ପୋଲିସକୁ ଧରି କରିଦେଲା Kiss, ତା ପରେ ଯାହା ହେଲା…. ଦେଖନ୍ତୁ Video

ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘଟଣା ଘଟିଥାଏ । କିଛି ଘଟଣା ଲୋକଙ୍କର ଜାଣତରେ ହେଉ ବା ଅଜାଣତରେ ହେଉ ଘଟିଥାଏ ଯାହା ପାଇଁ ତାଙ୍କୁ ଅ-ପ-ମା-ନି-ତ ହେବାକୁ ପଡିଥାଏ । କିନ୍ତୁ ଆଉ କିଛି ଘଟଣା ଲୋକ ମାନଙ୍କର ଅବହେଳା ଯୋଗୁ ଘଟିଥାଏ ଯାହା ଦ୍ଵାରା ପୋଲିସ ଡିପାର୍ଟ ମେଣ୍ଟକୁ ନିନ୍ଦା ହେବାକୁ ପଡିଥାଏ ।

ଆଜିର ଆମର ଏହି ଲେଖା ରେ ଏମିତି ଏକ ଘଟଣା ରହିଛି ଯାହା ପାଇଁ ବ୍ୟକ୍ତି କୁ ନିଜର କାମ ପାଇଁ ଅ-ପ-ମା-ନ ହେବାକୁ ପଡିଛି । ତେବେ ଆସନ୍ତୁ ଜାଣିବା ସେହି ଘଟଣା ର ସତ୍ୟତା କଣ ରହିଛି । ଏହି ଘଟଣା ଟି ଜୁଲାଇ ୨୦୧୯ ରେ ଯେଉଁ ଠାରେ ବରଯାତ୍ରୀ ଯାଉଥିବା ଜଣେ ବ୍ୟକ୍ତି ଏପରି କା-ଣ୍ଡ କରିଛି ଯାହାକୁ ଦେଖିଲେ ଆପଣ ମାନେ ବିଶ୍ଵାସ କରି ପାରିବେ ନାହି ।

ଏହି ବରଯାତ୍ରୀ ରେ ଭାନୁ ନାମକ ବ୍ୟକ୍ତି ଜଣକ ଏମିତି କାମ କରିଛନ୍ତି ଯାହା ଜଣେ ପୋଲିସ ଅଫିସର ଙ୍କ ସହ ଘଟିଛି । ଭାନୁ ଏତେ ମାତ୍ରା ରେ ମ-ଦ୍ୟ-ପା-ନ କରି ନି-ଶା-ରେ ଥିଲେ ଯେ ସେଠାରେ ଥିବା ଜଣେ ପୋଲିସ ଅଫିସର ଙ୍କ ସହ ଲ-ଜ୍ୟା ଜ-ନ-କ କା-ଣ୍ଡ କରିଛନ୍ତି । କିପରି ଶାନ୍ତି ପୂର୍ଣ୍ଣ ଭାବେ ବରଯାତ୍ରୀ ରାସ୍ତାରେ ଯିବେ ସେଥି ପାଇଁ ସେଠାରେ କିଛି ପୋଲିସ ଡିୟୁଟି କଉଥିଲେ ।

ଭାନୁ ନାମକ ବ୍ୟକ୍ତି ଜଣକ ସବ-ଇନ୍ସ୍ପେକ୍ଟର ମହେନ୍ଦ୍ର ଙ୍କୁ ବିଚ ରାସ୍ତା ମଝିରେ ସମସ୍ତଙ୍କ ସାମନା ରେ କିସ କରିଥିବା ଦୃଶ୍ୟ ଏହି ଭିଡିଓ ରୁ ଜଣା ପଡୁଛି । କାରଣ ସେ ଏତେ ନି-ଶା-ରେ ଥିଲେ ଯେ ନିଜେ କଣ କରୁଛନ୍ତି ଜାଣି ନାହାନ୍ତି । ଏହା ପରେ ପୋଲିସ ଅଫିସର ମହେନ୍ଦ୍ର ଭାନୁ ଙ୍କୁ ଛାଡି ଦେଇଥିଲେ ।

କିନ୍ତୁ ଯେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା ସେହି ସମୟରେ ଡିୟୁଟି ଥିବା ପୋଲିସ ଙ୍କ ସହ ଏପରି ଶ-ର୍ମ-ନା-କ କାମ କରି ଥିବାରୁ ଭାନୁ ଙ୍କୁ ନଳକୁଣ୍ଠା ପୋଲିସ ଆ-ରେ-ଷ୍ଟ କରିଥିଲା । ଏହି ଘଟଣା ରୁ ଏତିକି କୁହା ଯାଇପାରେ ଯେ ଭାନୁ ନାମକ ବ୍ୟକ୍ତି ଜଣେ ଅନ ଡିୟୁଟି ପୋଲିସ ଙ୍କ ସହ ଯେଉଁ ଦୁ-ର୍ବ୍ୟ-ବ-ହା-ର କରିଛନ୍ତି ତାହା ଆମ ସମାଜ ତଥା ଦେଶ ପାଇଁ ନି-ନ୍ଦ-ନୀ-ୟ କଥା ଅଟେ ।

 

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *