କ ଫଟୋ ନିକଟରେ ଠିଆ ହୋଇ ଅନେକ କିଛି ମନ ଭିତରେ ବଖାଣି ଛନ୍ତି । ଅନେକ ସ୍ମୁତିକୁ ସାଉଁଣ୍ଟି ଛନ୍ତି ଏବଂ ନିଜର ଭୁଲ ପାଇଁ ତାଙ୍କ ଆଗରେ ଗୁହାରି ମଧ୍ୟ କରିଛନ୍ତି । ପାଖରେ ମଧ୍ୟ ଛିଡା ହୋଇଛନ୍ତି ସାନ ପୁଅ ଆଉ ବଡ ପୁଅ ।
ଯେଉଁ ପୁଅଙ୍କୁ ପିଣ୍ଟୁ କଥା ଦେଇଥିଲେ ମୁଁ ଭଲ ହୋଇ ନିଶ୍ଚୟ ଫେରିବି । ଆଉ ସବୁଦିନ ପାଇଁ ସେହି ଦୁଇ ପୁଅଙ୍କୁ ପିଣ୍ଟୁ ଠକି ଦେଇ ଚାଲି ଗଲେ । ଆଉ ଏବେ ଏକମାତ୍ର ସାହାରା ମାଆ । ମାଆଙ୍କ ପାଖରେ ଛିଡା ହୋଇ ଏବେ ବାପାଙ୍କ ପ୍ରତିଟି କଥାକୁ ମନେ ପକାଉ ଛନ୍ତି ଦୁଇ ପୁଅ । ତେବେ ଭୁବନେଶ୍ଵର ର ଏକ ମଣ୍ଡପରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଗତ କାଲି ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦ୍ଵାଦଶାହ କାର୍ଯ୍ୟ ଶେଷ ହୋଇଛି ।
ସାଥି କଳାକାର ମାନେ ଉପସ୍ଥିତ ରହି ଶ୍ର-ଦ୍ଧା-ଞ୍ଜ-ଳି ଜଣାଇ ଛନ୍ତି । ଭଜନ ସମାରୋହ ସାଙ୍ଗକୁ ଶ୍ର-ଦ୍ଧା-ଞ୍ଜ-ଳି ସଭା ଆୟୋଜନ କରା ଯାଇଥିଲା ଏହି ମଣ୍ଡପ ରେ । ଏଥିରେ ବହୁ ଅଭିନେତା ଓ ଅଭିନେତ୍ରୀ ଙ୍କ ସହ କଳାକାର ପରିବାରର ଅନେକ ସଦସ୍ୟ ସାମିଲ ହୋଇ ପିଣ୍ଟୁ ଙ୍କ ଆମର ଆ-ତ୍ମା-ର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।