ନମସ୍କାର ବନ୍ଧୁଗଣ, ଆମ ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ଯେପରି ଭାବେ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି ତାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଉଛି । ଏହା ବ୍ୟତୀତ ପ୍ଲାଷ୍ଟିକ ଜିନିଷର ବ୍ୟଭର କାରଣରୁ ପରିବେଶ ମଧ୍ୟ ଦୂଷିତ ହେଉଛି । ତେବେ ଏହାକୁ ରୋକିବା ପାଇଁ କିଛି ଏଭଳି ନିସ୍ପତି ନିଆଯାଇଛି । ଏବେ କ୍ଷୀର ପ୍ଯାକେଟ ଦିଅନ୍ତୁ ଆଉ ପେଟ୍ରୋଲ ରେ ରିହାତି ପାଆନ୍ତୁ । ଏଇ ପ୍ଲାଷ୍ଟିକ ଜାରି ରେ ମିଳୁଛି ଏବେ ରିହାତି । ଏବେ ଆସନ୍ତୁ ଜାଣିବା କେଉଁଠି ମିଳୁଛି ଏହି ସୁବିଧା ।
ତେବେ ଗ୍ରାହକ ଙ୍କ ପାଇଁ ଆସିଛି ବଡ ଖବର । ଏଣିକି ପ୍ଲାଷ୍ଟିକ ଜାରି ବଦଳରେ ପେଟ୍ରୋଲ ଓ ଡିଜେଲ ରେ ମିଳିବ ବଡ ରିହାତି । ଯେଉଁ ମାନେ ପେଟ୍ରୋଲ ପମ୍ପ ରେ ପ୍ଲାଷ୍ଟିକ ଜାରି ଦେବେ ସେମାନଙ୍କୁ ତେଲ ଉପରେ ଏତିକି ଟଙ୍କା ରିହାତି ମିଳିବ ବୋଲି ସୂଚନା ମିଳିଛି । ଏକକ ବ୍ୟବହାର ପ୍ଲାଷ୍ଟିକ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ରାଜସ୍ଥାନ ର ବୀରୱାଲ ରେ ଜଣେ ପେଟ୍ରୋଲ ପମ୍ପ ମାଲିକ ଏମିତି ନିସ୍ପତି ନେଇଛନ୍ତି । ଯାହାକୁ ନେଇ ଏବେ ସାରା ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି ।
କାରଣ ପେଟ୍ରୋଲ ପମ୍ପ ମାଲିକ ପେଟ୍ରୋଲ ରେ ୧ ଟଙ୍କା ଓ ଡିଜେଲ ରେ ୫୦ ପଇସା ରିହାତି ଦେଉଛନ୍ତି । ତେବେ ଏହି ରିହାତିର ସୁବିଧା ପାଇବାକୁ ହେଲେ ଆପଣ ମାନେ ବ୍ୟବହାର କରି ଫୋପାଡି ଦେଉଥିବା ପ୍ଲାଷ୍ଟିକ ଜରି ସବୁକୁ ପେଟ୍ରୋଲ ପମ୍ପ ରେ ଜମା କରିବାକୁ ପଡିବ । ଏହା ପରେ ସମ୍ପୃକ୍ତ ପେଟ୍ରୋଲ ପମ୍ପ ପକ୍ଷ ରୁ ତେଲ ଉପରେ ସବସିଟି ମିଳିବ ବୋଲି ସୂଚନା ମିଳିଛି । ରାଜସ୍ଥାନର ଚିତୋରଗଡ ପେଟ୍ରୋଲ ପମ୍ପ ର ମାଲିକ ଅଶୋକ କୁମାର ମୁଣ୍ଡାରା ଏଭଳି ନୂଆ ନିସ୍ପତି ନେଇଛନ୍ତି । ତାଙ୍କର ଏହି ନିଆରା ନିସ୍ପତି ପଛରେ ଏକେ ମହତ୍ଵ ଉଦେଶ୍ୟ ରହିଥିବା କଥା ଅଶୋକ ନିଜେ ସୂଚନା ଦେଇଛନ୍ତି ।
ଦେଶକୁ ପ୍ଲାଷ୍ଟିକ ରୁ ମୁକ୍ତ କରିବାକୁ ଆମ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ସେଥିରେ ସାମିଲ ହେବା ପାଇଁ ଅଶୋକ ସବୁ ଜନ ସାଧାରଣ ଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ତେବେ ପେଟ୍ରୋଲ ପମ୍ପ ରେ ଜମା ହେଉଥିବା ଖାଲି କ୍ଷୀର ପ୍ଯାକେଟ ଗୁଡିକୁ ନେବାକୁ ସରସ ଡାଏରୀ ନିସ୍ପତି ନେଇଛି । ତେବେ ରାଜସ୍ଥାନର ସରକାର କହିଛନ୍ତି ପ୍ଲାଷ୍ଟିକ ବିରୁଦ୍ଧରେ ସଚେତନ କରାଇବା ଲାଗି ଲୋକ ମାନଙ୍କୁ ପେଟ୍ରୋଲ ପମ୍ପ ର ମାଲିକ ମାନେ ଏଭଳି ନିସ୍ପତି ଗ୍ରହଣ କରିଛନ୍ତି ।
କ୍ଷୀର ପ୍ଯାକେଟ ଦେଲେ ପେଟ୍ରୋଲ ଉପରେ ରିହାତି ପ୍ରଦାନ ମଧ୍ୟ କରା ଯାଇଛି । ସୂଚନା ଅନୁଯାୟୀ ପ୍ରୟା ୭୦୦ ଟି ଖାଲି କ୍ଷୀର ପ୍ଯାକେଟ ସଂଗ୍ରହ କରାଯାଇ ସାରିଲାଣି । ତେବେ ଏଭଳି ମହତ କାମ ପାଇଁ ପେଟ୍ରୋଲ ପମ୍ପ ର ମାଲିକ ଙ୍କୁ ସବୁ ଆଡେ ଏବେ ପ୍ରଶଂସା କରା ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏଭଳି ନିଆରା ନିସ୍ପତି କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।