ପ୍ରକୃତିର ଘର ଅଛି ଭୁବନେଶ୍ୱରରେ ,ବାବୁସାନର ବି ଘର ଅଛି ଭୁବନେଶ୍ୱରରେ, ତାହେଲେ ପୁଣି ଘରଭଡା ନେଇ କାହିଁକି ରହୁଥିଲେ… ଦେଖନ୍ତୁ Video କଣ କହୁଛନ୍ତି ପ୍ରୋଡ୍ୟୁସର Sanjay

ବନ୍ଧୁଗଣ ସୁପରଷ୍ଟାରର ବାବୁସାନ ଙ୍କୁ ଓଡିଆ ଇଣ୍ଡଷ୍ଟ୍ରି ରେ ଯିଏ ପ୍ରଥମ ଥର ସୁଯୋଗ ଦେଇଥିଲେ ଯାହା ଫଳରେ ଆଜି ବାବୁସାନ ଅଭିନୟ କରି ନିଜର ଅଲଗା ପରିଚୟ ଓଡିଶାରେ ସୃଷ୍ଟି କରିଛନ୍ତି । କିନ୍ତୁ ବର୍ତ୍ତମାନ ଯେଉଁ ବିବାଦ ଲାଗିଛି ଷ୍ଟାର ଦମ୍ପତିଙ୍କ ଘରୋଇ କଳି । ତେବେ ଏ ନେଇ ଇଣ୍ଡଷ୍ଟ୍ରିର ପ୍ରଡ୍ୟୁସର ଟୁଟୁ ନାୟକ ମତ ଦେଇଛନ୍ତି କି ଏହି ଘଟଣାଟି ନିନ୍ଦନୀୟ ଏଥିପାଇଁ ଆମେ ସମସ୍ତେ ଦୁଖିତ । ବାବୁସାନ ଉପରେ ମୋର ବହୁତ ଆଶା ଅଛି ବୋଲି ଟୁଟୁ ଭାଇ କହିଛନ୍ତି । ଗତ କାଲି ଭିଡିଓରେ ବାବୁସାନ ରୁମରେ ଅଛନ୍ତି ଆଉ ପ୍ରକୃତି ମିଶ୍ର ରୁମରୁ ବାହାରୁଛନ୍ତି ଆଉ ପ୍ରକୃତିଙ୍କ ମା ସେଠାରେ ରହିଥିଲେ ଏ ସବୁ କଣ ଗୋଟେ ବଢିଲା ଝିଅ ଏମିତି କଣ କାରନାମା କରୁଛି ଯାହାକୁ ପ୍ରୋଶ୍ଚାହନ ଦେଉଛନ୍ତି ମା ।

ପ୍ରକୃତି କଣ ପାଇଁ ଚେନ୍ନାଇ ଯାଇଥିଲା ତାକୁ ସେଠି କିଏ ନିମନ୍ତ୍ରଣ କରିଥିଲା ବୋଲି ଟୁଟୁ ଭାଇ କହିଛନ୍ତି । ୩ ଦିନ ହେବ ଟୁଟୁ ଭାଇ କିଛି କହି ନାହାନ୍ତି କିନ୍ତୁ ଗତ କାଲି ଏହି ଭିଡିଓ ଦେଖିବା ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ବନ୍ଧୁତା କର କିନ୍ତୁ କାହାର ଘର ଭଙ୍ଗ ନାହି ବୋଲି ଟୁଟୁ ଭାଇ କହିଛନ୍ତି । କାରଣ ବର୍ତ୍ତମାନ ସାମୟରେ ଇଣ୍ଡଷ୍ଟ୍ରିରେ ଷ୍ଟାର ହେଉଛନ୍ତି ଅନୁଭବ ଓ ବାବୁସାନ ।

ଅନୁଭବଙ୍କର ଘରୋଇ ମାମଲା କାରଣରୁ ସେ ରାଜନୀତିରେ ଏଣ୍ଟ୍ରି କରିଲେ ଠିକ ଅଛି କିନ୍ତୁ ବାବୁସାନ ଏବେ ଇଣ୍ଡଷ୍ଟ୍ରିର ଷ୍ଟାର । ଯେବେଠୁ ପ୍ରକୃତି ବାବୁସାନଙ୍କ ସହ ସମ୍ପର୍କରେ ଆସିଲେ ସେବେ ଠାରୁ ତାଙ୍କର କ୍ଯାରିୟର ନଷ୍ଟ ହେବାରେ ଲାଗିଛି । ବାବୁସାନ କଣ ତାହା ଟୁଟୁ ଭାଇ ଜାଣିଛନ୍ତି । ଅପରାଜିତାଙ୍କ ପରିବାର ହେଉଛି ଭଦ୍ର ପରିବାର ।

ଯେବେ ଗୋଟେ ସ୍ତ୍ରୀର ସ୍ଵାମିକୁ ଅନ୍ୟ କେହି ଛଡାଇ ନେଉଥିବା କିଏ ବା ସହିବ ବୋଲି ଉଦାହରଣ ଦେଇଛନ୍ତି ଟୁଟୁ ଭାଇ କହିଛନ୍ତି । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯିଏ ବି ପଶିବ ମାଡ ଖାଇବ ବୋଲି ଟୁଟୁ ଭାଇ କହିଛନ୍ତି । ଏତେ ସବୁ ଘଟଣା ପରେ ପ୍ରକୃତି ବମ୍ବେ ନ ଯାଇ ଚେନ୍ନାଇ ବାବୁସାନଙ୍କ ପାଖକୁ କଣ ହନିମୁନ କରିବାକୁ ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ।

ପ୍ରକୃତିଙ୍କ ବାପା ମା ଥାନାରେ ଏତାଲା ରୁଜୁ କରିଛନ୍ତି ମାନହାନିର ଯାହା ସଂପୂର୍ଣ୍ଣ ଭୁଲ ଅଟେ । କାରଣ ସେମାନେ ଜାଣି ନାହାନ୍ତି ତାଙ୍କ ଝିଅ କଣ । ଅପରାଜିତା ପ୍ରକୃତିଙ୍କ ଘରକୁ ୪ ଥର ଯାଇଥିଲେ ଏହାର ସମାଧାନ କରିବାକୁ କିନ୍ତୁ ମନ୍ମଥ ମିଶ୍ର କହିଲେ ମୋ ଝିଅ ଅକ୍ତିଆରରେ ନାହି । ବାପା ମା ଇଜ୍ଜତକୁ ଜଗି ଗଣ ମାଧ୍ୟମକୁ ଆସୁ ନ ଥିଲେ କିନ୍ତୁ ସ୍ତ୍ରୀ ହେଇ ନିଜର ସିନ୍ଦୁରକୁ ଫେରା ଆଣିବାକୁ ଚେଷ୍ଟା କରିଛି ।

ଯାହା ଭୁଲ ତାହା ଭୁଲ ଯାହା ଠିକ ତାହା ଠିକ ବୋଲି ଟୁଟୁ ଭାଇ କହିଛନ୍ତି । ଗତ ୬ମାସ ହେବ ଦୁହେଁ କାହାକୁ ମାନିଲେ ନାହି ଯୁଆଡେ ଗଲେ ସାଙ୍ଗ ହୋଇ ଗଲେ ଆଉ ଘରଭଡା କରି ରହିଲେ । ତୃପ୍ତି କେମିତି ସବୁ ସହିଥାନ୍ତେ ଆଉ କେତେ ସହିଥାନ୍ତେ ବୋଲି ଟୁଟୁ ଭାଇ କହିଛନ୍ତି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *