ପ୍ରବଳରୁ ଅତି ପ୍ରବଳ ଅଣ୍ଟା ବିନ୍ଧା ଥରକରେ ଭଲ ହେବ, ବାସ ଥରେ କରନ୍ତୁ ଏହି ଘରୋଇ ଉପଚାର

ପ୍ରତେକ ଘରେ କେହି ନା କେହି ଅଣ୍ଟା ବିନ୍ଧାଭଳି ସମସ୍ଯା ଭୋଗିଥାନ୍ତି । ଏହି ସମସ୍ଯା ଥରେ ହେଲେ ବହୁତ ଅଧିକ କଷ୍ଟ ଅନୁଭୂତ ହୋଇଥାଏ । ଆଉ ଆପଣ ଭାବି ଥାନ୍ତି ଆପଣଙ୍କୁ ଏଥିରୁ କେମିତି ଉପସମ ମିଳିବ । ଆଉ ଏଠି ଲାଗି ବିଭିନ୍ନ ପ୍ରକାର ମେଡ଼ିସିନ ମଧ୍ୟ ଖାଇଥାନ୍ତି ।

ଆପଣଙ୍କର ଘରେ ସେଇ ଦୁଇଟି ଜିନିଷ ରହିଛି ଯେଉଁଠି ଆପଣ ନିଜର ନିଜର ସମସ୍ଯା ଦୂର କରିବ । ହେଲେ ଅନେକ ଲୋକ ଆଜି ପର୍ଯ୍ୟନ୍ତ ସେହି ବିଷୟରେ ଜାଣି ନାହାନ୍ତି । ଆଜି ଆମେ ଏମିତି ଗୋଟିଏ ଘରୋଇ ଉପଚାର ଆଣିଛୁ ଯାହା ଆପଣଙ୍କ ରୋଷେଇ ଘରେ ରହିଛି ।

ତାର ଉପଯୋଗ କରି ଭୟଙ୍କରରୁ ଭୟଙ୍କର ଅଣ୍ଟା ବିନ୍ଧା ଦୂର ହେବ । ଆସନ୍ତୁ ଜାଣିବା ଓ ଏହାର ସେବନ କେମିତି କରିବା । ଅଣ୍ଟା ବିନ୍ଧା ଭଳି ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ ତିନୋଟି ପାଖୁଡା ରସୁଣର ଆବଶ୍ୟକତା ରହିଛି । ତାର ଚୋପାକୁ ଭଲ ଭାବରେ କାଢି ଦିଅନ୍ତୁ । ଏହି ରସୁଣଙ୍କୁ ଭଲ ଭାବରେ ଛେଚି ଦିଅନ୍ତୁ । ଛେଚିଲା ପରେ ସେଥିରେ ଗୋଟିଏ ଚାମଚ ପାଣି ମିଶାନ୍ତୁ ଅଳ୍ପ ପାଣି ମିଶାଇ ଏହାକୁ ପୁଣି ଛେଚି ଦିଅନ୍ତୁ । ଏହାକି ଛେଚି ଏହାର ଏକ ଫାଇନ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଛଣାରେ ଛାଣି ଏହାର ରସ ବାହାର କରି ଦିଅନ୍ତୁ । ତା ପରେ ଆପଣଙ୍କୁ ଆବଶ୍ୟକ ଲେମ୍ବୁ, ଫାଳେ ଲେମ୍ବୁର ରସ ।

ସେହି ରସୁଣ ରସରେ ଫାଳେ ଲେମ୍ବୁର ରସ ଚିପୁଡି ଦିଅନ୍ତୁ । ଏବେ ଆପଣଙ୍କର ଉପଚାର ପ୍ରସ୍ତୁତ । ଏବେ ଏଥିରେ ଆପଣ ଅଧା କପ ପାଣି ମିଶାଇ ଦିଅନ୍ତୁ । ଏଥର ଆପଣଙ୍କର ଅଣ୍ଟା ବିନ୍ଧା ସମସ୍ଯା ବହୁତ ଶୀଘ୍ର ଦୂର ହୋଇଯିବ । ଥରେ ସେବନ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛି ଔଷଧ । ଏବେ ଜାଣନ୍ତୁ କେମିତି ଆଉ କିପରି ଏହାର ସେବନ କରିବେ । ଅଣ୍ଟା ବିନ୍ଧା ଭଳି ସମସ୍ଯା ଦୂର କରିବା ପାଇଁ ଆପଣ ଏହାକୁ ଦିନରେ ଦୁଇଥର ସେବନ କରନ୍ତୁ ।

ସକଳ ଭୋଜନ କରିବାର ଅଧ ଘଣ୍ଟା ପରେ ଆପଣ ଏହାର ସେବନ କରିପାରିବେ । ଆଉ ସନ୍ଧ୍ଯା ସମୟରେ ଆପଣ ଚା କିମ୍ବା ନାସ୍ତା କରି ସାରିବା ପରେ ଏହାର ସେବନ କରନ୍ତୁ । ଦିନକୁ ଦୁଇଥର ଆପଣ ଏହାର ସେବନ କରନ୍ତୁ । ଦେଖିବେ ଆପଣଙ୍କ ଅଣ୍ଟା ବିନ୍ଧା ଭଳି ସମସ୍ଯା ଦୂର ହୋଇଯିବ । ଯଦି ଆପଣଙ୍କୁ ବ୍ୟକ ପେନ ଭଳି ସମସ୍ଯା ହେଉଥାଏ ତେବେ ଏହାର ସେବନ କରିବା ମାତ୍ରେ ହିଁ ତୁରନ୍ତ ଆପଣକୁ ଆରାମ ମିଳିଥାଏ । ଯଦି ଜାଦୁ ବହୁତ ପୁରୁଣା ସମସ୍ଯା ହୋଇଥିବ ତେବେ ଆପଣ ଏହି ଉପାୟକୁ ତିନି ଦିନ, ସାତ ଦିନ , ପନ୍ଦର ଦିନ ଏହାର ସେବନ କରିପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *