ପ୍ରତିଦିନ ଖାଲି ପେଟରେ ୪ ଟି ତୁଲସୀ ପତ୍ର ଖାଆନ୍ତୁ, ଏବଂ ଦେଖନ୍ତୁ ଚମତ୍କାର

ଭାରତୀୟ ସଂସ୍କୃତିରେ ଲୋକ ସବୁଦିନେ ତୁଳସୀକୁ ପୂଜା କରିଥାନ୍ତି । ଏହା ଛଡା ଆୟୁର୍ବେଦରେ ତୁଳସୀକୁ ଔଷଧ ବନାଇବାରେ ଉପଯୋଗ କରାଯାଇଥାଏ । ଏହା ଦ୍ଵାରା ବନଯାଇଥିବା ଔଷଧ ବହୁ ରୋଗକୁ ଭଲ କରିଥାଏ । ବହୁଲୋକ ସକାଳୁ ଉଠି ତୁଳସୀପତ୍ର ଚୋବାଇ ଖାଇଥାନ୍ତି । ଅନେକ ଲୋକ ତୁଳସୀପତ୍ରକୁ ଚହରେ ପକାଇ ପିଈଥାନ୍ତି । ଏହା ଦ୍ଵାରା ବହୁତ ଫାଇଦା ମିଳିଥାଏ । ଆଜି ଆଲୋଚନା କରିବା ପ୍ରତିଦିନ ତୁଳସୀ ପତ୍ର ଚୋବାଇଖାଇବା ଦ୍ଵାରା କଣ ଲାଭ ହୋଇଥାଏ ।  ପ୍ରତିଦିନ ଖଳିପେଟରେ ୪ ଟି ତୁଳସୀପତ୍ର ଖାଇବା ଦ୍ଵାରା ମୂଳରୁ ମରିଯାଏ ଏହି ୩ଟି ରୋଗ । ଆସନ୍ତୁ ଜାଣିବା ଏହା ସବୁ କେଉଁ ରୋଗ ।

Image Courtesy: Google

ଶକ୍ତି ହୀନତା :-

ଯଦି ଆପଣ ଶକ୍ତି ହୀନାର ଶିକାର ଅଟନ୍ତି  କି ଆପଣ ସବୁବେଳେ ଟେନଶନରେ ରହୁଛନ୍ତି । ଆପଣ ସବୁବେଳେ ଚିଡି ଚିଡା ପଣ ଅନୁଭବ କରୁଛନ୍ତି ପ୍ରତିଦିନ ତୁଳସୀ ପତ୍ରର ୪ ଟି ପାତ୍ର ସେବନ କରନ୍ତୁ । ଆପଣଙ୍କୁ ଏହି ସବୁ ରୋଗରୁ ମୁକ୍ତି ମିଳିଯିବ ।

Image Courtesy: Google

ମଧୁମେହ :-

ଯଦି ଆପଣ ମଧୁମେହ ଭଳି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ତେବେ ତୁଳସୀ ପତ୍ର ଆପଣଙ୍କ ପାଇଁ ବହୁତ ଲାଭ ଦାଯକ ଅଟେ । ଆଜିକାଲିର ଜୀବନଶୈଳୀ ଏମିତି ହୋଇଗଲନି ଯେ ଲୋକ ମାନେ ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ଭୁଲିଯାଉଛନ୍ତି। ଯାହା ଫଳରେ ଅନେକ ରୋଗର ଶିକାର ହେଉଛନ୍ତି । ତେବେ ସେହି ସବୁ ରୋଗ ମଧ୍ୟରୁ ମଧୁମେହ ଏକ ଏଭଳି ରୋଗ ଯାହା ଆଜିକାଲି ପ୍ରତ୍ୟକ ଘରେ ଦେଖିବାକୁ ମିଳୁଛି । ତେବେ ଯଦି ଆପଣ ମଧ୍ୟ ଏହି ରୋଗରେ ପୀଡିତ ତ ଆପଣ ପ୍ରତ୍ୟକ ଦିନ ସକାଳୁ ଖାଲି ପେଟରେ ୪ଟି ତୁଳସୀ ପତ୍ରର ସେବନ କରନ୍ତୁ ଦେଖିବେ ଏହା ନିୟନ୍ତ୍ରଣରେ ରହିବ ।

Image Courtesy: Google

ବ୍ଲଡ଼ପ୍ରେସର

ହାଇ ବ୍ଲଡ଼ପ୍ରେସର ରୋଗୀ ହୋଇଥିଲେ ଆପଣଙ୍କ ପାଇଁ ତୁଳସୀର ପତ୍ର କେଉଁ ଚମତ୍କାରୀ ଜିନିଷଠୁ କମ ନୁହେଁ । ପ୍ରତିଦିନ ଖାଲି ପେଟରେ ସେବନ ଦ୍ଵାରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

ମୁଣ୍ଡ ବିନ୍ଧା

ଯଦି ଆପଣଙ୍କ ମୁଣ୍ଡ ସବୁବେଳେ ବିନ୍ଧୁଥାଏ ତେବେ କିଛି ତୁଳସୀ ପତ୍ରକୁ ଗୋଟେ ଗ୍ଳାସ ପାଣିରେ ପକାଇ ଫୁଟାନ୍ତୁ ଏବଂ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ମୁଣ୍ଡ ବିନ୍ଧରୁ ବହୁତ ଆରାମ ମିଳିବ ।

Image Courtesy: Google

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *