ପ୍ରଥମ ଥର ପାଇଁ ଦେଖନ୍ତୁ ଓଲିଉଡ ହିରୋ Aakashଙ୍କ Real ଲାଇଫ Family Album

ବନ୍ଧୁଗଣ ଆପଣ ମାନେ ଓଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଷ୍ଟାଇଲ, ଭିନ୍ନ ଧାରଣ ଅନ୍ଦାଜ, ବ୍ୟକ୍ତିଗତ ଜୀବନୀ କୁ ନେଇ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ଦର୍ଶକ ମାନେ ମାନେ ମଧ୍ୟ କ୍ରେଜ ଦେଖାଇଥାନ୍ତି ସେମାନଙ୍କର ପ୍ରିୟ କଳାକାର ମାନଙ୍କ ବିଷୟରେ କିଛି ଅନୋଖା କଥା ଜାଣିବା ପାଇଁ । ତେବେ କଳାକାର ମାନେ ନିଜର ପର୍ଶନାଲ ଲାଇଫ ବିଷୟରେ ସୋସିଆଲ ମିଡିଆରେ ଅନେକ ସମୟରେ ସକ୍ରିୟ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ଖାସ ଅଭିନେତା ଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଓଲିଉଡ ଅଭିନେତା ତଥା ଲୋକପ୍ରିୟ ଅଭିନେତା ଆକାଶ ଦାସ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଦମଦାର ଅଭିନୟ ଓ ଆକ୍ସନ ପାଇଁ ବେଶ ଲୋକଲୋଚନ କୁ ଆସିଥାନ୍ତି । ଓଡିଆ ସିନେମାରେ ତାଙ୍କର ଅବଦାନ ଅନେକ ରହିଛି । ଓଡିଆ ଇଣ୍ଡଷ୍ଟ୍ରି କୁ ସେ ଅନେକ ଫିଲ୍ମ ଭେଟି ଦେଇଛନ୍ତି ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରିଥାନ୍ତି । ଅଭିନେତା ଆକାଶ ମ୍ୟାରେଜ ପର୍ଶନ ଅଟନ୍ତି । ଆପଣ ମାନେ ଏହି ଭିଡିଓ ରେ ତାଙ୍କ ସ୍ତ୍ରୀ ଙ୍କୁ ଦେଖି ପାରିବେ ।

ଆକାଶ ଦେଖିବାକୁ ଯେତିକି ହ୍ୟାଣ୍ଡସମ ତାଙ୍କ ସ୍ତ୍ରୀ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଓ ଗରଜେସ ଲାଗନ୍ତି । ଦୁହିଙ୍କର ଗୋଟେ ପୁଅ ମଧ୍ୟ ଅଛି । ଏହି ଭିଡିଓ ରେ ଆକାଶ ତାଙ୍କର ପୁରା ପରିବାର ସହ ନଜର ସୁଛନ୍ତି । ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ଏହି ଭିଡିଓ ରେ ନଜର ଆସୁଛନ୍ତି । ଆକାଶ ଅଭିନେତା ସହ ରାଜନୀତି ରେ ମଧ୍ୟ ପାଦ ଦେଇଛନ୍ତି ଆଉ ନିଜର କ୍ୟାରିୟାର ରେ ଆଗକୁ ବଢିବାରେ ଲାଗିଛନ୍ତି । ସେ ତାଙ୍କର ଫ୍ରି ସମୟରେ ପୁରା ପରିବାର ସହ ବାହାରକୁ ବୁଲିବାକୁ ଯାଇଥାନ୍ତି ।

ଆକାଶ ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ଅତୁଟ ଭଲ ପାଇବ ରହିଛି ଯାହା ଦୁହିଙ୍କର ଫୋଟୋ ଦେଖିଲେ ଲାଗୁଛି । ସେ ତାଙ୍କ ପୁରା ପରିବାର ସହ ବେଶ ହସ ଖୁସି ରେ ନିଜର ଜୀବନ ବ୍ଯତୀତ କରୁଛନ୍ତି । ଆକାଶ ଙ୍କ ପାଉ ମଧ୍ୟ ଦେଖିବାକୁ ଠିକ ତାଙ୍କ ଭଳି ହୋଇଛି । ତେବେ ଆକାଶ ଜଣେ ବରିଷ୍ଠ ଅଭିନେତା ଭାବେ ଓଲିଉଡ ଇଣ୍ଡଷ୍ଟ୍ରି ରେ ପରିଚିତ । ତାଙ୍କ ଅଭିନୟ ଆଜି ବି ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରି ରଖିଛି ।

ତେବେ ଆକାଶଙ୍କର ଦାଂପତ୍ଯ ଜୀବନ ଆଗକୁ ସୁଖମୟ ହେଉ ଏହା ଆମର କାମନା । ବନ୍ଧୁଗଣ ଆପଣ ମାନଙ୍କୁ ଆକାଶ ଙ୍କ ପରିବାର କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *