ପୋଲ ଉପରେ ବସି Selfi ନେବା ସମୟରେ ମହିଳାଙ୍କ ସହ ଯାହା ଘଟିଲା, ଦେଖି ହୋସ ଉଡିଯିବ- ଦେଖନ୍ତୁ Video

ଆମ ଦେଶରେ ମୋବାଇଲରେ ସେଲଫି ନେବା ଏକ ସାଧାରଣ କଥା ହୋଇ ଗଲାଣି । ସେଲଫି ନେବା ସମୟରେ କିଛି ଲୋକ ମାନଙ୍କର ଅବହେଳା ଯୋଗୁ ଜୀବନ ମଧ୍ୟ ଯାଉଛି ଯାହାର ଅନୁମାନ ସେମାନେ କେବେ ସ୍ଵପ୍ନରେ ସୁଦ୍ଧା କରି ନ ଥିବେ ।

ଆଜିକାଲି ଦୁନିଆରେ ଲୋକ ମାନଙ୍କର ଜୀବନ ଶୈଳୀରେ ଇଣ୍ଟରନେଟର ଆବଶ୍ୟକତା ଅଧିକ ରହିଛି । ଯାହା ଦ୍ଵାରା ସେମାନେ ନିଜ ସେଲଫି ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଶେୟାର କରିବା ପାଇଁ ଅଧିକ ସକ୍ରିୟ ହେଉଛନ୍ତି । ଯାହା ଦ୍ଵାରା ତାଙ୍କର ଛୋଟିଆ ଭୁଲ ପାଇଁ ଜୀବନ ବାଜି ଲାଗୁଛି ।

ଆଜିର ଆମର ଏହି ଲେଖାରେ ଏମିତି ଏକ ଘଟଣା ରହିଛି । ତେବେ ଆସନ୍ତୁ ଜାଣିବା ପୁରା ଘଟଣା କଣ ରହିଛି । ଏହି ଘଟଣା ୨୦୧୯ ଅଗଷ୍ଟ ୧୬ରେ ରୂପାଲି ନାମକ ମହିଳାଙ୍କ ସହ ଘଟିଛି ଯିଏ ପୋଲ ଉପରେ ବସି ସେଲଫି ନେବା ସମୟରେ ଅଚାନକ ପୋଲ ତଳକୁ ଖସି ଯାଇ ତାଙ୍କର ମୃ-ତ୍ୟୁ ହୋଇଥିଲା । ଏହା ହେଉଛି 2020 ମସିହାର କଥା , ମଣ୍ଡେଳେଶ୍ଵରରେ ରହୁଥୁବା ଗତ ୪ ମାସ ବିବାହ ପରେ ରୂପାଲି ନିଜ ସ୍ଵାମୀ ରାହୁଲ ପଟେଲଙ୍କ ସହ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିବାକୁ ଆସିଥିଲେ ।

ଭାଇଙ୍କୁ ରାକ୍ଷୀ ବାନ୍ଧିବା ପରେ ରୂପାଲି ନିଜ ସ୍ଵାମୀ ରାହୁଲଙ୍କ ସହ ଘରକୁ ଫେରୁଥିଲେ । ରାସ୍ତାରେ ଯିବା ସମୟରେ ରୂପାଲି ନର୍ମଦା ନଦୀର ବ୍ରିଜ ଉପରେ ଗାଡି ରଖି ସେଲଫି ନେବାକୁ ତାଙ୍କ ସ୍ଵାମୀ ରାହୁଲଙ୍କୁ କହିଥିଲେ । ଏହା ପରେ ରାହୁଲ ମଧ୍ୟ ରୂପାଲିଙ୍କ କଥା ଶୁଣି ଗାଡି ରଖି ସେଲଫି ନେବାରେ ବ୍ୟସ୍ତ ରହିଲେ । ରୂପାଲି ପୋଲର ରେଲିଙ୍ଗ ଉପରେ ବସି ସେଲଫି ନେଉଥିଲେ । ଏହା ପରେ ଯାହା ଘଟିଲା ତାହା ଅଦ୍ଭୁତ ଘ-ଟ-ଣା ଥିଲା ଯାହାର କଳ୍ପନା ନା ରୂପାଲି କରିଥିଲେ ନା ରାହୁଲ କରିଥିଲେ ।

ସେଲଫି ନେବା ସମୟରେ ଅଚାନକ ବହୁତ ଜୋରରେ ପବନ ହେବାରେ ଲାଗିଲା । ଯାହା ଦ୍ଵାରା ରୂପାଲି ନିଜକୁ ବାଲାନ୍ସ ନ କରିପାରି ନଦୀ ତଳକୁ ଖସି ପଡିଥିଲେ । ଏହି ଘଟଣା ଏତେ ଜଲ୍ଦି ହୋଇଗଲା ଯେ ରାହୁଲ କିଛି ବୁଝି ପାରିଲେ ନାହି । ସେ ରୂପାଲିଙ୍କ ପାଖରେ ପହଞ୍ଚିବା ବେଳକୁ ରୂପାଲି ପାଣିରେ ପଡି ଯାଇଥିଲେ ।

ଏହା ପରେ ରାହୁଲ ପୋଲିସକୁ ସୂଚନା ଦେବା ପରେ ଅନେକ ଦିନ ଧରି ପୋଲିସ ରୂପାଲିଙ୍କୁ ଖୋଜିଥିଲେ ମଧ୍ୟ କିଛି ରେଜଲ୍ଟ ମିଳି ନ ଥିଲା । ଏହା ପରେ ଅଲିରାଜପୁର ଗାଁର ଏକ ନଦୀରେ ଜଣେ ମହିଳାଙ୍କର ଶ-ବ ମିଳିଥିଲା । ପୋଲିସ ଏହି ଶ-ବ-ର ସଠିକ ପରିଚୟ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ପୋଷ୍ଟ କରିଥିଲା ।

ଏହା ପରେ ଅନେକ ଯାଞ୍ଚ କରିବା ପରେ ଜଣା ପଡିଥିଲା ଯେ ସେ ସବ ରୂପାଲିଙ୍କର ଥିଲା ଯିଏ ସେଲଫି ନେବା ସମୟରେ ନଦୀ ତଳକୁ ଖସି ପଡିଥିଲେ । ଶେଷରେ ଏତିକି କୁହା ଯାଇପାରେ ଯେ ଲୋକ ମାନେ ସେଲଫି ନେବା ସମୟରେ ନିଜକୁ ଭୁଲି ଯାଇଥାନ୍ତି । ଯାହା ଦ୍ଵାରା ସେମାନଙ୍କର ଟିକେ ଅବହେଳା ଯୋଗୁ ଜୀ-ବ-ନ ହା-ନି ହୋଇଥାଏ ଯାହା ରୂପାଲିଙ୍କ ସହ ଘଟିଥିଲା ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *