ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: 3ଟି ନୂଆ କୃଷି ଆଇନକୁ କଲେ ପ୍ରତ୍ୟାହାର

ଆଜି ପ୍ରଧାନମନ୍ତ୍ରୀ ମୋଦୀ ଏକ ବଡ ଘୋଷଣା କରିଛନ୍ତି । ଯାହାକି କୃଷି ଓ କୃଷକମାନଙ୍କର ସପକ୍ଷରେ ଯାଉଛି । ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି କି ସେ ନୂଆ କୃଷି ଆ-ଇ-ନ ପ୍ର-ତ୍ୟା-ହା-ର କରୁଛନ୍ତି । କହିବାକୁ ଗଲେ ଏହି ଆ-ଇ-ନ ପ୍ର-ତ୍ୟା-ହା-ର ପାଇଁ ଦେଶର ଚାଷୀମାନେ ପ୍ରାୟତଃ ୧ ବର୍ଷରୁ ଉର୍ଦ୍ଧ ହେବ ଆ-ନ୍ଦୋ-ଳ-ନ କରି ଆସୁଥିଲେ । ଦିଲ୍ଲୀରେ ବହୁ ଦିନ ହେବ ଚାଷୀମାନେ ଆ-ନ୍ଦୋ-ଳ-ନ କରୁଥିଲେ । ଯେଉଁଥିପାଇଁ ସରକାର ପୋଲିସ ଓ ଆର୍ମୀକୁ ବି ମୁତୟନ କରିଥିଲେ ।

ଚାଷୀମାନେ ଖରା, ବର୍ଷା ଶୀତ ମଧ୍ୟରେ ରାଜରାସ୍ତା ଉପରେ ବସି ଆ-ନ୍ଦୋ-ଳ-ନ କରୁଥିଲେ । କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ କୃଷକମାନଙ୍କୁ ଆହ୍ଵାନ ଦେଇଛନ୍ତି କି ସେମାନେ ନିଜ ନିଜ ଘରକୁ ଫେରି ଯାଆନ୍ତୁ । ଚାଷ ଜମିରେ ଚାଷ କରନ୍ତୁ ।

ସେ କହିଛନ୍ତି କି ସେ ୩ ଟି କୃଷି ଆ-ଇ-ନକୁ ପ୍ର-ତ୍ୟା-ହା-ର କରି ନେଇଛନ୍ତି । କହିଦେଉଛୁ କି ଏହି ଆ-ନ୍ଦୋ-ଳ-ନ ମଧ୍ୟରେ ବହୁତ ହ-ଙ୍ଗା-ମା ବି ହୋଇଛି । ଚାଷୀମାନେ ଟ୍ରାକ୍ଟର ଧରି ଦିଲ୍ଲୀର ଲାଲକିଲ୍ଲାକୁ ଯିବା ପାଇଁ ଚେଷ୍ଟା କରୁଥିଲେ । ନୂଆ କୃଷି ଆ-ଇ-ନକୁ ନେଇ କୃଷକମାନେ ଆ-ନ୍ଦୋ-ଳ-ନ କରୁଥିଲେ ଓ ସରକାରଙ୍କ ସହ ବି-ବା-ଦ କରି ଆସୁଥିଲେ । ଏହା ମଧ୍ୟରେ ସରକାର ଓ କୃଷକମାନଙ୍କ ମଧ୍ୟରେ ବହୁତ ବାଦ ବି-ବା-ଦ ଓ ସାକ୍ଷାତ ମଧ୍ୟ ହୋଇଥିଲା । କିନ୍ତୁ ସରକାର କୃଷି ଆ-ଇ-ନକୁ ନେଇ ପଛକୁ ଫେରୁ ନ ଥିଲେ ।

କୃଷକମାନେ ଲଗାତାର ସରକାରଙ୍କ ବି-ରୁ-ଦ୍ଧରେ ଆ-ନ୍ଦୋ-ଳ-ନ କରିବା ପରେ ଶେଷରେ ସରକାର ତାଙ୍କ ସପକ୍ଷରେ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ଯିବା ପୂର୍ବରୁ ଏହିଭଳି ଘୋଷଣା କରିଛନ୍ତି । କହିବାକୁ ଗଲେ ଏହି କୃଷି ଆ-ଇ-ନରେ ୩ ଟି କୃଷି ଆ-ଇ-ନ ଏମିତି ଥିଲା ଯାହାକୁ ପ୍ର-ତ୍ୟା-ହା-ର କରିବା ପାଇଁ ଚାଷୀମାନେ ଆ-ନ୍ଦୋ-ଳ-ନ କରୁଥିଲେ । ବର୍ତ୍ତମାନ ସରକାର ଏହି ୩ ଟି କୃଷି ଆ-ଇ-ନକୁ ପ୍ର-ତ୍ୟା-ହା-ର କରି ନେଇଛନ୍ତି ବୋଲି ମୋଦୀ ସରକାର ଘୋଷଣା କରିଛନ୍ତି ।

ପିଏମ ମୋଦୀ ନିଜର ଘୋଷଣାରେ କହିଲେ କି – ଆଜି ମୁଁ ପୁରା ଦେଶକୁ ଏହା କହିବାକୁ ଯାଉଛି କି ଆମେ ତିନୋଟି କୃଷି ଆ-ଇ-ନକୁ ଫେରାଇ ନେବା ପାଇଁ ନିଷ୍ପତି ନେଇଛୁ । ଏହି ମାସର ଶେଷ ସମୟରେ ଆରମ୍ଭ ହେବାକୁ ଯାଉଥିବା ସଂସଦ କ୍ଷେତ୍ରରେ ଆମେ ତିନି କୃଷି ଆ-ଇ-ନକୁ Repeal କରିବା ସମ୍ବନ୍ଧିତ ପ୍ରକ୍ରିୟାକୁ ପୁରା କରିବୁ ।

Leave a Reply

Your email address will not be published. Required fields are marked *