ପିତୃପକ୍ଷରେ ପ୍ରତୀକ ଦିନ ସୂର୍ଯ୍ୟଙ୍କୁ ଜଳ ଦେବା ଢାଳରେ ପକାନ୍ତୁ ଏହି 1 ଜିନିଷ, ସାତ ଜନ୍ମର ପିତୃ ଦୋଷରୁ ମିଳିବ ମୁକ୍ତି

ଯେଉଁ ବ୍ୟକ୍ତିଙ୍କର ମୃ-ତ୍ୟୁ ହୋଇଯାଏ ସେମାନଙ୍କୁ ପି-ତୃ-ପୁ-ରୁ-ଷ ବୋଲି କୁହାଯାଏ । ପି-ତୃ-ପୁ-ରୁ-ଷଙ୍କୁ ପିଣ୍ଡ ଦାନ କରିଲେ ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ପି-ତୃ-ପୁ-ରୁ-ଷ ଙ୍କୁ କିଛି ଦାନ ଧର୍ମ କରାଯାଏ ଯାହା ଦ୍ଵାରା ସେମାନଙ୍କ ଆ-ତ୍ମା ଶାନ୍ତି ହୋଇଥାଏ । ଏହା କରିବା ସମୟରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ । ଆଜି ଆମେ ଆପଣ ମାନଙ୍କୁ ପି-ତୃ-ପୁ-ରୁ-ଷ-ଙ୍କୁ ଜଳ ଅର୍ପଣ କରିବା ସମୟରେ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ ।

ପି-ତୃ-ପୁ-ରୁ-ଷ-ଙ୍କୁ ଜଳ ଅର୍ପଣ କରିବା ସମୟରେ ଘର ମୁଖ୍ୟ ସଦସ୍ୟ କରିବା ଉଚିତ । ଯଦି ଘର ମୁଖ୍ୟ ସଦସ୍ୟ ନ ଥାନ୍ତି ତେବେ ନାତି ଏହା କରି ପାରିବେ । ଏହା ସହ ସକାଳୁ ଉଠି ଏହି କାମ କରିବା ଉଚିତ । ଏହି ଦିନ ଘରେ ଆମିଷ, ପିଆଜ ରସୁଣ ବା ମଦ୍ୟପାନର ସେବନ କରିବା ବର୍ଜନୀୟ ଅଟେ । ପି-ତୃ-ପୁ-ରୁ-ଷଙ୍କୁ ସୁଗନ୍ଧ ପୁଷ୍ପ ଅର୍ପଣ କରିବା ଉଚିତ । ପିଣ୍ଡ ଦାନ କରିବା ସମୟରେ ଦକ୍ଷିଣ ଦିଗରେ ମୁହଁ କରି କରିବା ଉଚିତ । ପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ପରେ ପି-ତୃ-ପୁ-ରୁ-ଷଙ୍କୁ ଜଳ ଅର୍ପଣ କରିବା ଉଚିତ । ଯେଉଁ ଜାଗାରେ ଜଳ ଅର୍ପଣ କରୁଛନ୍ତି ସେହି ଜାଗାକୁ ସଫା ସୁତୁରା ରଖନ୍ତୁ ।

ଏହା ସହ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ କିଛି ବିଶେଷ ମନ୍ତ୍ର ପାଠ କରିବା ଉଚିତ । ପି-ତୃ-ପୁ-ରୁ-ଷଙ୍କୁ ପିଣ୍ଡ ଦାନ କରିବା ସମୟରେ କୁଶ ଘାସ ଓ କଳା ତିଲ ତର୍ପଣ କରିବା ସମୟରେ ରଖିବା ଉଚିତ । ଏହି ଦିନ ସାତ୍ଵିକ ଭିଜନ ସେବନ କରିବା ଉଚିତ । ସକାଳେ ଓ ସନ୍ଧ୍ୟାରେ ଦୁଇ ଥର ସ୍ନାନ କରି ପିତୃ ପୁରୁଷଙ୍କର ଧ୍ୟାନ କରିବା ଉଚିତ । ଏହି ଦିନ କ୍ଷୀରର ସେବନ କମ କରିବା ଉଚିତ । ପି-ତୃ-ପୁ-ରୁ-ଷଙ୍କୁ ଜଳ ଅର୍ପଣ କରିବା ସମୟରେ ଶ୍ରୀମଦଭାଗବତ ଗୀତାର ପାଠ ନିୟମିତ କରିବା ଉଚିତ । ପିଣ୍ଡ ଦାନ କରିବା ସମୟରେ ଅନ୍ୟ ଠାରୁ କରଜ କରିବା ଉଚିତ ନୁହେଁ ।

ପି-ତୃ ପୁ-ରୁ-ଷଙ୍କୁ ଜଳ ଅର୍ପଣ କରିବା ସମୟରେ ତାଙ୍କର ଆ-ତ୍ମା କୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରିବା ଉଚିତ । ଏହି ଦିନ ଗାଈକୁ ଗୁଡ ବା କଦଳୀ ଖାଇବାକୁ ଦେବା ଉଚିତ । ଜଳ ଅର୍ପଣ କରିବା ସମୟରେ ଜଳରେ ୧୧ଟି ନାଲି ଲଙ୍କା ବା ଗୋଟିଏ ନାଲି ଲଙ୍କା ରଖି ଅର୍ପଣ କରନ୍ତୁ । ଏପରି କରିବା ଦ୍ଵାରା ଧନ ସମ୍ବଧୀୟ ଯେ କୌଣସି ସମସ୍ଯା ଥିଲେ ତାହା ଦୂର ହୋଇ ପାରିବ । ଏହା ସହ ଜଳରେ ଗୁଡ ବା ଚିନି ମିଶାଇ ଅର୍ପଣ କରିଲେ ସମସ୍ୟାର ସମାଧାନ ହୋଇଥାଏ । ଦାଂପତ୍ଯ ଜୀବନରେ ସମସ୍ଯା ଥିଲେ ଜଳରେ ହଳଦୀ ମିଶାଇ ଅର୍ପଣ କରିଲେ ଦାଂପତ୍ଯ ଜୀବନ ସୁଖମୟ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *