Pipili ନିର୍ବାଚନ ଜିତିବା ପରେ ଦେଖନ୍ତୁ କିପରି ଖୁସିରେ ନାଚୁଛନ୍ତି ମହିଳା ପାର୍ଥୀ ମାନେ, Video ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ପିପିଲିରେ ନିର୍ବାଚନ ସୁରୁଖୁରୁରେ ଶେଷ ହୋଇଛି । ଏହି ନିର୍ବାଚରେ ପିପିଲି ର ପୂର୍ବତନ ବିଧାୟକ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ଛିଡା ହୋଇଥିଲେ । ତାଙ୍କୁ ଭୋଟ ଦେବା ପାଇଁ ପୁରା ମହାରଥୀ ପରିବାର ସାମିଲ ହୋଇଥିଲେ । ଶେଷରେ ଭୋଟ ଫଳାଫଳ ଗତ କାଲି ପ୍ରକାଶ ପାଇଛି । ସୂଚନା ଅନୁସାରେ ପିପୀଲିରେ ବାଜି ମାରିଛି ବିଜେଡି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ୨୦ ଯାହାର ରୁ ଅଧିକ ଭୋଟରେ ବିଜୟ ଲାଭ କରିଛନ୍ତି । ବିଜୟ ପରେ ବିଜେଡି କାର୍ଜ୍ୟାଳୟରେ ଉଶ୍ଚାହର ମାହୋଲ ଦେଖା ଯାଇଛି ।

ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ କିପରି ଭାବେ ବିଜେଡି କାର୍ଜ୍ୟାଳୟ ରେ ସମାରୋହ ପାଳନ କରା ଯାଇଛି । ବାଜା ବାଜିବା ସହ ଗୀତ ଓ ଡ୍ୟାନ୍ସ ରେ ପୁରା ମାହୋଲ ଖେଳି ଯାଇଛି । ଏହି ଭି-ଡି-ଓ ରେ ମହିଳା ମାନେ ବିଜେଡି ପତାକା ଦହରଣ କରି ନାଚିବାରେ ମଜି ଯାଇଛନ୍ତି । ଏହା ସହ ସମତେ ପରସ୍ପର କୁ ମିଠା ଖୁଆଇବାରେ ମହଦୀ ଲାଗିଛନ୍ତି ଯାହା ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ । ରୁଦ୍ର ପ୍ରତାପ ଙ୍କ ବିଜୟ ହେବା ଖୁସିରେ ମାହୋଲ କିଛି ଅଲଗା ପ୍ରକାର ହୋଇଛି ଯାହା ଏହି ଭି-ଡି-ଓ ରୁ ଜଣା ପଡୁଛି ।

ନାଚି ନାଚି ମହିଳା ପ୍ରାର୍ଥୀ ମାନେ ପୁରା ଧୁଳି ଉଡାଇ ଦେଇଛନ୍ତି । ବାଜାରେ ତାଳ ସହ ତାଳ ମିଶାଇ ମହିଳା ପ୍ରାର୍ଥୀ ମାନେ ନାଚିବାରେ ମଜି ଯାଇଛନ୍ତି । ଏହା ସହ ସମସ୍ତେ ସେଲଫି ନେବାରେ ମଧ୍ୟ ବ୍ୟସ୍ତ ରହିଛି ଯାହା ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ ।

କ-ରୋ-ନା ସମୟରେ କ-ରୋ-ନା କଟକଣା କୁ ଉଲଂଘନ କରି ପରସ୍ପର କୁ ମିଠା ଖୁଆଇ ଖୁସି ହେବା ସହ ନାଚି ନାଚି ମଉଜ ହେଇ ଯାଉଛନ୍ତି ଯାହା ଏହି ଭି-ଡି-ଓ ରୁ ସ୍ପଷ୍ଟ ହେଉଛି । ବାଜାର ଧୁନ ଏତେ ଜୋର ରେ ରହିଛି ଯେ ନ ନାଚି ରହି ହେବ ନାହି । ତେବେ ରୁଦ୍ର ପ୍ରତାପ ପିପିଲି ବିଧାୟକ ହେବା ପରେ ସାଦହରଣ ଜନତା ମାନଙ୍କର ସେବା କରିବେ ବୋଲି ଆଶା କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *