ବଡ ଖବର: କାଲି ପ୍ରକାଶ ପାଇବ ମାଟ୍ରିକ Result, ଜାଣନ୍ତୁ କେତେବେଳେ ଓ କେମିତି ପାଇବେ ଆପଣ ନିଜ Result

ବର୍ତ୍ତମାନ ଏକ ବଡ ଖବର ଯାହା ସାମ୍ନାକୁ ଆସୁଛି କି ତାହା ଏହା ଅଟେ କି ଆସନ୍ତା କାଲି ଅର୍ଥାତ ୨୫ ଜୁନ ୨୦୨୧ରେ ଛାତ୍ରଛାତ୍ରୀମାନଙ୍କର ମେଟ୍ରିକ ଫଳ ପ୍ରକାଶ ପାଇବ । ଏହା ସହିତ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଗତକାଲି ଅପରାହ୍ନ ୧ ଟା ରେ ପରୀକ୍ଷା କମିଟି ଆଗରେ ମେଟ୍ରିକ ଫଳ ଉପସ୍ଥାପନା କରାଯିବ ।

ଏହା ପରେ ମେଟ୍ରିକ ପରୀକ୍ଷା କମିଟିର ସୀକୃତି ମିଳିବା ପରେ ଏହି ମେଟ୍ରିକ ଫଳକୁ ସମସ୍ତଙ୍କ ଆଗରେ ପ୍ରକାଶ କରାଯିବ । କହିଦେଉଛୁ କି ଅପରାହ୍ନ ୪ ଟା ସମୟରେ ମାଧ୍ୟମିକ ଶିକ୍ଷା ପରିଷଦ ଯାହାର ମୁଖ୍ୟାଳୟ କଟକରେ ଅବସ୍ଥିତ ସେହି ସ୍ଥାନରେ ହିଁ ମେଟ୍ରିକ ଫଳ ପ୍ରକାଶ ପାଇବ । ବୋର୍ଡର ନିଜର ୱେବସାଇଟରେ ବି ସନ୍ଧ୍ୟା ୬ ଟା ରୁ ରେଜେଲ୍ଟ ପ୍ରକାଶିତ ହେବ । ଯାହାକି ବର୍ତ୍ତମାନ ସମୟରେ ସବୁଠୁ ବଡ ଓ ଗୁରୁତ୍ଵ ପୂର୍ଣ ଖବର ଅଟେ ।

କହିବାକୁ ଗଲେ କରୋନା ମହାମାରୀ ମଧ୍ୟରେ ଛାତ୍ରଛାତ୍ରୀମାନେ ଓ ତାଙ୍କର ଅଭିଭାକମାନେ ନିଜର ମେଟ୍ରିକ ପରୀକ୍ଷା ଫଳକୁ ନେଇ ବହୁତ ଚିନ୍ତିତ ରହୁଥିଲେ । ଏମିତିରେ ସବୁ ଚିନ୍ତାର ଅନ୍ତ ଘଟିଛି ଓ ଆସନ୍ତା କାଲି ମେଟ୍ରିକ ଫଳ ପ୍ରକାଶିତ ହେଉଛି । ଜାଣି ନିଅନ୍ତୁ କି www.bseodisha.ac.in ରେ ମେଟ୍ରିକ ଫଳ ପ୍ରକାଶିତ ହେବ । କିଛି ଦିନ ପୂର୍ବରୁ ହିଁ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ କୁହାଯାଇଥିଲା କି ଜୁନର ଶେଷ ସପ୍ତାହରେ ମେଟ୍ରିକ ଫଳ ପ୍ରକାଶ ପାଇବ । ଯାହାକି ଗତକାଲି ପ୍ରକାଶିତ ହେବ ।

ଏହା ସହିତ ଏହି ବର୍ଷ ମହାମାରୀ କାରଣରୁ ମେଟ୍ରିକ ପରୀକ୍ଷାକୁ ବାତିଲ କରି ଦିଆଯାଇଛି । ବାତିଲା ହେବା ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦ୍ଵନ୍ଦ ରହୁଥିଲା କି କେଉଁ ଆଧାରରେ ତାଙ୍କୁ ମାର୍କ ମିଳିବ । ଏହାର ସମଧାନ ବାହାର କରି ବୋର୍ଡ ନିଷ୍ପତି ନେଇଛି କି ଛାତ୍ରଛାତ୍ରୀମାନେ ଯେଉଁ ପ୍ରିବୋର୍ଡ ପରୀକ୍ଷା ଦେଇଥିଲେ ସେହି ମାର୍କ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ମାର୍କ ଦିଆଯିବ । ମାର୍କ ପ୍ରିକୟା ମଧ୍ୟ ସମାପ୍ତ ହୋଇ ଯାଇଛି ।

ବୋର୍ଡ ତରଫରୁ ଏକ ସୂଚନା ଜାରି କରାଯାଇଛି ଓ ସେଥିରେ କୁହାଯାଇଛି କି ଆସନ୍ତା କାଲି ଅର୍ଥାତ ୨୫ ଜୁନ ୨୦୨୧ ଅପରାହ୍ନ ୪ ଟା ସମୟରେ ବୋର୍ଡ କାର୍ଯ୍ୟଲୟରେ ମେଟ୍ରିକ ଫଳ ପ୍ରକାଶ ପାଇବ । କେତେ ପ୍ରତିଶତ ଛାତ୍ର ଛାତ୍ରୀ ପାସ ହେବେ ତାହା କାଲି ହିଁ ଜଣା ପଡିବ ।

କହିଦେଉଛୁ କି ଚଳିତ ବର୍ଷ ୬.୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ଓ ଯେଉଁମାନେ ପରୀକ୍ଷା ଦେଇଥାନ୍ତେ କିନ୍ତୁ କୌଣସି କାରଣ ବଶତଃ ସେମାନେ ପରୀକ୍ଷା ଦେଇ ନାହାନ୍ତି ସେମାନଙ୍କର ମଧ୍ୟ ମୂଲ୍ୟାୟନ କରାଯିବ । ଏହି ମୂଲ୍ୟାୟନ ପ୍ରକ୍ରିୟାରେ ଛାତ୍ରଛାତ୍ରୀମାନଙ୍କର ମତାମତ କଣ ରହୁଛି ଏହା କାଲି ହିଁ ଜଣା ପଡିବ ।

ଏଥରର ମୂଲ୍ୟାୟନର ପ୍ରକ୍ରିୟା ପୂରାପୂରି ଭିନ୍ନ ଅଟେ । ଯଦି କୌଣସି ଛାତ୍ର ଛାତ୍ରୀ ଏହି ମୂଲ୍ୟାୟନରେ ଅସନ୍ତୁଷ୍ଟ ଅଛନ୍ତି ସେମାନେ ବୋର୍ଡର ୱେବସାଇଟରେ ନିଜର ଅଭିଯୋଗ ଦାଖଲ କରିବେ ଓ ସେମାନେ ଅଫ୍ଲାଇନ ପରୀକ୍ଷା ଦେବାକୁ ଇଚ୍ଛୁକ ଅଛନ୍ତି ବୋଲି ମଧ୍ୟ ଫର୍ମ ଫିଳ୍ପ କରି ପାରିବେ । ଯେତେବେଳେ ସବୁ ସ୍ଵଭାବିକ ହୋଇଯିବ ସେହି ସମୟରେ ଏହି ଛାତ୍ର ଛାତ୍ରୀମାନଙ୍କର ଅଫ୍ଲାଇନ ପରୀକ୍ଷା କରାଯିବ । ଏହି ଅଫ୍ଲାଇନ ମାର୍କ ହିଁ ଏମାନଙ୍କର ଫାଇନାଲ ମାର୍କ ହେବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *