ପ୍ରଥମଥର ଓଡ଼ିଶା ବାହାରେ ସ୍ୱାମୀଙ୍କ ସହ କିପରି ମସ୍ତି କରୁଛନ୍ତି Jhilik, ଦେଖନ୍ତୁ

ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । କିଛି କଳାକାର ମାନେ ନିଜର ମ୍ୟାରେଡ ଲାଇଫକୁ ନେଇ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାନ୍ତି । ଓଡିଆ କଳାକାର ମାନେ ନିଜର ବ୍ୟକ୍ତିଗତ କଥା ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରିବାର ଅନେକ ସମୟରେ ନଜର ଆସିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ବିବାହ ପରେ ତାଙ୍କ ସ୍ଵାମୀଙ୍କ ସହ ବୁଲିବାକୁ ଯାଇ କିପରି ମସ୍ତି କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଓଡିଆ ଫିଲ୍ମରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଅଜଗା ସୃଷ୍ଟି କରି ପାରିଛନ୍ତି । ସେ ବିବାହ ପରେ ଓଲିଉଡ ଜଗତରୁ ନିଜକୁ ଦୂରେଇ ରଖିଛନ୍ତି । ବର୍ତ୍ତମାନ ସେ ତାଙ୍କ ସ୍ଵାମୀଙ୍କ ସହ ଓଡିଶା ବାହରକୁ ବୁଲିବାକୁ ଯାଇଛନ୍ତି ଯାହା ସେ ନିଜର ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି । ସେ ୨୦୧୩ରେ ଓଡ଼ିଶାକୁ ଆସି ଅଭିନୟ କ୍ଯାରିୟରରେ ପାଦ ଦେବା ପରେ ଓଡିଶାରେ ହିଁ ରହିଗଲେ । ସେ ସୁକିନ୍ଦର ବିଧାୟକ ପ୍ରୀତି ରଞ୍ଜନ ଘଡୋଇଙ୍କୁ ଗତ ବର୍ଷ ବିବାହ କରିଛନ୍ତି ।

ବର୍ତ୍ତମାନ ଦୁର୍ଗାପୂଜା ଚାଲି ଥିବାରୁ ଝିଲିକ ନିଜ ସ୍ଵାମୀଙ୍କ ସହ ସମୟ ବିତାଇବାକୁ ବାହରକୁ ବୁଲି ଯାଇଛନ୍ତି । ସେଠାରେ ସେ ବହୁତ ମଜା ମସ୍ତି କରିବା ସହ ଏଞ୍ଜଏ ମଧ୍ୟ ଅକରୁଛନ୍ତି । ନିଜର ଅନେକ ଫୋଟୋ ଝିଲିକ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ଦେଖି ଲାଗୁଛି ସେ ତାଙ୍କ ସ୍ଵାମୀଙ୍କ ଶ ବେଶ ଖୁସିରେ ସମୟ ବିତାଉଛନ୍ତି । ତେବେ ଝିଲିଆ ବର୍ତ୍ତମାନ ନିଜ ପରିବାର ଲୋକଙ୍କ ସହ ସମୟ କାଟିବାକୁ ଇଚ୍ଛା କରିଛନ୍ତି । ଏହି କାରଣରୁ ସେ ଓଲିଉଡ ଇଣ୍ଡଷ୍ଟ୍ରି ରୁ ଦୂରେଇ ଅଛନ୍ତି । ସେ ତାଙ୍କ ମ୍ୟାରେଡ ଲାଇଫ ରେ ବେଶ ହସ ଖୁସିରେ ରହିବା ସହ ତାଙ୍କ ଶାଶୁ ଶଶୁରଙ୍କ ସହ ବେଶ ଭଲରେ ଅଛନ୍ତି ବୋଲି ନିଜ ରାଏ ଦେଇଛନ୍ତି ।

ସେ ଜଣେ ବଙ୍ଗାଳୀ ନାୟିକା । କୋଲକାତାରୁ ସେ ଓଡିଆ ଫିଲମରେ ଅଭିନୟ କରିବା ପାଇଁ ଓଡିଶା ଆସିଥିଲେ । ତେବେ ଓଡିଆ ଜଗତରେ ସେ ନିଜର ସୁନ୍ଦର ଅଭିନୟ ଦ୍ଵାରା ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଆଗାମୀ ସମୟରେ ଝିଲିକ ଓଡିଆ ଇଣ୍ଡଷ୍ଟ୍ରି କୁ ଫେରିବେ ବୋଲି ଆଶା କରା ଯାଉଛି । ତାଙ୍କର ସବୁ ଫିଲ୍ମ ଗୁଡିକ ସୁପର ଡୁପର ହିଟ ହୋଇଥିଲା । ଦର୍ଶକ ମାନେ ତାଙ୍କର ଫିଲ୍ମକୁ ବହୁତ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ସେ ତାଙ୍କ ସ୍ଵାମୀଙ୍କ ସହ ପ୍ରଥମ ଥର ପାଇଁ ବିବାହ ପରେ ଓଡିଶା ବାହାରକୁ ବୁଲିବାକୁ ଯାଇଛନ୍ତି ଓ ବେଶ ଖୁସି ଅଛନ୍ତି ବୋଲି ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଝିଲିକଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *