ଯଦି ପୋଲିସ ବିନା କାରଣରେ ମାରେ ତେବେ କଣ ଆମେ ବି ପୋଲିସକୁ ମାରି ପାରିବା ? ନିଶ୍ଚୟ ଜାଣନ୍ତୁ

ଆମ ଦେଶରେ କିଛି ପୋଲିଆ ମାନଙ୍କର ଗୁଣ୍ଡାଗର୍ଦି ପାଇଁ ଜନତା ମାନେ ଶିକାର ହୋଇଥାନ୍ତି । ଏ କଥା କୁ ନେଇ ପ୍ରଶ୍ନ ଉଠୁଛି ଯଦି ପୋଲିସ ଜନତାଙ୍କ ଦ୍ଵାରା କିଛି ଭୁଲ କାମ କରାଏ ବା ନିଜ ବର୍ଦିର ଖରାପ ଫାଇଦା ଉଠାଏ ତେବେ କଣ ଜନତା ପୋଲିସ ସହ ସେହି ଭଳି ଆଚରଣ କରିବା ଠିକ ହେବ କି ନାହି ।

ଏମିତି କିଛି ଘଟଣା ସମୟ ଅନୁସାରେ ହୋଇଥାଏ ଯେତେବଳେ ପୋଲିସ ବିନା କାରଣରେ ଗାଳି ଗୁଲଜ କରିବା ସହ ମା-ର-ପି-ଟ କରିଥାଏ ତେବେ କଣ ଜନତା ତାର ଉତ୍ତର ରେ ତାର ପ୍ର-ତି-ବା-ଦ କରି ପାରିବ ତାହାକୁ ନେଇ ପ୍ରଶ୍ନ ଉଠୁଛି ।

ପୋଲିସ ମାନଙ୍କର ଦାଦାଗିରି ଆମ ଦେଶରେ କିଛି ନୂଆ ନୁହେ । ପୋଲିସ ମାନେ କୌଣସି ବ୍ୟକ୍ତିକୁ ବୀନା କାରଣରେ ଗା-ଳି ଗୁ-ଲ-ଜ କରିଲେ ବା ମା-ର-ପିଟ- କରିଲେ ସମ୍ବିଧାନ ଅନୁସାରେ ସେହି ବ୍ୟକ୍ତି ଜଣକ ଆପିସି ୧୬୬ ଧାରା ଅନୁଯାୟୀ ପୋଲିସ ନାଁ ରେ ମା-ମ-ଲା ରୁଜୁ କରି ପାରିବେ ।

ଯଦି ପୋଲିସ ମାନଙ୍କର କା-ର-ନା-ମା ଥାନାରେ ଏଫାୟାର ଭାବେ ନ ରୁଜୁ କରନ୍ତି ତେବେ କୋର୍ଟ ର ସାହାରା ନେଇ ପାରିବେ । ଯଦି ପୋଲିସ ବୀନା କାରଣରେ ମା-ର-ପି-ଟ କରୁଥାଏ ତେବେ କଣ ଜନତା ପୋଲିସକୁ ମା-ର-ପି-ଟ କରି ପାରିବ । ତେବେ ଏହାର ଉତ୍ତର ହେଉଛି ଯଦି ଜନତା ନିଜ ଆଡୁ ପୋଲିସକୁ ହାତ ଉଠାଏ ତେବେ ଏହା ଭୁଲ ହେବ । ଯଦି ପୋଲିସ କୌଣସି ବ୍ୟକ୍ତିକୁ ଗି-ର-ଫ କରିବାକୁ ଆସୁଥାଏ ଏହା ଦେଖିବା ପରେ ଯଦି ସେହି ବ୍ୟକ୍ତି ଜଣକ ପୋଲିସ ଉପରେ ହାତ ଉଠାଏ ତେବେ ଏହା ଭୁଲ ହେବ ।

ଯଦି ପୋଲିସ ରିଶ୍ବତ ହେଉଥାଏ ବା ଆପଣ ଯଦି ପୋଲିସକୁ କାନୁନି ସମ୍ବଧିତ କିଛି କଥା କହିଛନ୍ତି ବା କୌଣସି ବ୍ୟକ୍ତିଗତ ଶତ୍ରୁତା ଥାଏ ତେବେ ଏହି କ୍ଷେତ୍ର ରେ ଜନତା ପୋଲିସକୁ ନିଜ ଆଡୁ ମା-ର-ପି-ଟ କରି ପାରିବ ନାହି । ଯଦି ପୋଲିସ ବୀନା କାରଣରେ ବ୍ୟକ୍ତିର ଆଖିକୁ ମା-ରି-ଥା-ଏ ବା ତାର ହାତ ଗୋଡ ଭାଙ୍ଗି ଦେଇଥାଏ ବା କୌଣସି ଗମ୍ଭୀର ଘା-ତ-କ କରିଥାଏ ତେବେ ଜନତା ନିଜ ଆତ୍ମରକ୍ଷା ପାଇଁ ପୋଲିସ ଉପରେ ପ୍ରହାର କରି ପାରିବ । ଏହାର ଅର୍ଥ ହେଉଛି ବ୍ୟକ୍ତି ନିଜକୁ ରକ୍ଷା କରିବା ପାଇଁ ଆଇପିସି ୯୬ ରୁ ୧୦୦ ଧାରା ମୁତାବକ ପୋଲିସ ଉପରେ ହାତ ଉଠାଇ ପାରିବେ ।

ଯଦି ବ୍ୟକ୍ତିକୁ ପୋଲିସ ମାରିବା ପରିସ୍ଥିତି ସୃଷ୍ଟି ହୋଇଯାଏ ତେବେ ସେହି କ୍ଷେତ୍ର ରେ ଏ ପଦକ୍ଷେପ ଜନତା ନେଇ ପାରିବ । ଯଦି ପୋଲିସ କୌଣସି ବ୍ୟକ୍ତି ଆ-ରେ-ଷ୍ଟ କରୁଥାଏ ତେବେ ତାଙ୍କ ପାଖରେ ମେମୋ ରହିବା ଦରକାର ଯେଉଁଥିରେ ଜଣେ ୱିଟ୍ଣେସର ସାଇନ ଥିବ । ଯଦି ପୋଲିସ ଆ-ରେ-ଷ୍ଟ କରିବା ସମୟରେ ଅ-ପ-ରା-ଧୀ-ର ପରିବାର ସେଠାରେ ନ ଥିବେ ତେବେ ତାଙ୍କୁ ସୂଚନା ଦେବା ଦାୟିତ୍ଵ ହେଉଛି ପୋଲିସର । ଯଦି କୌଣସି ଅ-ପ-ରା-ଧୀ ଜେଲରେ ଥିବା ବେଳେ ଅନ୍ୟ କାହା ଉପରେ ହମଲା କରିଥାଏ ତେବେ ସେହି ବିଷୟରେ ତାର ପରିବାରକୁ ସୂଚନା ଦେବା ପୋଲିସର କର୍ତ୍ତବ୍ୟ ଅଟେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *