ପ୍ରସିଦ୍ଧ ଅଭିନେତା Raj Kumar ଙ୍କ ଝିଅ ଦେଖିବାକୁ ବହୁତ Hot ଓ Bold  

ରାଜ କୁମାରଙ୍କ ଡାଇଲଗ ବହୁତ ଦମଦାର ହୋଇଥିବାରୁ ସେ ବହୁତ ପ୍ରସିଦ୍ଧ ଅଟନ୍ତି । ୬୦ ଓ ୭୦ ଦଶକର ଧାକଡ ଡେଲିଭରି ଓ ନିଜ ଦମଡାର ଆବାଜ ପାଇଁ ସମସ୍ତଙ୍କୁ ନିଜର ଦିବାନ ବନାଇଥିଲେ ରାଜ କୁମାର ସାହାବଙ୍କ ଛବି ମନେ ପକାଉଚି । ତାଙ୍କର’  ଯାନି’ କହିବାର ଅନ୍ଦାଜ ପ୍ରାୟ ସମସ୍ତଙ୍କୁ ତାଙ୍କର ଦିବାନା ବନାଉଥିଲା । ନିଜ ଅଭିନୟ ଓ ଟ୍ୟାଲେନ୍ଟ ଦମରେ ଆଜି ରାଜ କୁମାର ସାହାବଙ୍କୁ ପରିଚୟର ଆବଶ୍ୟକ ନହିଁ ।

ଖାଲି ଦର୍ଶକ ନୁହେଁ ପୁରା ଫିଲ୍ମ ଇଣ୍ଡଷ୍ଟ୍ରୀ ତାଙ୍କୁ ରାଜ କୁମାର ମାନୁଥିଲା । ଆପଣ ରାଜ କୁମାରଙ୍କ ବିଷୟରେ ସବୁ ଜାଣିଥିବେ କିନ୍ତୁ କଣ ଆପଣ ତାଙ୍କ ଝିଅ ବିଷୟରେ ଜାଣିଛନ୍ତି । ସେ କିଏ ଅଟନ୍ତି ଓ କଣ କରୁଛନ୍ତି, କିପରି ଦେଖାଯାଉଛନ୍ତି ।  ଆଜି ଆମେ ରାଜକୁମାରଙ୍କ ଝିଅଙ୍କ ବିଷୟରେ ଜାଣିବା, ତେବେ ଆସନ୍ତୁ ଜାଣିବା ।


ହିନ୍ଦୀ ସିନେମା ଜଗତର ଦମଦାର ଅଭିନେତାଙ୍କ ଅସଲି ନାମ କୁଳଭୂଷଣ ପଣ୍ଡିତ ଅଟେ । ତାଙ୍କର ଜନ୍ମ ୮ ଅକ୍ଟୋବର ୧୯୨୬ କୁ ପାକିସ୍ତାନରେ ହୋଇଥିଲା ।  ସେ ତାଙ୍କର ସବୁ ପଢା ମୁମ୍ବାଇରେ ପୁରା କରିଥିଲେ । ଯଦି ଆମେ ଆଲୋଚନା କରିବା ତାଙ୍କ ଅଭିନୟ କରିଅର ବିଷୟରେ ସେ ଫିଲ୍ମ ରେ ଆସିବା ପୂର୍ବରୁ ସବଇନ୍ସପେକ୍ଟର ଭାବେ କାମ କରୁଥିଲେ । ତାଙ୍କୁ ଛୋଟ ବେଳୁ ଫିଲ୍ମରେ କାମ କରିବା ପାଇଁ ଇଛା ନହିଁ ଓ ଥାନାରେ କାମ କରିବା ସମୟରେ ତାଙ୍କର ଦେଖା ଜଣେ ନିର୍ଦେଶକଙ୍କ ସହିତ ହୋଇଥିଲେ ।

ସେ ତାଙ୍କ ଫିଲ୍ମ ରେ କାମ କରିବା ପାଇଁ ଅଫର ଦେଇଥିଲେ । ଆଉ ସେ ୧୯୫୨ରେ ଫିଲ୍ମ ରଙ୍ଗିଲିରୁ ନିଜ ଅଭିନୟ କରିଅର  ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ସମସ୍ତେ ବହୁତ ପ୍ରଶଂସା କରିଥିଲେ । ଏହା ପରେ ସେ ବହୁତ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ସେ ସବୁ ଫିଲ୍ମରେ ବକ୍ସ ଅଫିସରେ କିଛି ଖାସ ନାମ କମୟ ପାରିନଥିଲେ । ସେ ୧୯୫୨ ରୁ ୧୯୫୭ ପର୍ଯ୍ୟନ୍ତ ରାଜ କୁମାର ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଜାଗା ବନାଇବା ପାଇଁ ସଂଘର୍ଷ କରିଥିଲେ ।

ବହୁତ ସଂଘର୍ଷ ପରେ ୧୯୯୭ ର ଫିଲ୍ମ ମଦର ଇଣ୍ଡିଆରେ ବହୁତ ସଫଳତା ମିଳିଥିଲା । ସେ ବଲ୍ଲୀଉଡକୁ ବହୁତ ହିଟ ଫିଲ୍ମ ଦେଇଛନ୍ତି, ତା ଭ୍ତାରୁ ପେଗାମ, ଦିଲ ଆପନା ଓର ପ୍ରୀତ ପରା,ଘରାନା, ଚାନ୍ଦ, ଭଳି ଫିଲ୍ମ ସାମିଲ ରହିଛି । ସେ ନିଜର ଅଲଗା ଅଲଗା ଅଭିନୟ ଦ୍ଵାରା ଦର୍ଶକଙ୍କ ହୃଦୟରେ ଖାସ ପରିଚୟ ବନାଇ ଛନ୍ତି ।   ସେ ଶହେରୁ ଅଧିକ ଫିଲ୍ମରେ କାମ କରିଛନ୍ତି, ସେ ବାଲିଊଡକୁ ବହୁତ ଭଲ ଭଲ ଫିଲ୍ମ ଦେଇଛନ୍ତି ।

ତାଙ୍କ ଦ୍ଵାରା କୁହାଯାଇଥିବା ଡାଇଲଗ ଲୋକ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି । ଏହି ଅଭିନେତାଙ୍କ ଝିଅଙ୍କ ନାମ ବାସ୍ତବିକତା ପଣ୍ଡିତ ଅଟେ,  ସେ ତାଙ୍କ ବାପା ଭଳି ଅଭିନେତ୍ରୀ ଅଟନ୍ତି । ସେ ତାଙ୍କର କରିଅରର ଆରମ୍ଭ ବର୍ଷ ୧୯୮୬ ଫିଲ୍ମ ‘ ଏସି ଭି କ୍ୟା ଜଲ୍ଦି ହେ, ଏହି ଫିଲ୍ମରେ ତାଙ୍କ ଅଭିନୟକୁ କିଛି ଖାସ ପସନ୍ଦ କରାଯାଇ ନଥିଲା ।

ବହୁତ ସମୟ ପରେ ୨୦୧୮ ପରେ ‘ ଏଇଟ ଦି ପାୱାର ଅଫ ଶନୀ’ ଏଥିରେ ମଧ୍ୟ ଦର୍ଶକ କିଛି ଖାସ ପସନ୍ଦ କରିନଥିଲେ । ସେ ସେତେବେଳେ ଲାଇମ ଲାଇଟରେ ଆସିଥିଲେ ଯେବେସେ ସାହିଦ କପୁରଙ୍କୁ ଫଲୋ କରିଥିଲେ । ସେ ସାହିଦ କପୁରଙ୍କୁ ବହୁତ ପସନ୍ଦ କରୁଥିଲେ । କିନ୍ତୁ ସାହିଦ କେବେବି ତାଙ୍କ ଉପରେ କୌଣସି ରୁଚି ରଖୀ ନଥିଲେ । ତା ପରେ ବାସ୍ତବିକତା ଲାଇମ ଲାଇଟରୁ ଦୂରେଇ ଯାଇଥିଲେ ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *