ଓଲିଉଡ ଇଣ୍ଡଷ୍ଟ୍ରି ରେ ଦମଦାର ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ସାନଦାର ଅଭିନୟ ବ୍ଯତୀତ ସୁନ୍ଦରତା, ଷ୍ଟାଲିସ ଅନ୍ଦାଜ ଓ ପ୍ରସନାଲିଟି ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଓଡିଆ ଜଗତର ଅଭିନେତ୍ରୀ ମାନେ ନିଜର ଡ୍ୟାନ୍ସ ପର୍ଫୋମାଂସ ମଧ୍ୟ ଚର୍ଚ୍ଚା ରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ଜବରଦସ୍ତ ଡ୍ୟାନ୍ସ ବିଷୟରେ କହିବାକୁ ଯାଉଛୁ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି ।
ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଶିଶୁ କଳାକାର ଭାବେ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଏହା ପରେ ଲିଡ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସମୟ କ୍ରମେ ପ୍ରକୃତି ମିଶ୍ର ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦାସରକ ମାନଙ୍କ ହୃଦୟ ମୋହୀ ନେଇଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ବର୍ତ୍ତମାନ ତାଙ୍କର ନୂଆ ଲୁକରେ ଡ୍ୟାନ୍ସ ପର୍ଫୋମାଂସ ଭାଇରାଲ ହେବାରେ ଲାଗିଛି ।
ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ପ୍ରକୃତି ମିଶ୍ର ତାଙ୍କର ନୂଆ ଲୁକରେ କେତେ ହଟ ଲାଗୁଛନ୍ତି । ଏହା ସହ ତାଙ୍କର ଦମଦାର ଡ୍ୟାନ୍ସ ମଧ୍ୟ ଦେଖିବାକୁ ଖୁବ ନିଆରା ହୋଇଛି । ସେ ପିନ୍ଧିଥିବା ଡ୍ରେସ ସହ ତାଙ୍କର ଜବରଦସ୍ତ ଡ୍ୟାନ୍ସ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଛି । ତାଙ୍କର ଏହି ନୂଆ ଅବତାର ତାଙ୍କର ଫ୍ୟାନ୍ସ ମାନକୁ ଝଟକା ଦେଇଛି ।
ଏହି ଭିଡିଓ ରେ ପ୍ରକୃତି ମିଶ୍ର ହଟ ଲୁକରେ ନଜରା ଆସିବା ସହ ତାଙ୍କର ପୋଜ ଗୁଡିକ ମଧ୍ୟ ଜବରଦସ୍ତ ହୋଇଛି । ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଅନେକ ସାରା ଓଡିଆ ଫିଲ୍ମରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଭିଡିଓ ରେ ତାଙ୍କର ଦମଦାର ଗୀତ ସହ ଡ୍ୟାନ୍ସ ଦେଖିବାକୁ ବହୁତ ରୋମାଞ୍ଚକର ହୋଇଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ଜବରଦସ୍ତ ଡ୍ୟାନ୍ସ ଓ ନୂଆ ଲୁକ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।