ବନ୍ଧୁଗଣ ଖେଳ କୁ ଛାଡି ସେ ଟିକଟକ କୁ ଚୁଜ କରିଥିଲେ । ଅନେକ ବାଧା ଆସିଥିଲା କିନ୍ତୁ ସେ ନିଜେ ସେହି ସ୍ଥିତି କୁ ଫେସ କରିଥିଲେ । ସମସ୍ତେ ପାପ କି ପରି ଆଉ କୁଇନ କୁ ଚୁଜ କରିଥିବା ବେଳେ ସେ ତାଙ୍କ ନାଁ ଇଂଷ୍ଟା ରେ ଡେଭିଲ କୁଇନ ଅର୍ପିତା ବୋଲି ରଖିଥିଲେ । ଅନେକ ଲୋକ ତାଙ୍କୁ ଭଲ ପାଇବା ଦିଅନ୍ତି । ବିଭିନ୍ନ ପ୍ରାକାରର କଣ୍ଟେଣ୍ଟ ଆଣି ଦର୍ଶକଙ୍କ ମନ ଜିଣିଛନ୍ତି ।
ସମସ୍ତେ ଲିପ୍ସିଙ୍ଗ କରି ଭିଡିଓ ବନାଉଥିବା ବେଳେ ସେ ରାତି ଅଧରେ କଣ୍ଟେଣ୍ଟ ବାଛନ୍ତି ଆଉ ଲୋକଙ୍କର ଭଲ ପାଇବା ପାଇଥାନ୍ତି । ତେବେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅର୍ପିତା ପ୍ରଧାନ ଓରଫ ଡେଭିଲ କୁଇନ ଅର୍ପିତା । ଅର୍ପିତା ଏକ ସାକ୍ଷାତକାର ରେ ବୟାନ ଦେଇଛନ୍ତି ନିଜର ପ୍ରେମ କୁ ନେଇ । ତେବେ ଆସନ୍ତୁ ଜାଣିବା ପୁରା ଖବର । ଅର୍ପିତା କହିଛନ୍ତି ଯେ “କହିବାକୁ ଗଲେ ମୁଁ ଭିଡିଓ କରିବାକୁ ବହୁତ ଭଲ ପାଏ ।
ପ୍ରଥମେ ଦେଖେ । ମୋତେ କିନ୍ତୁ ମୋ ମାମା କି ବାବା ଙ୍କ ବଯସର ଲୋକେ ବହୁତ ପସନ୍ଦ କରନ୍ତି । ମୁଁ ନିଜେ ଦେଖିଛି ମୋତେ ଭିଡିଓ କଲ କରନ୍ତି । ମୋତେ ସବୁବେଳେ ଇଚ୍ଛା ଯେ ମୁଁ କିଛି ନୂଆ କରିବି । ସମତେ ଯାହା କରୁଛନ୍ତି ତାହା କରିବି ନାହି । ନୂଆ କରିଲେ କିଛି ତ ଥିବ ଯେ ଅର୍ପିତା ବୋଲି ଜଣେ ଅଛି ଯିଏ ଏମିତି ଭିଡିଓ କରିଛି ଲୋକେ କହିବେ ।
କଲେଜରେ ଯେଉଁ ଇନଷ୍ଟୁମେଣ୍ଟ ବାଜେ ମୋତେ ବହୁତ ଭଲ ଲାଗେ । ସମସ୍ତେ କୁହନ୍ତି କିନ୍ତୁ ମୋ ମତରେ ଲଭ ଗୋଟେ ଏମିତି ଜିନିଷ ଗୋଟେ ମଣିଷ କୁ ବହୁତ ଉପରକୁ ନେଇ ଯାଇପାରେ । ଆଉ ଗୋଟେ ଲଭ ମଧ୍ୟ ମଣିଷ କୁ ତଳେ ପକାଇ ଦିଏ । ଆଉ ମୁଁ ଯାହାକୁ ଭଲ ପାଇଥିଲି ଆମର ରିଲେସନ ୬ ମାସର ଥିଲା । ସେ ମୋତେ ଏତେ ତଳକୁ ପକାଇ ଦେଇଥିଲା ମୋତେ ଉଠିବା ପାଇଁ ୧ ବର୍ଷ ଲାଗିଥିଲା ।
ମୁଁ ପୁରା ଡିପ୍ରେସନ କୁ ଚାଲି ଯାଇଥିଲି । ସେତେବେଳେ ମୋ ସହ କଣ ହୋଇଥିଲା ତାହା ବର୍ଣ୍ଣନା କରି ହେଉ ନାହି । ଯାହା ଯିଏ କରୁ ନ ଥିବ ତାହା ଯଦି ଡିକ୍ଲାର ହୁଏ ତେବେ ବହୁତ ସମସ୍ଯା ସୃଷ୍ଟି ହୋଇଥାଏ । ତାଙ୍କ ସହ ଦେଖା ହେବା ପରେ ଏମିତି ସ୍ଥିତି ସୃଷ୍ଟି ହୋଇଥିଲା କୁ ମୁଁ ତାଙ୍କ ସହ କଥା ହେବାକୁ ବାଧ୍ୟ ହୋଇଥିଲି ।
ତା ପରେ ସେ ମୋତେ ନ କହି ମୋ ଆଇଡି ନେଇ ଆପେ ଆପେ ଯାତ୍ରା ଚଲାଇଥିଲା । ମୋତେ ବହୁତ କଷ୍ଟ ଲାଗିଲା ଯେବେ ଲୋକ ମାନେ କହିଲେ ତା ଆଇଡି ବିକି ଦେଇଛି ବୋଲି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଡେଭିଲ କୁଇନ ଅର୍ପିତା ଙ୍କ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।