ବନ୍ଧୁଗଣ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ କେମିତି ହେଲା ସେ ନେଇ ସପେନ୍ସ ବଢୁଥିବା ବେଳେ ନବଙ୍କୁ ପ୍ରି-ପ୍ଲାନ କରି ହ-ତ୍ୟା କରା ଯାଇଥିବା କଥା କହିଛନ୍ତି ଦେବଗଡ ବିଧାୟକ । ଆଉ ବିଧାୟକଙ୍କ ବୟାନ ପରେ ଏବେ ମନ୍ତ୍ରୀ ଙ୍କ ମୃ-ତ୍ୟୁ ଘଟଣାକୁ ନେଇ ରାଜନୈତିକ ମହଲରେ ହଲଚଲ ହୋଇଛି । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି ମନ୍ତ୍ରୀ ଙ୍କୁ ମା-ରି-ବା-କୁ ପୂର୍ବରୁ ପ୍ରି-ପ୍ଳାନ କରା ଯାଇଥିଲା ।
ନବ ଦାସ ନିଜ ଅଞ୍ଚଳରେ ବେପାର ସାମ୍ରାଜ୍ୟ ଯେମିତି ଭାବେ ବଢାଇଥିଲେ ତାହାକୁ ହଡପ କରିବାକୁ ତାଙ୍କୁ ରାସ୍ତା ରୁ ସଫା କରି ଦିଆଗଲା । ନିଜ ଦଳର ନେତା ହିଁ ତାଙ୍କୁ ମା-ରି-ଛ-ନ୍ତି । ଖାଲି ଏତିକି ନୁହେଁ ବରଂ ସୁବାସ ଆହୁରି କହିଛନ୍ତି ଯେ ମନ୍ତ୍ରୀ ଙ୍କ ମୃ-ତ୍ୟୁ ପଛରେ ଉପକୁଳିଆ ନେତାଙ୍କ ହାତ ରହିଥିବା କଥା ଦାବି କରିଛନ୍ତି । ନବଙ୍କୁ ରାସ୍ତା ରୁ ହଟାଇବାକୁ କିଏ କିଏ କରିଥିଲେ ପ୍ଳାନ ?
ହ-ତ୍ୟା ପାଇଁ ଗୋପାଳ ଙ୍କୁ କରା ଯାଇଥିଲା କି ମୋହରା ? ନବ ଙ୍କ ମୃ-ତ୍ୟୁ ପରେ ସୁବାସ ଦେଇଥିବା ବୟାନ କୁ ନେଇ ଏବେ ସରଗରମ ରାଜନୀତି । ସାମାଜିକ ପ୍ରଶାସନ ରେ ସିଧା ସିଧା ଉପକୁଳିଆ ନେତା ଙ୍କୁ ନେଇ ନବ ଙ୍କ ମୃ-ତ୍ୟୁ ହୋଇଥିବା କଥା କହିଛନ୍ତି ବିଜେପି ବିଧାୟକ । ଅବଶ୍ୟ ସେ କାହାର ନାଁ ସ୍ପଷ୍ଟ ନ କରିଥିଲେ ବି ଦଳର ପ୍ରଭାବଶାଳି ନେତା ହ-ତ୍ୟା କା-ଣ୍ଡରେ ସାମିଲ ଅଛି ବୋଲି ସୁବାସ କହିଛନ୍ତି ।
ତେବେ ସାରା ରାଜ୍ୟ ଜାଣିଛି କେଉଁ ଉପକୂଳିଆ ନେତାଙ୍କ ପ୍ରଭାବ କେତେ ରହିଛି ବର୍ତ୍ତମାନ ସମୟରେ । ସିବିଆ ତଦନ୍ତ କରିଲେ ସାମ୍ନା କୁ ଆସିବ ସତ । ଓଡିଆ ପୋଲିସ ଉପରେ ଭରସା କରୁ ନାହି ବିଜେପି ନବ ଦାସ ଙ୍କ ମୃ-ତ୍ୟୁ କୁ ନେଇ । ମନ୍ତ୍ରୀ ଙ୍କ ମୃ-ତ୍ୟୁ କୁ ଏହାରି ମଧ୍ୟରେ 9 ଦିନ ବୀତି ଯାଇଥିଲେ ବି ହ-ତ୍ୟା-କା-ରୀ-ର ସନ୍ଧାନ ପାଇ ନାହି ପୋଲିସ । କ୍ରାଇମ ବ୍ରାଞ୍ଚର ଘନ ଘନ ତଦନ୍ତ କରୁଥିଲେ ବି କିଛି ସୁରାଗ ପାଇ ନାହି ।
ଆଉ ଏହାରି ମଧ୍ୟରେ ମନ୍ତ୍ରୀ ନବ ଙ୍କୁ ହ-ତ୍ୟା କରିଥିବା ଅ-ଭି-ଯୁ-କ୍ତ ଗୋପାଳ ଙ୍କୁ ପୁଣି ଥରେ ରିମାଣ୍ଡ କୁ ନେଇଛି କ୍ରାଇମ ବ୍ରାଞ୍ଚ । ତେବେ ମନ୍ତ୍ରୀ ଙ୍କୁ ଯଦି ନିଜ ଦଳର ନେତା ଥିବେ ତେବେ ତଦନ୍ତ ଦିଗହରା କଥାକୁ ଏଡାଇ ଦିଆଯାଇ ନ ପାରେ । ବୋଧ ହୁଏ ସେଥିପାଇଁ ପୁରା ଘଟଣାର ସିବିଆଇ ତଦନ୍ତ ଦାବି କରୁଛନ୍ତି ବିରୋଧୀ । ସେପଟେ ବିରୋଧୀଙ୍କ ଅ-ଭି-ଯୋ-ଗ ଉପରେ ରତିକ୍ରିୟା ରଖିଛି ବିଜେଡି ।
ଚାନ୍ଦବାଲି ର ବିଧାୟକ ବଙ୍କେଶ ରାୟ କହିଛନ୍ତି ମନ୍ତ୍ରୀ ଙ୍କ ହ-ତ୍ୟା ଘଟଣାକୁ କ୍ରାଇମ ବ୍ରାଞ୍ଚ ଯାଞ୍ଚ କରୁଛି । ତଦନ୍ତ ସାରିଲେ ସାମ୍ନା କୁ ଆସିବ ସତ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।