ଶ୍ରୀ କୃଷ୍ଣ ସ୍ଵୟଂ କହିଛନ୍ତି ପ୍ରତିଦିନ ତୁଳସୀ ଗଛ ଆଗରେ କୁହନ୍ତୁ ଏହି 2ଟି ଶବ୍ଦ, ତା ପରେ ଦେଖନ୍ତୁ ଚମତ୍କାର

ହିନ୍ଦୁ ଧର୍ମରେ ତୁଳସୀ ପତ୍ରର ବିଶେଷ ମହତ୍ଵ ରହିଛି । ତୁଳସୀ ଗଛର ପୂଜା କରିଲେ ଦେବାଦେବୀଙ୍କର କୃପା ଲାଭ ହୋଇଥାଏ । ତୁଳସୀ ପତ୍ରର ଉପଯୋଗ ଅନେକ ଔଷଧ ଭାବେ କରାଯାଏ । ଧର୍ମ ଗ୍ରନ୍ଥରେ ତୁଳସୀ ପତ୍ରରେ କିଛି ଉପାୟ କରିବା ଦ୍ଵାରା ସବୁ ବାଧା ଦୂର ହୋଇ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହା ଯାଇଛି । ଆଜି ଆମେ ଆପଣ ମାନଙ୍କୁ ତୁଳସୀ ପତ୍ର ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ ଉପାୟ ବିଷୟରେ କହିବାକୁ ଯାଉଛୁ ।

୧- ତୁଳସୀ ଗଛ ଘରକୁ ଆଣିବା ପୂର୍ବରୁ ପ୍ରଥମେ ଏହାକୁ ନିମନ୍ତ୍ରଣ ଦେବା ଉଚିତ । ଏହା ପରେ ଗଙ୍ଗା ଜଳରେ ଧୋଇ ଏହାର ମୂଳକୁ ହାତରେ ହଳଦିଆ କପଡାରେ ବାନ୍ଧିବା ଉଚିତ । ଏପରି କରିବା ଦ୍ଵାରା ଧନ ସମ୍ପତି ବୃଦ୍ଧି ହୋଇଥାଏ ।

୨- ଯଦି ଆପଣଙ୍କର ଧନ ହାନି ହେଉଛି ବା ସ୍ୱାସ୍ଥ୍ୟ ଖରାପ ହେଉଛି ବା ନଜର ଦୋଷ ଲାଗିଛି ତେବେ ୭ଟି ତୁଳସୀ ପାତ୍ର ସହ ୭ଟି ଗୋଲମରୀଚ ହାତରେ ନିଅନ୍ତୁ । ଏହା ପରେ ଯେଉଁ ବ୍ୟକ୍ତିଙ୍କ ଠାରେ ନଜର ଲାଗିଛି ତାଙ୍କ ଉପରେ ୨୧ ଥର ତୁଳସୀ ପାତ୍ର ଓ ଗୋଲମରିଚର ଘେରା ବୁଲାଇ ସେହି ବ୍ୟକ୍ତିକୁ ଖାଇବାକୁ ଦିଅନ୍ତୁ ।

୩- ଘରେ ଧନ ବୃଦ୍ଧି କରିବା ପାଇଁ ଘରର ଦୁଇ ପାଖରେ ତୁଳସୀ ଗଛ ଲଗାଇ ଏହାର ଯତ୍ନ ନେବା ଉଚିତ । ଏପରି କରିବା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହୋଇଯିବ । ଘରର ମୁଖ୍ୟ ଦ୍ଵାରା ପାଖରେ ତୁଳସୀ ଗଛ ଲଗାଇଲେ ନାକାରାତ୍ମକ ଊର୍ଜା ଶେଷ ହୋଇ ସାକାରାତ୍ମକ ଉଜା ସୃଷ୍ଟି ହୋଇଥାଏ ।

୪- ସନ୍ଧ୍ୟା ସମୟରେ ତୁଳସୀ ମୂଳେ ଦୀପ ଲଗାଇଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଏ । ପ୍ରତିଦିନ ସକାଳେ ତୁଳସୀ ଗଛରେ ଜଳ ଅର୍ପଣ କରିଲେ ସ୍ୱାସ୍ଥ୍ୟ ଭଲ ହେବା ସହ ଦେବାଦେବତାଙ୍କର କୃପା ପ୍ରାପ୍ତ ହୋଇଥାଏ ।

୫- ଯଦି କୌଣସି ବ୍ୟକ୍ତି ତୁଳସୀ ମାଳା ଧାରଣ କରଥଏ ସେହି ବ୍ୟକ୍ତିର କୌଣସି କ୍ଷତି ହୁଏ ନାହି । ସେହି ବ୍ୟକ୍ତି ଜୀବନରେ ପ୍ରତେକେ କାମରେ ସଫଳ ହୋଇଥାଏ । ଯଦି ପିଲା ଜିଦିଆ ହୋଇଥାଏ ତେବେ ଘରର ପୂର୍ବ ଦିଗରେ ରଖା ଯାଇଥିବା ତୁଳସୀ ଗଛର ପତ୍ର ଆଣି ରବିବାର ଦିନ ଛାଡି ପ୍ରତିଦିନ ୩ଟି ଲେଖାଏଁ କାହାଇବାକୁ ଦିଅନ୍ତୁ । ଏପରି କରିବା ଦ୍ଵାରା ସନ୍ତାନଙ୍କର ବ୍ୟବହାରରେ ପରିବର୍ତ୍ତନ ଆସିବ ।

୬- ଯେଉଁ ମହିଳାଙ୍କର ବିବାହରେ ବିଳମ୍ବ ହେଉଛି ସେମାନେ ଘରର ଦକ୍ଷିଣ ପଶ୍ଚିମ ଦିଗରେ ତୁଳସୀ ଗଛ ଲଗାଇ ସେଥିରେ ଜଳ ଅର୍ପଣ କରିଲେ ବହୁତ ଜଲ୍ଦି ଯୋଗ୍ୟ ବର ପ୍ରାପ୍ତ ହୋଇଥାଏ ।

୭- ଘରର ରୋଷେଇ ଘର ପାଖରେ ତୁଳସୀ ଗଛ ରଖିଲେ ପରିବାର ଲୋକଙ୍କ ମଧ୍ୟରେ ସ୍ନେହା, ଶ୍ରଦ୍ଧା ଓ ବୁଝାମଣା ଠିକ ରହିଥାଏ । ପ୍ରତିଦିନ ତୁଳସୀ ଗଛରେ ଜଳ ଅର୍ପଣ କରିବା ସମୟରେ ବୃନ୍ଦା, ନନ୍ଦିନୀ, ତୁଳସୀ, କୃଷ୍ଣା ଜୀବନୀ ନାମ ସ୍ମରଣ କରିଲେ ଜୀବନରେ ସବୁ ଦୁଖ ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *