ପ୍ରତେକ ଦିନ ସକାଳୁ ଉଠି କଣ କରିବା ଉଚିତ, ନିଶ୍ଚୟ ଜାଣନ୍ତୁ ବଦଳିଯିବ ଭାଗ୍ୟ

ଆଜି ଆମେ ଆଲୋଚନା କରିବା ସକାଳୁ ଉଠି କଣ କଲେ ଆମେ ସୁଖରେ ରହିବା, ବହୁତ ଲୋକଙ୍କର ଖରାପ ଅଭ୍ୟାସ ଥାଏ ଡେରିରେ ଉଠିବା, ଏହା ବହୁତ ଖରାପ ଅଟେ ଯଦି ଜୀବନରେ କିଛି ସଫଳତା ଚହୁଁଛନ୍ତି ତାହେଲେ ବ୍ରାହମ୍ୟା ମୁହୂର୍ତରେ ଉଠିବା ଆବଶ୍ୟକ ଅଟେ । ସୂର୍ଯ୍ୟ ଆସିବା ଆଗରୁ ଶଯ୍ୟା ତ୍ୟାଗ କରିବା ବହୁତ ଭଲ । ଯେଉଁ ଦିନ ସକାଳୁ ଆପଣ ଉଠିଥାନ୍ତି ବହୁତ ଫୁର୍ତୀ ଲାଗିବା ସହିତ ମନ ବହୁତ ପ୍ରଫୁଲ ରହିଥାଏ ।

ସକାଳୁ ଉଠିଲାପରେ ଟିକେ ଚାଲନ୍ତୁ ଓ ଯୋଗ କରନ୍ତୁ । ଯଦି ଆପଣ ଚହୁଁଛନ୍ତି ଶରୀରକୁ ସୁସ୍ଥ ରଖିବା ପାଇଁ, କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ ।

ଯଦି ଚହୁଁଛନ୍ତି ସ୍ୱାସ୍ଥ୍ୟ ଠିକ ରହିବ ଆପଣ ଯେତେ ଟଙ୍କା ରଖିଲେବି ଆପଣଙ୍କ ପାଖରେ ରହିବ । ଯଦି ସ୍ୱାସ୍ଥ୍ୟ ଖରାପ ରହିବ ଯେତେ ଟଙ୍କା କମେଇଲେବି ରହିବ ନହିଁ ସବୁ ଟଙ୍କା ଡାକ୍ତର ଖାଇବେ, ସେଥିପାଇଁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ । ଏହି କଥା ସବୁବେଳେ ମନେ ରଖିଥିବେ ବାପା ମାଆ, ଗୁରୁ, ଓ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଭୁଲିବେ ନହିଁ । ବାପା ମାଙ୍କୁ କେବେ ଅବହେଳା କରିବେ ନହିଁ କାରଣ ସେ ଜୀବନର ସବୁଖୁସି ଛୁଆ ମାନଙ୍କ ପାଇଁ ଉସଚ୍ଛର୍ଗ କରିଛନ୍ତି । ତାଙ୍କୁ ସବୁବେଳେ ଭକ୍ତି କରିବା ତାଙ୍କ ଆଶୀର୍ବାଦ ପ୍ରାପ୍ତହେଲେ ଜୀବନରେ ସବୁ ଖୁସି ମିଳିବ ।

ଜୀବନରେ ଯେତେ ଟଙ୍କା କମେଇଲେବି ଆପଣ ଖୁସିରେ ରହିପାରିବେ ନହିଁ, ଯଦି ବାପା ମାଙ୍କୁ ଅବହେଳା କରିବେ । ସବୁବେଳେ  ଗୁରୁଙ୍କୁ ସନମାନ ଦେବା ଆବଶ୍ୟକ କାରଣ ସେମନେ ଜୀବନରେ ବହୁତ ଭଲ ଶିକ୍ଷା ଦେବା ସହିତ ଭଲ ବାଟ ମଧ୍ୟ ଦେଖାଇଛନ୍ତି । ତାଙ୍କୁ କେବେ ଅସନମାନ କରନ୍ତୁ ନହିଁ, ତାଙ୍କୁ ସବୁବେଳେ ଭକ୍ତି କରନ୍ତୁ । ଯେବେ ଦେଖୁଛ ଗୁରୁଙ୍କ ପାଦ ଛୁଇଁ ପ୍ରଣାମ କରିବା ସହିତ, ମୁଣ୍ଡ ସବୁବେଳେ ଝୁକେଇକି ରଖନ୍ତୁ ।

ସୂର୍ଯ୍ୟଦେବ ହେଉଛନ୍ତି ସକଳ ଶକ୍ତିର ଆଧାର । ଯଦି ଦୁନିଆରେ କିଏ ପ୍ରତେକ୍ଷ ଦେବତା ବୋଲି ଦେଖୁଛନ୍ତି ସିଏହେଲା ସୂର୍ଯ୍ୟଦେବ । ଅନ୍ୟସବୁ ଭଗବାନ ଅଛନ୍ତି କିନ୍ତୁ ସେମାନେ ଶୂନ୍ୟରେ । ଜଣେ ସୂର୍ଯ୍ୟ ଦେବ ଯିଏ ଦିନ ରାତି କରାଉଛନ୍ତି । ତାଙ୍କୁ ଯଦି ଜଳ ଅର୍ପଣା କରିବେ ଓ ପ୍ରଣାମ କରିବେ ସବୁ ପ୍ରକାର ସୁଖ ସମ୍ମାନ ମିଳିବ ।  ସବୁବେଳେ ଦେବତାଙ୍କ ପଦାକୁ ଚାହିଁ ପ୍ରାର୍ଥନା କରିବା ଉଚିତ, ଏହା କରିବା ଦ୍ଵାରା ଭଗବାନଙ୍କ କୃପା ଲାଭ କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *