ନମସ୍କାର ବନ୍ଧୁଗଣ । ଭାଉଜାକୁ ପ୍ରେମ କରି ଯୁବକ ଜଣକ ଜୀବନ ହରାଇବା ପରେ ଏବେ ବାପା ମାଆ ଏସପି ଙ୍କୁ ଚିଠି ଲେଖିଛନ୍ତି । ଚିଠି ରେ ଲେଖା ଯାଇଛି କି ଆମ ପୁଅ ଜୀବନ ହାରିବା ପଛରେ ଭାଉଜର ହାତ ରହିଛି । ତେବେ ଏହି ଘଟଣା ଟି ଘଟିଛି ଯାଜପୁର ବାଡଚାନା ଥାନା ଅନ୍ତର୍ଗତ । ତେବେ ଗତ ୯ ତାରିଖ ଦିନ ନିଜ ଘରେ ରସୀ ଲଗାଇ ଆତ୍ମହତ୍ୟା କରିଥିବା ଯୁବକଙ୍କ ଘଟଣା ସାରା ଅଞ୍ଚଳ ରେ ଚର୍ଚ୍ଚା ରେ ବିଷୟ ପାଲଟିଛି । ପରିବାର ଲୋକେ ଅଭିଯୋଗ କରିଥିଲେ କି ତାଙ୍କ ବଡ ପୁଅଙ୍କ ବୋହୁ ନାବାଳକ ପୁଅ କୁ ମାନସିକ ଚାପ ପକାଇବା ସହ ପ୍ରେମ ଜାଲରେ ହାଣ୍ଡି ଆତ୍ମହତ୍ୟା କରିବା ପାଇଁ ମଜବୁର କରି ଦେଇଥିଲା ।
ଏ ନେଇ ଯାଜପୁର ବଡଚାନା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯୁବକଙ୍କ ପରିବାର । କିନ୍ତୁ ପୋଲିସ ଏହାକୁ ଅପମୃତ୍ୟୁ ମାମଲା ରୁଜୁ ଅଋ ଏଫାୟାରକୁ ପଞ୍ଜିକୃତ ନ କରାଇ ରଖି ଦେଇଥିଲେ । ଯାହାକୁ ନେଇ ପୁଅର ବାପା ଦିଗମ୍ପା ଯାଜପୁର ଏସପି ଙ୍କୁ ତଦନ୍ତ କରିବାକୁ ଚିଠି ଲେଖିଛନ୍ତି ଅନୁରୋଧ କରିଛନ୍ତି । ତେବେ ପରିବାରର ଅଭିଯୋଗ ମୁତାବକ ନିଜ ଭାଉଜ ଙ୍କ ସହ ସମ୍ପର୍କ ରଖିଥିଲା ନାବାଳକ ଜଣକ ।
ଆଉ ଭାଉଜ ବାରମ୍ବାର କହୁଥିଲା ମୋତେ ଘର ବାହାର ରଖିବାକୁ । କିନ୍ତୁ ଦିଅର ପାଠ ପଢିବା କାରଣରୁ କେଉଁ ଆଡେ ଭାଉଜ ଙ୍କୁ ନେଇପାରୁ ନ ଥିଲା । ଅନ୍ୟ ପକ୍ଷରେ ବାପା ମା ବଡ ଭାଇଙ୍କ ପରିବାରକୁ ଫେରାଦ କରିଥିଲେ ସୁଧା କୌଣସି ସୁଧାର ହୋଇ ନ ଥିଲା । ସେପଟେ ଭାଉଜ ମଧ୍ୟ ଦିଅର କୁ ରାକ୍ଷୀ ବାନ୍ଧି ସମ୍ପର୍କ ପରିବର୍ତ୍ତନ କରିବାକୁ କହୁଥିଲା ।
କିନ୍ତୁ ଏହାରି ମଧ୍ୟରେ ନାବାଳକ ଦିଅର ନିଜ ଘରେ ରାସୀ ଲଗାଇ ଆତ୍ମହତ୍ୟା କରି ଦେଇଛି । ଆଉ ସାଙ୍ଗ ମାନଙ୍କ ୱ୍ହାଟସପ ଗୃପ ରେ ମୁଁ ବହୁତ ଦୂରକୁ ଚାଲି ଯାଉଛି ଲେଖି ସେଦିନ ରାତିରେ ସେହି ଗୃପ ରୁ ଲେଫ୍ଟ ହୋଇ ଯାଇଥିଲେ । ଆଉ ତା ପରେ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି ଏହି ନାବାଳକ ଜଣକ ।
ତେବେ ନାବାଳକ ଚିଠି ରେ ଲେଖି ଯାଇଛନ୍ତି କି ସରି ଭାଉଜ ତୁମ ପାଇଁ ଆମ ପରିବାର ଭିତରେ ପାଲା ଲାଗିଛି, କିନ୍ତୁ ମୁଁ ତୁମ ବିନା ବଞ୍ଚି ପାରିବି ନାହି, ସେଥିପାଇଁ ବହୁତ ଦୂରକୁ ଚାଲି ଯାଉଛି ଯାହାକୁ ଏବେ ପୋଲିସ ଜବତ କରିଛି । ପରିବାର ପକ୍ଷ ରୁ ଏସପି ଙ୍କୁ ଚିଠି ଲେଖି ଏହି ମାମଲାର ତଦନ୍ତ କରିବାକୁ ଅନୁରୋଧ କର ଯାଇଛି ।
ତେବେ ଭାଉଜ ଏମିତି ଗେମ କରିଲା ଯାହା ଏହି ଘଟଣା ରୁ ସ୍ପଷ୍ଟ ହେଉଛି । ପ୍ରଥମେ ପ୍ରେମ କରିଲା ଆଉ ତା ପରେ ରାକ୍ଷୀ ବାନ୍ଧିବାକୁ କହିଲା ଯାହା ସହ୍ୟ ନ କରିପାରି ଦିଅର ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ନେଲା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।