Post Office ର ଏମିତି କିଛି ଧମାକେଦାର Saving Schemes, ଯେଉଁଥିରେ 150 ଟଙ୍କା ନିବେଶ କରି ଆପଣ ହେଇ ପାରିବେ ଲକ୍ଷପତି, ଜଲ୍ଦି ଦେଖନ୍ତୁ

ବର୍ତ୍ତମାନ ସମୟରେ ଏମିତି ବହୁତ ସ୍କିମ ଅଛି ଯେଉଁଥିରେ ଆପଣ ନିବେଶ କରିଲେ ତାହା କିଛି ବର୍ଷ ପରେ ଆପଣଙ୍କୁ ଭଲ ରିଟର୍ନ ଦେବେ । କିଛି ପ୍ରାଇବେଟ ସଂସ୍ଥା ଓ ଗରମେଣ୍ଟ ସଂସ୍ଥା ଅଛି ଯେଉଁଥିରେ ଆପଣ ନିବେଶ କରି ପାରିବେ । କିନ୍ତୁ ଏହାରି ମଧ୍ୟରେ ପୋଷ୍ଟ ଅଫିସ ଏକ ନୂଆ ଓ ଭଲ ସ୍କିମ ବାହାର କରିଛି । ଯେଉଁଥିରେ ଆପଣ ଦିନକୁ ମାତ୍ର ୧୫୦ ଟଙ୍କା ରଖିଲେ ୧୫ ବର୍ଷ ପରେ ତାହା ଆପଣଙ୍କୁ ୧୫ ଲକ୍ଷ ଟଙ୍କା ଦେବ ।

କହିବାକୁ ଗଲେ ପୋଷ୍ଟ ଅଫିସ ପିପିଏଫ ସ୍କିମ ରୂପରେ ଏକ ନୂଆ ଯୋଜନା ଆରମ୍ଭ କରିଛି । ଏହି ଫଣ୍ଡରେ ନିବେଶ କରିଲେ ଆପଣ ସହଜରେ ଲକ୍ଷ ଲକ୍ଷ ଟଙ୍କା ପାଇ ପାରିବେ ।

ପ୍ରତି ଦିନ ଆପଣ ଏହି ପିପିଏଫ ଫଣ୍ଡରେ ଦିନକୁ ୧୫୦ ଟଙ୍କା ସଞ୍ଚୟ କରିଲେ ୧୫ ବର୍ଷ ପରେ ଆପଣଙ୍କୁ ୧୫ ଲକ୍ଷ ଟଙ୍କା ମିଳିଯିବ । ଯଦି ଆପଣ ଦିନକୁ ୧୫୦ ଟଙ୍କା ସଞ୍ଚୟ କରୁଛନ୍ତି ତେବେ ମାସକୁ ୪୫୦୦ ଟଙ୍କା ସଞ୍ଚୟ କରୁଛନ୍ତି । ଏହିଭଳି ଏହା ବର୍ଷକୁ ୫୪ ହଜାର ଟଙ୍କା ହୋଇଯିବ । ୧୫ ବର୍ଷ ପରେ ଆପଣଙ୍କ ପିପିଏଫ ଆକାଉଣ୍ଟ ମ୍ୟୁଚଅର ହୋଇଯିବ ।

ଏହା ପରେ ଆପଣଙ୍କୁ ୧୪ ଲକ୍ଷ ୬୪ ହଜାର ୫୫୫ ଟଙ୍କା ମିଳିବ । ବର୍ତ୍ତମାନ ପିପିଏଫ ଫଣ୍ଡରେ ବର୍ଷକୁ ୭.୧ ପ୍ରତିଶତ ସୁଧ ମିଳୁଛି । ଟଙ୍କା ଉଠିବା ପର୍ଯ୍ୟନ୍ତ ଏହିଭଳି ସୁଧ ମିଳିବ । ଆୟକର ଟାକ୍ସ ଆକ୍ଟ ସେକ୍ଶନ ୮୬ ସି ଅନୁସାରେ ପିପିଏଫ ଫଣ୍ଡରେ ଟାକ୍ସରୁ ରିହାତି ମିଳିଥାଏ । ପୋଷ୍ଟ ଅଫିସର ଏହି ସ୍କିମରେ ଜଣେ ବ୍ୟକ୍ତିକୁ ୧ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ରିହାତି ମିଳିଥାଏ ।

ପିପିଏଫରେ ରଖା ଯାଇଥିବା ଟଙ୍କା, ମିଳୁଥିବା ସୁଧ ଓ ମିଳିବାକୁ ୧୫ ଲକ୍ଷ ଟଙ୍କାରେ କୌଣସି ବି ପ୍ରକାରର ଟାକ୍ସ ମିଳିବ ନାହିଁ । ପିପିଏଫ ଆକାଉଣ୍ଟ ଯେଉଁ ବର୍ଷ ଖୋଲିଛନ୍ତି ତାହାର ଶେଷ ହେବାର ବର୍ଷେ ପୁରା ହେବା ପରେ ଓ ୫ ବର୍ଷ ପୁରା ହେବା ପୂର୍ବରୁ ଆପଣ ଅଲଗା ଲୋନ ପାଇଁ ଆବେଦନ କରି ପାରିବେ । ଯଦି ଆପଣ ପୋଷ୍ଟ ଅଫିସରର ଏହି ପିପିଏଫ ସ୍କିମରେ ଟଙ୍କା ନିବେଶ କରି ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆଜି ହିଁ ପୋଷ୍ଟ ଅଫିସ ଯାଇ ଏହି ସ୍କିମରେ ନିବେଶ କରନ୍ତୁ ।

Leave a Reply

Your email address will not be published. Required fields are marked *