ଆଜି ପର୍ଯ୍ୟନ୍ତ ଆପଣ ଆପଣଙ୍କର ଜୀବନରେ ଅନେକ ପରୀକ୍ଷା ଦେଇଥିବେ କିନ୍ତୁ ଆଜି ଯେଉଁ ପରୀକ୍ଷା ବିଷୟରେ ଆମେ କହିବାକୁ ଯାଉଛୁ ତାହା ଆଇଏଏସ ପରୀକ୍ଷା ଏହା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି କୁହାଯାଇ ଥାଏ ,କାରଣ ଏହାକୁ ପାସ କରିବା ବହୁତ କଷ୍ଟ ହୋଇଥାଏ, ଯଦି କେହି ପାସ ବି କରିଯାଏ ତା ପରେ ଆଇଏଏସ ଇନ୍ଟରଭିଉ ରେ ସେ ପାସ କରିବା ସେମିତି କିଛି ଗ୍ୟାରେଣ୍ଟି ନଥାଏ ।
ଏଥିରେ ପାସ କରିବା ପାଇଁ ଆପଣଙ୍କ ପାଖେ କିଛି ଖାସ ଟ୍ୟାଲେଣ୍ଟ ଥିବା ଦରକାର । ଏହି ପରୀକ୍ଷାରେ ଜରୁରୀ ନୁହେଁ କି ଆପଣଙ୍କ ପାଖରେ ଖାଲି ଜ୍ଞାନ ଥିବା, ଜ୍ଞାନ ସହିତ ଏହି ପରୀକ୍ଷାରେ ଆପଣଙ୍କ ବ୍ୟକ୍ତିତ୍ଵ ବି ପରୀକ୍ଷା କରାଯାଇଥାଏ ।

୧. କାହାକୁ ଚଲେଇଲେ ଚାଲେ କିନ୍ତୁ ସେ ଆଗକୁ ଯାଇ ପାରେନା ?
ଉତ୍ତର : ପଙ୍ଖା
୨. କେଉଁ ପଥରରୁ ପାଣି ବାହାରେ ?
ଉତ୍ତର : କୁଆପଥର
୩. ପୋଡେ କିନ୍ତୁ ସେ ନିଆଁ ନୁହେଁ । ସେ କିଏ ?
ଉତ୍ତର : ଲଙ୍କା
୪. ସେଇଟା କଣ, ଯାହା ଛୋଟ ପିଲାମାନେ ପ୍ରତିଦିନ ଖାଆନ୍ତି କିନ୍ତୁ ଖାଇବାକୁ ପସନ୍ଦ କରନ୍ତି ନାହିଁ ?
ଉତ୍ତର : ମାଡ

୫. ଉତ୍ତାପ ନ ପାଇଲେ ବି ସେ ଗରମ ହୁଏ । ସେ କିଏ ?
ଉତ୍ତର : ମୁଣ୍ଡ
୬. ମୃତ୍ୟୁ ପରେ ଯିଏ ଠିଆ ହୋଇପାରେ, ସେ କିଏ ?
ଉତ୍ତର : ଗଛ
୭. ଯେତେ ଦାନ କଲେ ସେତେ ବଢେ । ସେଇଟା କଣ ?
ଉତ୍ତର : ବିଦ୍ୟା
୮. କାହାକୁ ଟାଣିଲେ ଛୋଟ ହୁଏ ?
ଉତ୍ତର : ବିଡି / ସିଗାରେଟ ।

୯. ଏମିତି କଣ ଅଛି ଯାହା ଖାଇଲେ ମରିଯାଏ ?
ଉତ୍ତର : ଭୋକ
୧୦. ଜଣେ ବ୍ୟକ୍ତି ତାର ପ୍ରତେୟକ ଜନ୍ମ ଦିନରେ ଏକ ଟଙ୍କା ସଞ୍ଚୟ କରେ । ତାକୁ ଯେତେବେଳେ ଷାଠିଏ ବର୍ଷ ହେଲା, ସେ ଦେଖିଲା ତାର ପନ୍ଦର ଟଙ୍କା ସଞ୍ଚୟ ହୋଇଛି …. କେମିତି ?
ଉତ୍ତର : ସେହି ବ୍ୟକ୍ତି ଜନଦିନ ୨୯ ଫେବ୍ରୁୟାରୀ ଥିଲା ଯାହା ଚାରି ବର୍ଷରେ ଥରେ ପଡୁଥିଲା ସେଥିପାଇଁ ତା ଜୀବନ କାଳରେ ତା ଜନ୍ମଦିନ କେବଳ ୧୫ ଥର ପଡିଲା ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।