ପ୍ରତିଦିନ ଖାଲି ପେଟରେ ୨ ଟି ଗୋଲମରୀଚ ଖାଇବା ଦ୍ଵାରା ମୂଳରୁ ମରିଯାଏ ଏହି ୩ଟି ରୋଗ- Acharya Balkrishna

ଆପଣ ଗୋଲମରିଚକୁ ନିହାତି ଜାଣିଥିବେ, ଏହାର ବ୍ଯବହର ଖାଦ୍ଯ ବନାଇବା ସମୟରେ ହୋଇଥାଏ  ।  ଏହା ସହିତ ଗୋଲୋମରିଚକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ମଧ୍ୟ ପକାଯାଇ ଥାଏ । ଏହା ଖାଦ୍ୟକୁ ସ୍ଵାଦିଷ୍ଟ ଏବଂ  ରାଗ ବନାଇ ଥାଏ । ଗୋଲୋମରିଚରେ ଏମିତି ଏନେକ ପୋଷାକ ତତ୍ଵ ରହିଅଛି ଯାହା ଦ୍ଵାରା ଶରୀର ସହିତ ଜଡିତ ବିଭିନ ପ୍ରକାର ରୋଗ ଦୂର ହୋଇପାରେ । ଆଜି ଆମେ ଆଲୋଚନା କରିବା ସକାଳୁ ଦୁଇଟି ଗୋଲମରିଚର  ସେବନ କରିବା ଦ୍ଵାରା ଶରୀରକୁ କଣ ଲାଭ ମିଳିଥାଏ । ତେବେ ଚଲାନ୍ତୁ ଆଜିର ବିଷୟ ବସ୍ତୁକୁ ଆଲୋଚନ କରିବା ।

ପ୍ରତିଦିନ ଖାଲି ପେଟରେ ୨ଟି ଗୋଲମରୀଚ ଖାଇବା ଦ୍ଵାରା ମୂଳରୁ ମରିଯାଏ ଏହି ତିନୋଟି ରୋଗ । ଗୋଲୋମରିଚରେ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ମିଳିଥାଏ । ଏହାକୁ ସେବନ କରିବା ଦ୍ଵାରା ଶରୀରରେ କ୍ୟାନସର ସେଲ ନଷ୍ଟ ହୋଇଯାଇଥାଏ । ପ୍ରତିଦିନ ସକାଳୁ ଦୁଇ ଗୋଲୋମରିଚକୁ ଗୁଣ୍ଡା କରି ଗୋଟେ ଗ୍ଳାସ ଗରମ ପାଣିରେ ଖାଇବା ଦ୍ଵାରା ଶରୀରରେ ମେଟାବୋଲିଜିମର ନିର୍ମାଣ ହୋଇଥାଏ । ଯାହା ଦ୍ଵାରା ଆପଣଙ୍କ ଶରୀରରେ ଜମିଥିବା ଚର୍ବିକୁ ସେସ କରିଥାଏ । ଖାଲି ସେତିକି ନୁହେଁ ଗୋଲମରୀଚ ବହୁତ କିଛି ରୋଗର ନିବାରଣ କରିଥାଏ । ଗୋଲମରୀଚ ଖାଇବା ଦ୍ଵାରା ପେଟ ଜନିତ ସମସ୍ଯା ମଧ୍ୟ ଦୂର ହୋଇଥାଏ ।

 

ଏହା ସର୍ଦିଖାସିରୁ ମୁକ୍ତି ମିଳିଥାଏ । କୁହାଯାଏକି ଏଥିରେ ପାଇପରିନ ନାମକ କପାଉଣ୍ଡ ରହିଥାଏ ଯାହା ଥାନ୍ତା କସ ଭଳି ସମସ୍ୟାକୁ ବହୁତ ଶୀଘ୍ର ଦୂର କରିପାରେ । ହଜମ ପାଇଁ ଗୋଲମରିଚକୁ ଖାଇବା ଦ୍ଵାରା ହଜମ ସମ୍ବନ୍ଧୀୟ ସମସ୍ଯାରୁ ମୁକ୍ତି ମିଳିଥାଏ । କ୍ୟାନସର ମଧ୍ୟ ବଞ୍ଚାଇ ଥାଏ । କ୍ୟାନସର ଭଳି ଘଟକ ସମସ୍ୟାରୁ ବଞ୍ଚିବା ପାଇଁ ଗୋଲମରୀଚ ସାହାର୍ଯ୍ୟ କରିପାରେ ।

ଏହି କଥାକୁ ନେଇ ବହୁତ ବୈଜ୍ଞାନିକ ରିସର୍ଚ କରି ଏହା ପ୍ରମାଣିତ କରିଛନ୍ତି କି ଗୋଲମରିଚରେ ଆଣ୍ଟି କ୍ୟାନସର ଗତିବିଧି ମିଳିଥାଏ ।  କରି ଭୋକ ବଢାଇବା ପାଇଁ ମଧ୍ୟ ଗୋଲମରୀଚ ବହୁତ ସହାୟକ ହୋଇଥାଏ । ଯଦି ପ୍ରତିଦିନ ଆପଣ ଗୋଲମରିଚର ସେବନ ମହୁ ସହିତ କରିବେ । ତେବେ ଏହା ଦ୍ଵାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତିର କ୍ଷମତା ବଢିଥାଏ । ଯାହା ଦ୍ଵାରା ଶରୀରରେ ବହୁ ପ୍ରକାର ରୋଗ ଦୂର ହୋଇଥାଏ । ତେବେ ଏମିତି କରିବା ଦ୍ଵାରା ଆପଣଙ୍କ ଶରୀର ନିରୋଗ ଓ ସୁସ୍ଥ ରହିଥାଏ ।

Leave a Reply

Your email address will not be published. Required fields are marked *