ପିଆଜ ରସୁଣ ଉପାୟ ଦ୍ଵାରା କିଛି ମିନିଟ ଭିତରେ ଜାଣି ପାରିବେ ଗର୍ଭରେ ପୁଅ ଅଛି ବା ଝିଅ

ବିଜ୍ଞାନ ଏହି ସଂସାର ରେ ବହୁତ ବିକାଶ କରିଛି, ବିଜ୍ଞାନ ସାହାଜ୍ଯ ରେ ଆଜି ଜଙ୍ଗଲ ରେ ରହୁଥିବା ମଣିଷ ଆଜି ଚନ୍ଦ୍ରମା ଉପରେ ଯାଇ ପହଞ୍ଚିଲାଣି । ବିଜ୍ଞାନ ନୂଆ ନୂଆ ଆବିଷ୍କାର ଦ୍ଵାରା ନିଜକୁ ଆଗକୁ ବଢେଇ ଚାଲିଛି, ଆଜିକା ସମୟରେ ବିଜ୍ଞାନ ଏତେ ବିକାଶ କରି ମଧ୍ୟ ବିଜ୍ଞାନ ଆଗରେ ଏମିତି କିଛି ଜିନିଷ ଆସିଥାଏ ଯାହା ଦେଖି ବିଜ୍ଞାନ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଥାଏ । ଆପଣ ଏହା ଜାଣିଛନ୍ତି ଯେ ବିଜ୍ଞାନ ଆଗରୁ ଏମିତି ଗୋଟେ ମେଶିନ ତିଆରି କରିଛି ଯାହା ଫଳରେ ଗର୍ଭ ରେ ଥିବା ଛୁଆକୁ ଦେଖା ଯାଇଛି, ଛୁଆକୁ ଦେଖି ଛୁଆ ସ୍ୱାସ୍ଥ୍ୟ ବିଷୟରେ ଡକ୍ଟର ଜାଣି ପାରନ୍ତି ।

Image Courtesy: Google

ବିଜ୍ଞାନ ଦ୍ଵାରା କେତେ ପ୍ରକାର ନୂଆ ଆବିଷ୍କାର କରା ଯାଇଛି, ଯେତେବେଳେ ଗର୍ଭ ବିଷୟରେ ସମସ୍ତଙ୍କୁ ଜଣା ପଡେ ତେବେ ସମସ୍ତଙ୍କ ମନରେ ଗୋଟେ କଥା ଆସିଥାଏ ଯେ ଝିଅ ହବ ବା ପୁଅ । ଲୋକ କେତେ ପ୍ରକାର କଥା କୁହନ୍ତି ଯେ ଝିଅ ହବ ବା ପୁଅ ଭାରତ ରେ ଏହା ପତା ଲଗେଇବା ଗେର କାନୁନି ଅଟେ ଯେ ଗର୍ଭ ରେ ଝିଅ ଅଛି ବା ପୁଅ ।

Image Courtesy: Google

କେତେକ ଥର ଏମିତି ମଧ୍ୟ ହୋଇଥାଏ ଯେ ଅଲ୍ଟ୍ରାସାଉଣ୍ଡ ରେ ଜଣା ପଡିଥିବା ଜିନିଷ ମଧ୍ୟ ଭୁଲ ହୋଇଥାଏ । ଆଜି ଆମେ ଆପଣଙ୍କୁ ଘରୋଇ କିଛି ଜିନିଷ ଏମିତି କହିବାକୁ ଚାହୁଁଛୁ ଯାହା ଉପରେ ଲୋକଙ୍କ ବହୁତ ଭରସା ଅଛି ଓ ଆପଣ ଏହା ଜାଣି ପାରିବେ ଯେ ଗର୍ଭ ରେ ଝିଅ ଅଛି ବା ପୁଅ ।

Image Courtesy: Google

ଅଲ୍ଟ୍ରାସାଉଣ୍ଡ ସମୟରେ ମଧ୍ୟ ପୁରୁଣା ଲୋକ ଗର୍ଭରେ ଝିଅ ଅଛି ବା ପୁଅ ଜାଣି ପାରନ୍ତି ଏହାର ଦୁଇ ପ୍ରକାର ଉପାୟ ଅଟେ ଯାହା ପରେ ଆପଣଙ୍କୁ ସବୁ କଥା ସ୍ପଷ୍ଟ ହୋଇ ଥାଏ । ରସୁଣ ଯାଞ୍ଚ ରେ ଗର୍ଭବତୀ ମହିଳାକୁ ରସୁଣ ଖୁଆନ୍ତୁ ଯଦି ରସୁଣ ଖାଇଲେ ଗର୍ଭବତୀ ମହିଳା ପାଟି ଗନ୍ଧ ହୁଏ ତେବେ ପୁଅ ଅଟେ ଯଦି ତାଙ୍କ ମୁହଁ ଗନ୍ଧ ଆସୁ ନାହିଁ ତେବେ ଝିଅ ଅଟେ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କାମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *