ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ବିଶେଷ କରି ଓଡିଆ ହିରୋଇନ ମାନେ ନିଜର ଜବରଦସ୍ତ ଡ୍ୟାନ୍ସ, ଲୂକ ଓ ସୁନ୍ଦରତା ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । ଆଜିକାଲି ସୋସିଆଲ ମିଡିଆରେ ଓଡିଆ କଳାକାର ମାନେ ନିଜର ନିଆରା ପର୍ଫୋମାଂସ ପାଇଁ ବେଶ ଚର୍ଚ୍ଚା ରେ ରହୁଛନ୍ତି । ଯାହାକୁ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରୁଛନ୍ତି । ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ପାଇଁ ଓଡିଆ କଳାକାର ମାନେ ପ୍ରଶଂସା ସାଉଣ୍ଟିବାରେ ଲାଗିଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଜବରଦସ୍ତ ଡ୍ୟାନ୍ସ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଓଡିଆ ଜଗତର ଲୋକପ୍ରିୟ ଅଭିନେତ୍ରୀ ତଥା ଶିଶୁ କଳାକାର ମାନେ ନିଜର ଅଭିନୟ ଆରମ୍ଭ କରିଥିବା ପ୍ରକୃତି ମିଶ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଦମଦାର ଅଭିନୟ ପାଇଁ ଦର୍ଶକ ମାନଙ୍କ ଆଗରେ ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ସେ ପିଆଲା ଦିନୁ ତାଙ୍କର ଅଭିନୟ ଜାରି ରଖିଛନ୍ତି ।
ଗତ କିଛି ଦିନ ହେବ ସେ ଗଣ ମାଧ୍ୟମରେ ନିଜର ଡ୍ୟାନ୍ସ ପରଫୋମାଂସ ପାଇଁ ବେଶ ଚର୍ଚ୍ଚା ଥିବାର ନଜର ଆସୁଛନ୍ତି । ବର୍ତ୍ତମାନ ପୁଣି ତାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଚର୍ଚ୍ଚା ର ବିଷୟ ହୋଇ ପଡିଛି ।
ପୃକୃତି ମିଶ୍ର ନିଜର ଇଂଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ସେ ତାଙ୍କର ଚୂଲବୁଲି ଓ ବୋଲ୍ଡ ଅନ୍ଦାଜ ପାଇଁ ଲୋକ ଲୋଚନାକୁ ଆସିଥାନ୍ତି । ତାଙ୍କର ଏହି ହଟ ଡ୍ୟାନ୍ସ ପୁଣି ଥରେ ଭାଇରାଲ ହୋଇଛି ଯାହା ନିଆଁ ଲଗାଇ ଦେଇଛି ।
କିଛି ଦିନ ପୂର୍ବରୁ ସେ ଟିପ ଟିପ ବର୍ଷା ପାଣିରେ ସିଜିଲିଙ୍ଗ ଡ୍ୟାନ୍ସ କରିବାର ନଜର ଆସିଥିଲେ । ଯାହା ଖୁବ ଜୋରସୋର ରେ ଚର୍ଚ୍ଚକୁ ଆସିଥିଲା । ଏହି ଭିଡିଓ ରେ ସେ ତାଙ୍କର ଋଲ୍ସ ଜରିଆରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଛି । ୨୦୧୮ରେ ରିଲିଜ ହୋଇଥିବା ନାଜା ନାଜା ପଞ୍ଜାବୀ ଗୀତରେ ଦମଦାର ଡ୍ୟାନ୍ସ କରି ସେ ନିଆଁ ଲାଗାଇ ଦେଇଛନ୍ତି ।
ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କଳା ଲେଗିଂସ ଓ ୱେଷ୍ଟର୍ନ ଟାଇପର ଡ୍ରେସ ପିନ୍ଧି ପ୍ରକୃତି ମିଶ୍ର ହଟ ଲାଗିବା ସହ ତାଙ୍କର ଡ୍ୟାନ୍ସ ପୁରା ସୋସିଆଲ ମିଡିଆରେ କିଛି ଅଲଗା ସ୍ଥିତି ସୃଷ୍ଟି କରିଛି । ତାଙ୍କର ଏହି ଭିଡିଓ କୁ ୬୦ଣ ହଜାରଉ ଅହଡିକ ଲୋକ ମାନେ ଦେଖି ସାରିଛନ୍ତି ।
ତେବେ ତାଙ୍କର ନିଆରା ଢଙ୍ଗରେ ଯେଉଁ ଡ୍ୟାନ୍ସ ପର୍ଫୋମାଂସ କରିଛନ୍ତି ଯାହା ପାଇଁ ଦର୍ଶକ ମାନେ ବହୁତ ଲାଇକ ଓ କମେଣ୍ଟ ମଧ୍ୟ ଦେଉଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ପ୍ରକୃତି ମିଶ୍ରଙ୍କ ଦମଦାର ଡ୍ୟାନ୍ସ ପର୍ଫୋମାଂସ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।