ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ପୁଅ ନିଜ ଜୀବନରେ କେମିତିକା ଝିଅ ପସନ୍ଦ କରନ୍ତି ନିଜ ଜୀବନ ସାଥି କରିବା ପାଇଁ ସେହି ବିଷୟରେ କହିବାକୁ ଯାଉଛୁ । ଏମିତିରେ ଦେଖିବାକୁ ଗଲେ ପୁଅମାନେ ପ୍ରେମିକା ବା ଗାର୍ଲଫ୍ରେଣ୍ଡ କରିବା ପାଇଁ କୌଣସି ବି ଝିଅ ପସନ୍ଦ କରିଥାନ୍ତି । କିନ୍ତୁ ଲାଇଫ ଟାଇମ ରହିବା ପାଇଁ ପୁଅମାନେ ଝିଅ ମାନଙ୍କ ଠାରେ କିଛି ଖାସ କଥା ନୋଟିସ କରିଥାନ୍ତି ଯାହା ୯୦% ପୁଅମାନେ କରିଥାନ୍ତି । ଏହାପରେ ପୁଅ ମାନେ ନିସ୍ପତି ନେଇଥାନ୍ତି ଏହି ସବୁ ଜିନିଷ ଝିଅଙ୍କ ଠାରେ ନିଜ ଲାଇଫରେ ଆଣିବାକୁ ଚେଷ୍ଟା କରିଥାନ୍ତି । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ ।
୧- ଝିଅ ମାନଙ୍କୁ ଲାଗିଥାଏ ପୁଅମାନେ କିଛି ଭାବନ୍ତି ନାହି ଆଉ ଝିଅଙ୍କୁ ପସନ୍ଦ କରିଥାନ୍ତି । କିନ୍ତୁ ଏମିତି କିଛି ବି ନୁହେଁ । ପ୍ରତେକ ପୁଅ ସିମ୍ପଲ ଝିଅଙ୍କୁ ପସନ୍ଦ କରିଥାନ୍ତି ଯିଏ ନିଜ ଦୁନିଆରେ ମସ୍ତ ରହିଥାନ୍ତି । ଏମିତିକି ଝିଅମାନେ ନିଜ କାମରେ ମତଲବ ରଖିଥାନ୍ତି । କିନ୍ତୁ ଆଜିର ଝିଅମାନେ ବହୁତ ମେକଅପ ନେଇଥାନ୍ତି କିନ୍ତୁ ପୁଅମାନେ ପସନ୍ଦ କରିଥାନ୍ତି ସିମ୍ପଲ ଲାଇଫ ଷ୍ଟାଇଲ ମେଣ୍ଟେନ କରୁଥିବା ଝିଅଙ୍କୁ ।
୨- ପୁଅମାନେ ଏମିତି ଝିଅ ପସନ୍ଦ କରନ୍ତି ଯେଉଁ ମାନେ ଲାଜକୁଳା ହୋଇଥିବେ । ଝିଅମାନେ ନିଜ ପ୍ରେମିକ ଛଡା ଆଉ କାହା ସହ କଥା ହେଉ ନ ଥିବେ କି ଆଉ କାହା ସହ ବିଶେଷ ଭାବେ ସମ୍ପର୍କ ରଖୁ ନ ଥିବ । ତେବେ ସମ୍ପର୍କର ଏ ଏମିତି ହେବା ସ୍ଵାଭାବିକ ଅଟେ ।
୩- ପୁଅମାନେ ଝିଅ ମାନଙ୍କ ଠାରେ ଆହୁରି କିଛି ଅଧିକ ଦେଖିଥାନ୍ତି । ପୁଅମାନେ ଦେଖିଥାନ୍ତି କି ଝିଅ ମାନେ ବଡ ହୁଅନ୍ତୁ କି ଛୋଟ ମାନେ ହୁଅନ୍ତୁ ସେମାନଙ୍କ ସହ କିପରି କଥାବାର୍ତ୍ତା ହୋଇଥାନ୍ତି । ସମ୍ପର୍କ ଭିତରେ ରହି ଆପଣ କେମିତି କାହା ସହ କଥାବାର୍ତ୍ତା ହୋଇଥାନ୍ତି ତାହା ପୁଅମାନେ ଦେଖିଥାନ୍ତି ଝିଅ ମାନଙ୍କ ଠାରେ । ବଡ ବା ଛୋଟଙ୍କ ସହ ସମ୍ମାନ ଓ ଆଦର ସହକାରେ କଥା ହେଲେ ପୁଅମାନେ ଝିଅକୁ ପସନ୍ଦ କରିଥାନ୍ତି ।
୪- ପ୍ରତେକ ପୁଅମାନେ ସଫା ସୁତୁରା ରହୁଥିବା ଝିଅ ମାନଙ୍କୁ ପସନ୍ଦ କରିଥାନ୍ତି । ଏହାର ଅର୍ଥ ନୁହେଁ କି ଝିଅ ବହୁତ ସୁନ୍ଦର ହୋଇଥିବା ଏହାର ଅର୍ଥ ହେଉଛି ଝିଅ ବହୁତ ଭଲ ହୋଇଥିବା । ତାର ଗୁଣ ଭଲ ହେବା ସହ ଘର ଲୋକଙ୍କର କେୟାର ନେଉଥିବ ଏଭଳି ଝିଅଙ୍କୁ ପୁଅ ପସନ୍ଦ କରିଥାନ୍ତି ।
୫- ଯେଉଁ ଝିଅ ମାନେ ଖାଇବା ଭଲ ତିଆରି କରିଥାନ୍ତି ସେମାନଙ୍କୁ ପୁଅମାନେ ଅଧିକ ପସନ୍ଦ କରିଥାନ୍ତି । ଯିଏ ଘର ସବୁ କାମ କରିଥାଏ, ଘରର ଠିକ ଭାବେ କେୟାର ନେଇଥାଏ ସେଭଳି ଝିଅଙ୍କୁ ପୁଅ ଅଧିକ ଅସନ୍ଦ କରିଥାନ୍ତି । ତେବେ ଏହି ୫ଟି ଲକ୍ଷଣ ଥିଲେ ଝିଅ ମାନଙ୍କ ପାଖରେ ପୁଅ ମାନେ ଲାଇଫ ପାର୍ଟନର କରିବାକୁ ଭାବିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।