ପ୍ରସିଦ୍ଧ ଅଭିନେତା Naseeruddin Shahଙ୍କ ଝିଅ ଅଟନ୍ତି ବହୁତ Bold

ଆଜି ବଲ୍ଲୀଉଡ ଇଣ୍ଡସଷ୍ଟ୍ରିରେ ଯେଉଁ ମାନେ ନିଜର ବହୁତ ଭଲ ଇମେଜ ତିଆରି କରିଛନ୍ତି । ତାଙ୍କ ଭିତରୁ ଜେନ ହେଉଛନ୍ତି ନାସିରୁଦିନ ସାହା । ସେ ଭାରତୀୟ ସିନେମାରେ ମହତ୍ବପୂର୍ଣ ଯୋଗଦାନ ଦେଇଛନ୍ତି । ତାଙ୍କ ଫିଲ୍ମକୁ ଲୋକ ମାନଙ୍କୁ ବହୁତ ପସନ୍ଦ କରନ୍ତି । ସେ ବହୁତ ଜବରଦସ୍ତ ହିଟ ଫିଲ୍ମ ଦେଇଥିଲେ, ସେ ତାଙ୍କ ଫିଲ୍ମରେ ଲୋକ ମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି ।  ଆଜି ବଲ୍ଲୀଉଡ ଇଣ୍ଡସଷ୍ଟ୍ରିରେ କୌଣସି ପରିଚୟର ଆବଶ୍ୟକ ନହିଁ, ସେ ଏହି ଦିନ ମାନଙ୍କରେ ବହୁତ ବିବାଦରେ ରହୁଛନ୍ତି ।

କଣ ଭାରତର ଏହି ଦିଗଜ କଳାକାରଙ୍କ ଝିଅଙ୍କୁ ଦେଖିଛନ୍ତି । ଯିଏ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି, ସେ ସୁନ୍ଦରତା ମାମଲାରେ କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ନାସିରୁଦିନ ସାହା ଭାରତୀୟ ଫିଲ୍ମର ଅଭିନେତା ଅଟନ୍ତି ତାଙ୍କର ଜନ୍ମ ୨୦ ଜୁଲି ୧୯୪୯ କୁ ହୋଇଥିଲା । ସେ ବଲ୍ଲୀଉଡର ଅନୁଭବି ଓ ବେହତରିନ କଳାକାର ମାନଙ୍କ ମଧ୍ୟରୁ ଜେନ ଅଟନ୍ତି । ସେ ତାଙ୍କର ଅଭିନୟକୁ ବହୁତ ସୁନ୍ଦର ଭାବରେ ନିଭାଇ ଥାନ୍ତି । ନାସିରୁଦିନ ସାହା ତାଙ୍କର ପୁରା ଜୀବନ ବଲ୍ଲୀଉଡକୁ ସମର୍ପିତ କରିଥିଲେ । ତାଙ୍କର ବଲ୍ଲୀଉଡରେ ପରିଚୟ ୧୯୮୦ ରେ’ ହମ ପାଞ୍ଚ’  ରୁ ମିଳିଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଥିଲା ।

ଏହି ଫିଲ୍ମ ପରେ ତାଙ୍କୁ ବହୁତ ଫିଲ୍ମରୁ ଅଫର ମିଳିଥିଲା । ଯେଉଁଥିରେ ତାଙ୍କର ବେହତରିନ ଅଭିନୟର ଜବାବ ନଥିଲା । ତାଙ୍କୁ ୨୦୦୩ ରେ ପଦ୍ମଭୂଷଣ , ଓ ୨୦୧୬ରେ ପଦ୍ମ ଭୂଷଣରେ ସଂମାନିତ କରାଯାଇଥିଲେ । ଯଦି ଆମେ ଆଲୋଚନା କରିବା ତାଙ୍କ ନିଜ ଜୀବନ ବିଷୟରେ ଯେବେ ସେ ୨୦ ବର୍ଷ ବୟସରେ ଥିଲେ । ତାଙ୍କଠୁ ୧୨ ବର୍ଷ ବଡ ପରବୀନ ମୁରା ସହିତ ବିବାହ କରିଥିଲେ । କିନ୍ତୁ ତାଙ୍କର ଅଚାନକ ମୃତ୍ୟୁ ହୋଇଯାଇଥିଲା । ଯାହାପରେ ଅଭିନେତ୍ରୀ ରତ୍ନା ପାଠକକୁ ବିବାହ କରିଥିଲେ ।

ସେ ଭାରତୀୟ ଫିଲ୍ମର ଜବରଦସ୍ତ କଳାକାର ଅଟନ୍ତି । ତାଙ୍କ ଫିଲ୍ମ ଲୋକଙ୍କୁ ବହୁତ ପସନ୍ଦ  ହୋଇଥାଏ । ଆଜି ମଧ୍ୟ ଲୋକ ତାଙ୍କର ଅଭିନୟକୁ ବହୁତ ପସନ୍ଦ କରନ୍ତି । ଯଦି ଆମେ ଆଲୋଚନା କରିବା ତାଙ୍କ ଝିଅ ବିଷୟରେ ତାଙ୍କ ଝିଅ ନାମ ହେଉଛି ହିବା ସାହା ଅଟେ । ତାଙ୍କର ଜନ୍ମ ୨୦ ଅଗଷ୍ଟ ୨୦୭୦ ରେ ହୋଇଥିଲା । ୨୦୦୨ ରେ ସେ ବଲ୍ଲୀଉଡ ଇଣ୍ଡସଷ୍ଟ୍ରିରେ ଡେବ୍ୟୁ କରିଥିଲେ । ହିବା ସାହା ନାସିରୁଦିନଙ୍କ ପ୍ରଥମ ସ୍ତ୍ରୀଙ୍କ ଝିଅ ଅଟେ ।

କଲରସ ରେ ଆସୁଥିବା ସୋ ବାଳିକା ବଧୁରେ ଦାଦିର ଯୁବ ଅବସ୍ତାର ଅଭିନୟ କରିଥିଲେ । ହିବା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ହୋଇପାରେ ସେ ଫିଲ୍ମରୁ ବହୁତ ଦୂରରେ ଅଟନ୍ତି କିନ୍ତୁ ତାଙ୍କର ସୋସିଆଲ ମିଡିଆରେ ବହୁତ ଫୋଟ ଭାଇରାଲ ହେଉଛି । ଯେଉଁଠି ସେ ତାଙ୍କର ରୟାଲ ଅନ୍ଦାଜକୁ ନେଇ ବହୁତ ଚର୍ଚାରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *