Prakruti Mishra ଆଉ ଗର୍ଭବତୀ ନୁହନ୍ତି ତ!.. କିଛି ଏମିତି କହିଛନ୍ତି ଏହି ଆଇନଜୀବୀ, ଦେଖନ୍ତୁ Video 

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ପ୍ରକୃତି ମିଶ୍ର ଓ ବାବୁସାନ ମହାନ୍ତି ପ୍ରେମ ସମ୍ପର୍କକୁ ନେଇ ବିବାଦ ଲାଗି ରହିଛି ଯାହା ଥମିବାର ନାଁ ନେଉ ନାହି । ତେବେ ଏହି ମାମଲାରେ ଜଣେ ବ୍ୟକ୍ତି କହିଛନ୍ତି କି ପ୍ରକୃତି ମିଶ୍ର ଗର୍ଭବତୀ ତ ହୋଇ ନାହାନ୍ତି ଯଦି ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ଗଢି ଉଠିଛି ତେବେ ନିଶ୍ଚିନ୍ତ ଭାବେ ପ୍ରକୃତି ଗର୍ଭବତୀ ହେବେ ଆଉ DNA ଟେଷ୍ଟ କରିଲେ ଜଣା ପଡିବ ବାବୁସାନ ସେ ଛୁଆର ବାପା କି ନୁହେଁ । ତେଣୁ ବାବୁସାନ ତାଙ୍କ ସମ୍ପତିର ଅଧା ପ୍ରକୃତିଙ୍କୁ ଦେଇ ଦିଅନ୍ତୁ ଆଉ ନିଜ ପରିବାର ପାଖକୁ ଫେରି ଯାଆନ୍ତୁ ।

କାରଣ ପରିବାର ହେଉଛି ଆଗ ତା ପରେ ଯାହା ହେବ । ତୃପ୍ତି କଣ ପାଇଁ ପ୍ରକୃତିଙ୍କ ପଛରେ ପଡିଛନ୍ତି ବୋଲି ବ୍ୟକ୍ତି ଜଣକ କହିଛନ୍ତି । ବ୍ୟକ୍ତି ଆଗକୁ ମଧ୍ୟ କହିଛନ୍ତି କି ତୃପ୍ତିଙ୍କୁ ବାବୁସାନ ସମ୍ପତି ସବୁ ଦେଇ ପ୍ରକୃତିଙ୍କ ପାଖକୁ ଯାଇଥାନ୍ତ । ତା ପରେ ଜଣା ପଡିଥାନ୍ତା ପ୍ରକୃତି କେତେ ଭଲ ପାଉଛନ୍ତି ବାବୁସାନଙ୍କୁ । କେବେ ବି ନିଜର ବାପା, ମା ଓ ସ୍ତ୍ରୀକୁ ଅନ୍ଧାର ରେ ରଖି ପ୍ରେମ କରାଯାଏ ନାହି ବୋଲି ବ୍ୟକ୍ତି ମତ ଦେଇଛନ୍ତି । ବାବୁସାନ ଭାବୁ ନାହି ମୋ ଆଖିର ଲୁହ ପଡିଲେ ସବୁ କିଛି ଶେଷ ହୋଇଯିବ ।

ଚରିତ୍ରକୁ ନେଇ ଯେଉଁ ବିବାଦ ଉଠୁଛି ତାହା କାରଣରୁ ସବୁ ଧ୍ଵଂସ ହୋଇ ସାରିଲାଣି । ଏହି ଯେଉଁ ସମ୍ପର୍କ ଚାଲିଛି ତାହା ଆଗାମୀ ସମୟରେ ସୁସାଇଟ ବା ମର୍ଡର ଭଳି ସ୍ଥିତି ଦେଖା ଯାଇପାରେ । କାରଣ ବାବୁସାନ ଯେଉଁ ଭଳି ନିଶା ସେବନ କରୁଛନ୍ତି ଆଗାମୀ ସମୟରେ ସେ ଆଉ ଠିଆ ହୋଇପାରିବେ ନାହି । ଏମିତି ବି ପରିସ୍ଥିତି ହୋଇପାରେ ତାଙ୍କ ସହ କିଛି ବି ଘଟିପାରେ । ତୃପ୍ତି ପ୍ରକୃତିଙ୍କୁ ମାଡ ମାରିବା ସହ ବାବୁସାନକୁ ଚାପୁଡା ମାରିଥିଲେ । କିନ୍ତୁ ଆଗାମୀ ସମୟରେ ଏମିତି ବି ହୋଇପାରେ ହାତ ବଦଳରେ ଛୁରୀ ଉଠିପାରେ ।

ତେଣୁ ବାବୁସାନ, ପ୍ରକୃତି ଓ ତୃପ୍ତି ଙ୍କୁ ବ୍ୟକ୍ତି ଜଣକ ଅନୁରୋଧ କରିଛନ୍ତି ୩ ଜଣ ଯାକ ଏକାଠି ହୋଇ ବସି ଆଲୋଚନା କରନ୍ତୁ । ଏହି ମାମଲାରେ ଉଚିତ ସମାଧାନ କରନ୍ତୁ । ସମାଧାନ କରିବା ପରେ ସେମାନଙ୍କର ପିଟିସନ ଦେଇ କେସ ୱୀଥ ଡ୍ର କରନ୍ତୁ । ଆଉ ସମସ୍ତେ ଜଣାଇବେ ବାବୁସାନଙ୍କର ହୃଦୟ ଅଛି ସେଥିପାଇଁ ସେ ଖରାପ ବାଟ ଛାଡି ନିଜ ସ୍ତ୍ରୀ ଓ ପୁଅ ଓ ପରିବର ପାଖକୁ ଫେରି ଆସିଛନ୍ତି । ଅପରାଜିତା ମହାନ୍ତି ଭାବିବେ ମୁଁ ଯେଉଁ କାନ୍ଦିଛି ତାହାର ପ୍ରଭବ ମୋ ପୁଅ ଉପରେ ପଡିବ ।

ଡେରି ପଛେ ହେଉ କିନ୍ତୁ ଘରର ପୁଅ ଘରକୁ ଫେରି ଆସିଲା ବୋଲି ମା ହିସାବରେ ଅପରାଜିତା ମନେ କରିବେ । ତୃପ୍ତିଙ୍କ ପରିବାର ଓ ବାବୁସାନଙ୍କ ପରିବାର ଘରୁ ବାହାରିବା ସହ ତୃପ୍ତି ଉତ୍ତମ ମହାନ୍ତିଙ୍କର ଯତ୍ନ ନେବା ଦରକାର ବୋଲି ବ୍ୟକ୍ତି ଏଭଳି ମତ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *