ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ଅରିନ୍ଦମ ସେୟାର କଲେ ନିଜ ପୁଅର Photo

ବନ୍ଧୁଗଣ, ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ମାନ ରହିଛନ୍ତି । ସେମାନଙ୍କୁ ଆପଣ ମାନେ ଟିଭି ପରଦାରେ ଦେଖିବାକୁ ଭଲ ପାଆନ୍ତି । ସେମାନଙ୍କ ମଧ୍ୟରୁ କେତେ ପ୍ରସିଦ୍ଧ ଅଭିନେତା ତଥା ଅଭିନେତ୍ରୀ ଅଛନ୍ତି ଯାହାଙ୍କୁ ଆପଣ ମାନେ ନିଜ ହୃଦୟରେ ଜାଗା ଦେଇ ଆସିଛନ୍ତି ।

ଓଲିଉଡ କଳାକାର ମାନେ ଗୋଟିଏ ପରେ ଗୋଟିଏ ଚଳଚିତ୍ର ରେ ନିଜର ଅଭିନୟ ଦ୍ଵାରା ଦର୍ଶକଙ୍କ ସମୁଖରେ ପ୍ରଶଂସା ର ମୁଖପାତ୍ର ହୋଇଥାନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ପ୍ରସିଦ୍ଧ ଅଭିନେତା ଅରିନ୍ଦମ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ନାୟକ ଅରିନ୍ଦମ ଙ୍କୁ ଅନେକ ଚଳଚିତ୍ର ମାନଙ୍କରେ ଅଭିନୟ କରିଥିବାର ଦେଖିଛନ୍ତି । ତାଙ୍କ ଅଭିନୟ ଦ୍ଵାରା ସେ ଲାକ୍ଷାଧିକ ଦର୍ଶକଙ୍କ ହୃଦୟରେ ଘର କରି ବସିଛନ୍ତି । ବନ୍ଧୁଗଣ ଅରିନ୍ଦମ ୧୯୮୪ ମସିହା ମାର୍ଚ ୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଜନ୍ମ ସ୍ଥାନ କଟକ ଅଟେ ।

ବନ୍ଧୁଗଣ ଅରିନ୍ଦମ ଙ୍କ ମାତାଙ୍କ ନାମ “ରତନା ରୟ” ଏବଂ ପିତା ଙ୍କ ନାମ “ଗୋପାଳ ଚନ୍ଦ୍ର ରୟ” ଅଟେ । କଟକ ର ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସେ ଶିକ୍ଷା ଗ୍ରହଣ କରିଛନ୍ତି । ସେ ନିଜର ଶିକ୍ଷା ଗ୍ରହଣ କରି ୨୦୦୬ ମସିହାରେ “ପ୍ରେମ ଋତୁ ଆସିଲାରେ” ଅଭିନୟ କରି ବେସ ଖ୍ୟାତି ଅର୍ଜନ କରିଥିଲେ । ଏହାପରେ ସେ ଗୋଟେ ପରେ ଗୋଟେ ହିଟ ଚଳଚିତ୍ର କରିଲେ । ସମୁଦାୟ ୩୦ ଟି ଚଳଚିତ୍ର ରେ ଅଭିନୟ କରିଛନ୍ତି ।

ବନ୍ଧୁଗଣ ଅରିନ୍ଦମ ବହୁତ ଥର ବେଷ୍ଟ ଆକ୍ଟର ର ଆୱାର୍ଡ ମଧ୍ୟ ପାଇଛନ୍ତି । ବନ୍ଧୁଗଣ ଅରିନ୍ଦମ ଅନୁପା ରୟ ଙ୍କୁ ବିବାହ କରିଛନ୍ତି । ବନ୍ଧୁଗଣ କିଛି ଦିନ ପୂର୍ବେ ତାଙ୍କର ଏକ ଶିଶୁ ପୁତ୍ର ଜାତ ହୋଇଅଛି । ମାତ୍ର ଆପଣ ମାନେ କେବେ ତାଙ୍କ ପୁତ୍ର ସନ୍ତାନ ଙ୍କୁ ସୋ-ସି-ଆ-ଲ ମି-ଡି-ଆରେ ଦେଖି ନଥିବେ । ବନ୍ଧୁଗଣ ଅରିନ୍ଦମ ନିଜ ଫ୍ୟାମିଲି ଙ୍କୁ ସବୁବେଳେ ସୋ-ସି-ଆ-ଲ ମି-ଡି-ଆ ଠାରୁ ଦୂରରେ ରଖିଥାନ୍ତି ।

ସେ ତାଙ୍କ ପୁତ୍ର ଙ୍କ ଫୋଟୋ ଏ ପର୍ଯ୍ୟନ୍ତ କୌଣସି ସୋ-ସି-ଆ-ଲ ମି-ଡି-ଆରେ ସେୟାର କରି ନାହାନ୍ତି । ମାତ୍ର ବର୍ତ୍ତମାନ ତାଙ୍କ ପୁତ୍ର ଙ୍କର ଫୋଟୋଚିତ୍ର ସୋ-ସି-ଆ-ଲ ମି-ଡି-ଆରେ ଘୁରି ବୁଲୁଛି । ବନ୍ଧୁଗଣ ଅରିନ୍ଦମ ଙ୍କ ପୁଅ କୁ ବର୍ତ୍ତମାନ ସମୟରେ ମାତ୍ର ୪ ମାସ ବୟସ ହୋଇଅଛି । ବନ୍ଧୁଗଣ ଓଲିଉଡ ର ଜବରଦସ୍ତ ହିରୋ ଓଲିଉଡ ରେ ଉତ୍ତମ ଅଭିନୟ କରି ବର୍ତ୍ତମାନ ଘରେ ଘରେ ପରିଚିତ ।

ମାତ୍ର ବର୍ତ୍ତମାନ କୋରୋନା ମହାମାରୀ କାରଣରୁ ସମସ୍ତ ଚଳଚିତ୍ର ତଥା ଅନ୍ୟାନ୍ୟ କାର୍ଯ୍ୟ ବନ୍ଧ ରହିଅଛି । ବନ୍ଧୁଗଣ ଏହି ଭୟଙ୍କର ମହାମାରୀ ସମୟରେ ଅରିନ୍ଦମ ନିଜ ଘରେ ରହି ଗରିବ ଲୋକ ମାନଙ୍କୁ ସାହାର୍ଯ୍ୟ କରୁଛନ୍ତି । ବନ୍ଧୁଗଣ ଅରିନ୍ଦମ ନିଜ ପୁତ୍ର ସନ୍ତାନ ଙ୍କୁ ନେଇ ବହୁତ ଖୁସି ଅଛନ୍ତି । ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *