ପ୍ରତେକ ବ୍ୟକ୍ତି ଦୁନିଆରେ ଜନ୍ମ ନେବା ପରେ ତାରା ବାପା ମା ତା ପାଇଁ ସବୁ କିଛି ହୋଇଥାନ୍ତି । କାରଣ ସେହି ବାପା ମା ଯୋଗୁ ଶିଶୁଟି ଏ ପୃଥିବୀ କୁ ଆସିପାରେ । ତେଣୁ ପ୍ରତେକ ପିତା ପାଇଁ ତାର ସନ୍ତାନ ଗର୍ବ ହୋଇଥିବା ବେଳେ ସନ୍ତାନ ପାଇଁ ତାର ପିତା ଆଦର୍ଶ ଭାବେ ପରିଚିତ ହୋଇଥାନ୍ତି । ଭଗବନା କୃଷ୍ଣଙ୍କ ମତରେ ପ୍ରତେକ ସନ୍ତାନ କୁ ତାର ଜନ୍ମ କରିଥିବା ମାତା ପିତାଙ୍କୁ ସମାନ ଦେବା ସହ ତାଙ୍କର ଧ୍ୟାନ ରଖିବା ଉଚିତ ।
ପ୍ରତେକ ସନ୍ତାନ ତାଙ୍କ ମାତା ପିତାଙ୍କ ଦେଖା ଯାଇଥିବା ମାର୍ଗ ରେ ଚାଲିଲେ ଜୀବନରେ ସଫଳତା ଅର୍ଜନ କରିଥାନ୍ତି । ପିତା ଙ୍କ ପାଇଁ ତାର ସନ୍ତାନ ଅହଂକାର ହୋଇଥିବା ବେଳେ ସନ୍ତାନ ପାଇଁ ତାର ପିତା ତାର ଅନୁକରଣର ମାର୍ଗ ହୋଇଥାନ୍ତି । ଗୋଟେ ସନ୍ତାନ ପାଇଁ ତାର ପିତା ପ୍ରେରଣା ହୋଇଥାନ୍ତି । ସନ୍ତାନ କିଛି ନ କହି ମଧ୍ୟ ତାର ମନ କଥା ପିତା ବୁଝିଥାନ୍ତି ।
ଏମିତି ଇକି ଦୁନିଆର ସବୁ ପିତା ତାଙ୍କର ସନ୍ତାନର ସବୁ ଇଚ୍ଛା ଅଭିଳାସା ପୂରଣ କରିବାକୁ ପ୍ରାଣପ୍ରଣେ ଚେଷ୍ଟା କରିଥାନ୍ତି । ଅନ୍ୟ ପକ୍ଷରେ ସନ୍ତାନ ନିଜର ଚେଷ୍ଟା ଜାରି ରଖିଥାଏ କେମିତି ତାର ବାପା ମା ତା ଉପରେ ଗର୍ବ ଅନୁଭବ କରିବେ ।
କିନ୍ତୁ ବାପା ଓ ସନ୍ତାନ ମଧ୍ୟରେ ଥିବା ଏହି ଅତୁଟ ବନ୍ଧନ ସେତେବେଳେ ଭାଙ୍ଗିଯାଏ ଯେତେବେଳେ ସନ୍ତାନ ନିଜ ବାପା ବା ମା ବିରୁଦ୍ଧରେ ଯାଇ ନିଜ ମନ ପସନ୍ଦର ଜୀବନ ସାଥି ଟି ଚୟନ କରିଥାଏ । ଯେତେବେଳେ ଗୋଟେ ସନ୍ତାନର ବୟସ ଅନୁଯାୟୀ ବିବାହର ସମୟ ଆସିଥାଏ ସେହି ସମୟରେ ବାପା ମା ତାଙ୍କ ସନ୍ତାନଙ୍କୁ କିଛି ନ ପଚାରି ନିଜ ମନ ମୁତାବକ ତାଙ୍କ ସନ୍ତାନ ପାଇଁ ଜୀବନ ସାଥି ଟି ଖୋଜିଥାନ୍ତି ।
କିନ୍ତୁ ସେମାନେ କେବେ ବି ତାଙ୍କ ସନ୍ତାନଙ୍କର ରାଏ ନେବାକୁ ଚିନ୍ତା କରନ୍ତି ନାହି । କାରଣ ଏ ଦୁନିଆର ପ୍ରତେକ ବାପା ମା ନିଜ ସନ୍ତାନଙ୍କର ଭଲ ହିଁ ଚିନ୍ତା କରିଥାନ୍ତି । ଅନ୍ୟ ପକ୍ଷ ରେ ସନ୍ତାନ ଭାବିଥାଏ କି ତାର ଭବିଷ୍ୟତ ବିଷୟରେ ନିସ୍ପତି ନେବା ତାର ଅଧିକାର ହୋଇଥାଏ । ତେଣୁ ଦୁହେଁ ପ୍ରତି ମୂହୁର୍ତ୍ତରେ ଦୁଖୀ ରହିଥାନ୍ତି । ଉଭୟ ମାତା ପିତା ସନ୍ତାନର ଇଚ୍ଛା କଣ ରହିଛି ତାହା ବୁଝିବା ଦରକାର ।
ଅନ୍ୟ ପକ୍ଷ ରେ ବାପା ମା କଣ ଇଚ୍ଛା କରୁଛନ୍ତି ତାହା ମଧ୍ୟ ସନ୍ତାନ ବୁଝିବା ଦରକାର । ସନ୍ତାନ ନିଜର ବିଶ୍ଵାସରେ ମାତା ପିତାଙ୍କ ବିଶ୍ଵାସ ଜିତିବା ଉଚିତ । ଉଭୟ ବାପା ମା ସନ୍ତାନ ସହ କଥା ହେବା ଦ୍ଵାରା ସବୁ କିଛି ଠିକ ହୋଇଯାଏ । ଅନ୍ୟ ପକ୍ଷ ରେ ସନ୍ତାନ ମଧ୍ୟ ନିଜର ମନ କଥା ବାପା ମାଙ୍କ ଆଗରେ କହିବା ଉଚିତ । ଭଗବାନ କୃଷ୍ଣଙ୍କ ମତରେ ପ୍ରେମ ବିବାହ ସମୟରେ କେଉଁ ଭଳି ସମସ୍ଯା ହୋଇଥାଏ ଓ ଏହାର ନିବାରଣ କଣ ତାହା କହିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।