ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆଜିର ଦୁନିଆରେ ପ୍ରେମ କରିବା ଏକ ଖେଳ ହୋଇ ଗଲାଣି । କିଏ ପ୍ରେମ କରି ହଇରାଣ ହରକତ ହେଉଛି ତ ଆଉ କେହି ଆତ୍ମହତ୍ୟା ଭଳି ପଦକ୍ଷେପ ନେଉଛି । ଆଉ କିଛି କ୍ଷେତ୍ର ରେ ପ୍ରେମକୁ ପାଇବା ପାଇଁ ହତ୍ୟା ମହଦୀ କରା ଯାଉଛି । ତେବେ ଆଜିର ସମୟରେ ପ୍ରେମ ମାନେ କିଛି ନାହି କହିଲେ ଚଳିବ । କାରଣ ପୁଅ ଝିଅ ପରସ୍ପର ସହ ଟାଇମ ପାସ କରୁଛନ୍ତି ଯାହା ପାଇଁ ସେମାନେ ଏମିତି କିଛି ଭୁଲ କାମ କରୁଛନ୍ତି ଯାହା ପାଇଁ ପରେ ଅନୁତାପ କରିବାକୁ ପଡୁଛି । କେବେ ଝିଅ ଧୋକା ଦେଉଛି ତ କେବେ ପୁଅ ଧୋକା ଦେଉଛି ।
ତେବେ ଆଜିର ଆମର ବିଷୟ ବସ୍ତୁ କିଛି ଭିନ୍ନ ଧରଣର ରହିଛି । ସୂଚନା ଅନୁଯାୟୀ ପ୍ରେମିକଙ୍କର ଜଣେ ସ୍ତ୍ରୀ ଅଛନ୍ତି ଓ ୩ ବର୍ଷର ପିଲା ମଧ୍ୟ ଅଛି । ପ୍ରେମିକଙ୍କ ସ୍ତ୍ରୀ ର ନାଁ ହେଉଛି ସୁମନ ଯିଏ ଶାନ୍ତିପଲ୍ଲୀ ବସ୍ତି ରେ ରହୁଛି । ଗତ ୩ ବର୍ଷ ହେବ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରଖିବା ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା । କିନ୍ତୁ ପ୍ରେମିକାଙ୍କୁ ଧୋକା ଦେଇ ପ୍ରେମିକ ଜଣକ ଅନ୍ୟ ଏକ ବିବାହ କରିଛନ୍ତି ।
ଏହ ଅସହ ଗତ ୩-୪ ଦିନ ତଳେ ପ୍ରେମିକ ରାଜା ପ୍ରେମିକଙ୍କୁ ଭିଡିଓ ପଠାଇ ବ୍ଲାକମେଲ କରୁଛନ୍ତି । ଏମିତିକି ଷ୍ଟାଟସ ମଧ୍ୟ ଏଭଳି ଅଶ୍ଳୀଳ ଭିଡିଓ ପ୍ରେମିକ ରାଜା ପ୍ରେମିକା ଙ୍କ ପାଖକୁ ପଠାଇଛି । ରାଜାଙ୍କ ସ୍ତ୍ରୀ କହିବାରୁ ସେ ଭିଡିଓ କରୀୟ ବ୍ଲାକମେଲିଂ କରିବାରେ ଲାଗିଛନ୍ତି । ଝିଅର ଘର ହେଉଛି ନିକପାର୍କ ପାଖରେ । ଆଉ ପ୍ରେମିକ ରାଜାର ଘର ହେଉଛି ଚାନଶୀପୁଲିର ।
ରାଜାଙ୍କ ବାପା ଙ୍କ ନାଁ ଝିଅ ଜଣକ ଜାଣି ନାହାନ୍ତି ବୋଲି କହିଛନ୍ତି । ଏମିତିକି ରାଜାଙ୍କ ମା ଅନ୍ୟ ଜଣେ ପୁଅ ଙ୍କ ସହ ଫେରାର ହୋଇ ଯାଇଛନ୍ତି । ଝିଅ ର ମା ରାଜାଙ୍କ ହୋଟେଲ ରେ କାମ କରନ୍ତି । ସେବେ ଠାରୁ ଦୁହିଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । କିନ୍ତୁ ରାଜା ଏହାର ଫାଇଦା ଉଠାଇଛନ୍ତି ।
ଯେତେବେଳେ ଝିଅ ଟି ତାଙ୍କ ଘରକୁ ନେବା ପାଇଁ କହିଲା ସେତେବେଳେ ରାଜା ମନା କରି ଦେଇଥିଲା ବୋଲି ସେ କହିଛନ୍ତି । ତେବେ ନାବାଳିକା ଜଣକ ପ୍ରେମ ରାଜଙ୍କର ଏଭଳି ବ୍ଲାକମେଲିଂ କରିବା ପାଇଁ ପୁରା ହାରାସ ହୋଇ ପଡିଛନ୍ତି ଯାହା ତାଙ୍କ ଅବସ୍ଥା ଦେଖି ଲାଗୁଛି ।
ତେବେ ପ୍ରେମ ସମ୍ପର୍କ ରଖିବା ପରେ ଶାରୀରିକ ସମ୍ପର୍କ ରଖି ଏମିତି ହଇରାଣ କରୁଛନ୍ତି ଯାହା ପାଇଁ ପ୍ରେମିକା ଜଣକ ରାସ୍ତା ମଝି ରେ ବସି ନିଜକୁ ଅସହାୟ ମନେ କରୁଛି ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ କଣ ଆମକୁ କ ମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।