Special Report: ପୋଷ୍ଟ ଅଫିସ୍ ରୁ ରାତାରାତି Sukanya ସମୃଦ୍ଧି ଯୋଜନାର ଲକ୍ଷାଧିକ ଟଙ୍କା ହେଲା ଗାୟବ, ଜାଣନ୍ତୁ ଏବେ କଣ ହେବ ଖାତା ଧାରକଙ୍କର ।

ନମସ୍କାର ବନ୍ଧୁଗଣ । ଯଦି ଆପଣ ମାନଙ୍କର ଡାକଘରରେ ସୁକନ୍ୟା ସମୃଦ୍ଧି ଯୋଜନା ମାଧ୍ୟମ ରେ ଟଙ୍କା ଜମା କରୁଥାନ୍ତି ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଗୁରୁତ୍ଵ ପୂର୍ଣ୍ଣ ସୂଚନା ବିଷୟରେ କହିବାକୁ ଯାଉଛୁ । ଏହି ଘଟଣା ଉତ୍ତର ପ୍ରେଦେଶର ବାଗପଡ ଜିଲ୍ଲା ର ବଡୋତ ଗାଁ ର ସାମ୍ନା ରେ ଆସିଛି । ଯେଉଁଠାରେ ସେଠାରେ ଥିବା ଡାକଘର ରୁ ସୁକନ୍ୟା ସମୃଦ୍ଧି ଯୋଜନା ଓ ଜମା ଖାତା ରେ ଯେଉଁ ସବୁ ଟଙ୍କା ଜମା କରା ଯାଇଥିଲା ତାହା ଚୋରୀ ହୋଇ ଯାଇଛି ।

ଏହି ଘଟଣା ବାବଦରେ ଯେତେବେଳେ ଯାଞ୍ଚ କରାଗଲା ସେହି ସମୟରେ ଡାକଘର ଅଧିକାରୀ ଦୋଷୀ ସାବ୍ୟସ୍ତ ହେଲେ । ଏହା ପରେ ସେହି ଅଧିକାରୀ ଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ସହ ତାଙ୍କୁ ପଦରୁ ବହିସ୍କୃତ କରା ଯାଇଛି । ଏହି ଗାଁ ର ଡାକଘର ରେ ପ୍ରାୟ ଦର୍ଜନ ରୁ ଅଧିକ ଗାଁ ବାସୀ ୧୮.୫୦ ଲକ୍ଷ ଟଙ୍କା ଜମା କରିଛନ୍ତି ।

ଯାହାକୁ ସୁକନ୍ୟା ସମୃଦ୍ଧି ଯୋଜନା ଜମା ଖାତା ଓ RD ଦ୍ଵାରା ଜମା କରୁଥିଲେ । ସୂଚନା ଅନୁସାରେ ପୋସ୍ତ ଅଫିସର ନିଯୁକ୍ତ ଡାକପାଳଙ୍କ ନାଁ ହେଉଛି ଦେବେନ୍ଦ୍ର ସେ ପୁରା ଟଙ୍କା ଗାୟବ କରିବା ପରେ ସେହି ଟଙ୍କା ଡାକଘରକୁ ମିଳିଲା ନାହି କି ଏକାଉଣ୍ଟ ହୋଲ୍ଡଡ଼ର୍ସଙ୍କୁ ମିଳି ପାରିବ । ଯେବେ ଗାଁ ଲୋକ ମାନେ ପଇସା ଗାୟବ ହେବାର ଜାଣିଲେ ସେତେବେଳେ ଉଚ୍ଚ ବିଭାଗକୁ ଅଭିଯୋଗ କରିଲେ ।

ଏହା ପରେ ଏହି ଘଟଣା ର ଯାଞ୍ଚ କରି ଯାଇଛି । ଏହି କାର୍ଜ୍ଯାନୁଷ୍ଠାନରେ ଦୋଷୀ ହୋଇଥିବା ଦେବେନ୍ଦ୍ର ସିଂ ଙ୍କୁ ତାଙ୍କ ପଦରୁ ବାହାର କରାଯିବା ସହ ତାଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନିଆ ଯାଇଛି । ସୂଚନା ଅନୁସାରେ ଦେବେନ୍ଦ୍ର ଙ୍କ ପାଖରେ ଯିଏ ଟଙ୍କା ଜମା କରାଇ ତାହା ସେ ସବୁ ଟଙ୍କା ନିଜ ପାଖରେ ରଖିଥାଏ । ଏହା ବ୍ଯତୀତ ଯଦି କେହି ବ୍ୟକ୍ତି ପାସ ବୁକ ଏଣ୍ଟ୍ରି କରିବାକୁ କହିଥାଏ ତେବେ ସେ ନିଜ ହାତରେ ଲେଖି ଡାକ କପି ଏକାଉଣ୍ଟ ହୋଲ୍ଡଡର କୁ ଦେଇଥାଏ । ନିରୀହ ଗ୍ରାମ ବାସୀ ନିଜ ଟଙ୍କା ଜମା ହେବା କଥା ଭାଇ ନେଇଥାନ୍ତି ।

ଏହି ପରି ଭାବେ ଦେବେନ୍ଦ୍ର ୮୦ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛନ୍ତି । ଏକାଉଣ୍ଟ ଧାରକ ଙ୍କୁ ଲାଗୁଥିଲା ଯେ ତାଙ୍କ ପରିଶ୍ରମର ସବୁ ଟଙ୍କା ଆକାଉଣ୍ଟ ରେ ଜମା ହୋଇଛି । ଏହା ଭାଲି ସେ ବହୁତ ଖୁସି ଥିଲେ । କିନ୍ତୁ ତାଙ୍କ ଖୁସି ଅଳ୍ପ ଦିନର ଥିଲା । ଗାଁ ଲୋକ ମାନେ ପାସ ବୁକ କମ୍ପୁଟରରେ ଏଣ୍ଟ୍ରି କରିବାକୁ କହିଲେ । ତା ପରେ ଦେଖିବାକୁ ପାଇଲେ ପାସ ବୁକରେ କିଛି ଟଙ୍କା ନାହି । ଏହା ପରେ ସେ ବଦୋତ ହେଡ ଅଫିସ ଏଣ୍ଟ୍ରି କରିବା ପରେ କିଛି ମିଳିଲା ନାହି । ଏହି ମାମଲା ସାମନାକୁ ଆସିବା ପରେ ଅଭିଯୋଗ କରା ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *