ପ୍ରଜାପତି ଘରକୁ ଆସିଲେ କଣ ହୋଇଥାଏ, ଜାଣନ୍ତୁ ଭୟଙ୍କର କଥା- Sakuna Shastra

ଘରକୁ ପ୍ରଜାପତିର ଆସିବା ଓ ବଗିଚାରେ ଚଢେଇର ଉଡିବା ଇତ୍ୟାଦି ୯ କଥା ଆପଣଙ୍କ ସୁନେଲି ଭବିଷ୍ୟତକୁ ଦର୍ଶାଇ ଥାଏ । ଭବିଷ୍ୟତରେ କାହାର କଣ ହୋଇଥାଏ କାହାକୁ ଜଣାଯାଇ ନଥାଏ, ମାତ୍ର ଶକୁନି ଶାସ୍ତ୍ର  ଆମକୁ ବହୁତ କିଛି ସୂଚନା ଦେଇଥାଏ । ଆମ ଭବିଷ୍ୟତରେ କଣ ହେବ କଣ ହେବାକୁ ଯାଉଛି ଆମକୁ ଜାଣିବା ଦରକାର କି, ଆମ ଆଖ ପାଖରେ କଣ କଣ ଘଟଣା ଘଟିଥାଏ ଯାହାକି ଆମ ଭବିଷ୍ୟତ ବିଷୟରେ ସୂଚନା ଦେଇଥାଏ ।


ଆଜି ଆମେ ଏମିତି ଘଟଣା ବିଷୟରେ ଜାଣିବା ପରେ ତାର ପଜେଟିଭ ପ୍ରଭାବ ଆମ ଉପରେ ପଡିବ । ପର୍ବ ଦିନରେ ଉପହାର ମିଳିଛି ତେବେ ଜାଣି ରଖନ୍ତୁ କି ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ରହିଛି । ଆପଣଙ୍କ ଭବିଷ୍ୟତ ଉଜ୍ଜଳ ଅଟେ । ଆପଣ ଯଦି କୌଣସି ଜରୁରୀ କାମରେ ଯାଉଛନ୍ତି । ଯଦି ରାସ୍ତାରେ ଗାଈ ଦେଖାଦିଏ ତେବେ ଜାଣନ୍ତୁ ଆପଣଙ୍କ ସହିତ କିଛି ଭଲ ହେବ ।

ଯଦି ଆପଣଙ୍କ ଘରେ ବାଦୁଡିର ବସା ହୋଇଥାଏ, ଆପଣ ଏହାକୁ ଦେଖି ଯମାବି ବ୍ୟସ୍ତ ହୁଅନ୍ତୁ ନାହିଁ ।  ଏହା ଆପଣଙ୍କ ସୁନେଲି ଭବିଷ୍ୟତକୁ ଦର୍ଶାଇ ଥାଏ । ଯଦି ଆପଣଙ୍କ ବଗିଚାଲୁ ଚଢେଇ ମାନେ ସର୍ବଦା ଆସିଥାନ୍ତି ଆଉ ଶେଠୀ କିଚିରି ମିଚିରି ଶବ୍ଦ କରି ଆପଣଙ୍କ ଘରୁ ଦାନା ଖାଇଥାନ୍ତି ତେବେ ଏହା ଆପଣଙ୍କ ଭବିଷ୍ୟତକୁ ସୁଚାଇ ଥାଏ । ଏହା ଆପଣଙ୍କୁ ଭବିଷ୍ୟତକୁ ଉଜଳ କରିଥାଏ ।


ଯଦି ଆପଣ  କୁଆଡେ ରାସ୍ତାରେ ଯାଉଛନ୍ତି ଯଦି ରାସ୍ତାରେ ସାପ ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏହାର ଅର୍ଥକି ଆପଣଙ୍କୁ ଜୀବନରେ କିଛି ଚେଞ୍ଜେସ ହେବାକୁ ଯାଉଛି । ଯଦି ଆପଣ ଭାଙ୍ଗୁଥିବା ତାର ଦେଖନ୍ତି ତେବେ ଆପଣ ମନରେ ଯାହାବି ମାଗିବେ ତାହା ପୂର୍ଣା ହେବ । ଏହା ଶୁଭର ପ୍ରତୀକ ହୋଇଥାଏ । ଘରକୁ ଯଦି ପ୍ରଜାପତି ଆସିଥାଏ । ଏହା ଘରକୁ ଆସିଲେ ବହୁତ ଶୁଭ ହୋଇଥାଏ ।

ଏହା ସତ ଅଟେକି ଆପଣଙ୍କ ପରିବାର ସହିତ କିଛି ଶୁଭ ହେବାକୁ ଯାଉଛି । କାନ କୁଣ୍ଡାଇ ହେବ ଅର୍ଥକି ଆପଣଙ୍କ ବିଷୟରେ କିଏ କଣ କହୁଛି । ଆପଣଙ୍କ ବାମ କାନ କୁଣ୍ଡାଇ ହେଉଚିତ ଆପଣଙ୍କ ପ୍ରଶଂସା ହେଉଛି ଆଉ ଡାହାଣ କାନରେ କୁଣ୍ଡାଇ ହେଉଚିତ ମାନେ ଆପଣଙ୍କ ନିନ୍ଦା ହେଉଛି । ଯଦି ଆପଣ ଭୁଲରେ ଓଲଟା ଡ୍ରେସ ପିନ୍ଧୁଛନ୍ତି ତେବେ ଆପଣ ଖୁସି ହୁଅନ୍ତୁକି ଆପଣଙ୍କ ଜୀବନରେ କିଛି ସକାରାତ୍ମକ ହେବାକୁ ଯାଉଛି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *