ଆଜି ପର୍ଯ୍ୟନ୍ତ ଆପଣ ଆପଣଙ୍କର ଜୀବନରେ ଅନେକ ପରୀକ୍ଷା ଦେଇଥିବେ କିନ୍ତୁ ଆଜି ଯେଉଁ ପରୀକ୍ଷା ବିଷୟରେ ଆମେ କହିବାକୁ ଯାଉଛୁ ତାହା ଆଇଏଏସ ପରୀକ୍ଷା ଏହା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି କୁହାଯାଇ ଥାଏ ,କାରଣ ଏହାକୁ ପାସ କରିବା ବହୁତ କଷ୍ଟ ହୋଇଥାଏ, ଯଦି କେହି ପାସ ବି କରିଯାଏ ତା ପରେ ଆଇଏଏସ ଇନ୍ଟରଭିଉ ରେ ସେ ପାସ କରିବା ସେମିତି କିଛି ଗ୍ୟାରେଣ୍ଟି ନଥାଏ ।
ଏଥିରେ ପାସ କରିବା ପାଇଁ ଆପଣଙ୍କ ପାଖେ କିଛି ଖାସ ଟ୍ୟାଲେଣ୍ଟ ଥିବା ଦରକାର । ଏହି ପରୀକ୍ଷାରେ ଜରୁରୀ ନୁହେଁ କି ଆପଣଙ୍କ ପାଖରେ ଖାଲି ଜ୍ଞାନ ଥିବା, ଜ୍ଞାନ ସହିତ ଏହି ପରୀକ୍ଷାରେ ଆପଣଙ୍କ ବ୍ୟକ୍ତିତ୍ଵ ବି ପରୀକ୍ଷା କରାଯାଇଥାଏ ।

୧. ଓଟିଟିଏଫଏଫ ର ପରବର୍ତୀ ଅକ୍ଷରଟି କଣ ହେବ ?
ଉତ୍ତର : ଏସ
୨. ମୋବାଇଲ ପ୍ୟାଡରେ ଥିବା ସମସ୍ତ ନମ୍ବରକୁ ଗୁଣନ କଲେ ଗୁଣଫଳ କେତେ ହେବ ?
ଉତ୍ତର : ୦
୩. ଆପଣଙ୍କୁ ସେଗାରେଟ ଏବଂ ମାଛିସ ଦିଆଗଲା । ପଙ୍ଖା ବହୁତ ଜୋରରେ ଚାଲୁଥିଲା । ଇଣ୍ଟରଭ୍ୟୁଅର ଆପଣଙ୍କୁ କହିଲେ ଧରନ୍ତୁ ଆପଣ ଆଇଏଏସ ହୋଇଗଲେ । ଚେୟାରରୁ ନଉଠି ସିଗାରେଟ ଜଳାନ୍ତୁ । କଣ କରିବେ ?
ଉତ୍ତର : ପଙ୍ଖା ବନ୍ଦ କରିବା ପାଇଁ ଗାର୍ଡକୁ କହିବି ।

୪. କାହାକୁ ବୁଡି ଯାଉଥିବାର ଦେଖି ମଧ୍ୟ ଆମେ ଚୁପ ହୋଇ ବସିଥାଉ ?
ଉତ୍ତର : ସୂର୍ଯ୍ୟ
୫. ଦୁଇଜଣ ପୁଅ ଏବଂ ଦୁଇଜଣ ବାପା ସର୍କସ ଦେଖିବାକୁ ଗଲେ । ସେମାନଙ୍କ ପାଖରେ ୩ଟି ଟିକେଟ ଥିଲା । ତଥାପି ସମସ୍ତେ ସର୍କସ ଦେଖିଲେ । କେମିତି ?
ଉତ୍ତର : କାରଣ ସେମାନେ ୩ଜଣ ଥିଲେ । ଜେନ ବୃଦ୍ଧ ଲୋକ, ତାର ପୂ ଏବଂ ନାତି ।
୬. ଆଫ୍ରିକାରେ ଗୋଟିଏ ପିଲା ଜନ୍ମ ହେଲା, ତେବେ କୁହନ୍ତୁ ତାହାର ଦାନ୍ତର ରଙ୍ଗ କଣ ହୋଇଥିବ ?
ଉତ୍ତର : ଜନ୍ମ ହେବାମାତ୍ରେ ଦାନ୍ତ ଉଠି ନଥାଏ ।

୭. ସରିତା ଦେବୀଙ୍କର ୫ ଜଣ ଝିଅ । ସମସ୍ତଙ୍କର ଜଣେ ଲେଖାଏଁ ଭାଇ । ସରିତା ଦେବୀଙ୍କର ସମୁଦାଯ କେତେଜଣ ସନ୍ତାନ ?
ଉତ୍ତର : ୬ ଜଣ
୮. ଜଣେ ବ୍ୟକ୍ତି ଟ୍ରକ ଚଲାଉଥିଲା । ସେ ଟ୍ରକର ହେଡଲାଇଟ ଦେଇ ନଥିଲା କି ଆକାଶରେ ଜନ୍ମ ମଧ୍ୟ ବାହାରି ନଥିଲା । ଜଣେ ସ୍ତ୍ରୀ ଲୋକ ରାସ୍ତା ପାରି ହେଉଥିଲା । ଟ୍ରକ ଡ୍ରାଇଭର କେମିତି ଦେଖିଲା ?
ଉତ୍ତର : ସେ ଦିନରେ ଚଲାଉଥିଲା ।
୯. ଆପଣଙ୍କ ଶ୍ରେଣୀ ଶିକ୍ଷକ ଆପଣଙ୍କୁ କହିଲେ ଚକ ନିଅ ଏବଂ ବ୍ଲାକବୋର୍ଡରେ କିଛି ଲେଖ ଆପଣ କଣ ଲେଖିବେ ?
ଉତ୍ତର : କିଛି ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।