ପ୍ରେମ ସମ୍ପର୍କରେ ପଶିପାରିବେ ନାହିଁ ଥାର୍ଡ଼ ପର୍ସନ ! ଆସିଲା ହାଇକୋର୍ଟ ଙ୍କ ଏଭଳି ନିଷ୍ପତି I ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ପ୍ରେମରେ ଏଥର ପଶି ପାରିବେନି ଥାର୍ଡ ପର୍ସନ । ପ୍ରେମ ସମ୍ପର୍କକୁ ନେଇ ଆସିଲା ହାଇ କୋର୍ଟଙ୍କ ନିସ୍ପତି । ଦୁହିଙ୍କ ପ୍ରେମ ସମ୍ପର୍କରେ ହସ୍ତକ୍ଷେପ କରି ପାରିବେ ନାହି ତୃତୀୟ ବ୍ୟକ୍ତି । ଜୀବନ ସାଥି ହେଉ ବା ପ୍ରେମ ସମ୍ପର୍କ ବା ଦାଂପତ୍ଯ ଜୀବନରେ ହେଉ ବା ବ୍ୟକ୍ତିଗତ ଅନ୍ତରଙ୍ଗ ଇଚ୍ଛା । ଦର୍ଶକ ବନ୍ଧୁ ପ୍ରେମ ସମ୍ପର୍କରେ ତୃତୀୟ ବ୍ଯକ୍ତିର ହସ୍ତକ୍ଷେପ କୁ ନେଇ ଗୁରୁତ୍ଵ ପୂର୍ଣ୍ଣ ରାଏ ଦେଇଛନ୍ତି ଆଲାହାବାଦ କୋର୍ଟ । କୋର୍ଟ ଙ୍କ ମୁତାବକ ଜୀବନ ସାଥିଙ୍କ ଚୟନ ବା ପ୍ରେ ମ ସ ମ୍ପ ର୍କ ବା ବ୍ୟକ୍ତିଗତ ଅନ୍ତରଙ୍ଗ ଇଚ୍ଛା ଦୁଇ ବୟସ୍କ ମଧ୍ୟରେ ମାନବୀୟ ସମ୍ପର୍କ ମଧ୍ୟରେ କୌଣସି ବାହାର ବ୍ୟକ୍ତି ହସ୍ତକ୍ଷେପ କରି ପାରିବେ ନାହି ।

ଏହି ମାମଲାରେ କୋର୍ଟ ଉକ୍ତ ପୁରୁଷ ଓ ମହିଳା ଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହଁ ଆଜ୍ଞା କୋର୍ଟ ରେ ରେ ଏଭଳି କିଛି ମାମଲା ପହଞ୍ଚି ଥିଲା ଆଉ ତା ପରେ ଜଜ ଏପରି କିଛି ବିଚାର କରିଛନ୍ତି । ତେବେ ହାଇକୋର୍ଟ କହିଛନ୍ତି ଯେ ଡି ଜଣ ସାବାଳକ ବ୍ୟକ୍ତି ଙ୍କ ଜୀବନରେ ହସ୍ତକ୍ଷେପ କରିବାର କାହାର ଅଧିକାର ନାହି । ସନ୍ଦିପ କୁମାର ଓ ଅନ୍ୟ ମାନଙ୍କର ହାବିସ କର୍ପୋଶ ଆବେଦନ ଉପରେ ଆଇ କୋର୍ଟ ର ଏକ ବେଞ୍ଚ ଆଇ ନିର୍ଦ୍ଦେଶ ଦେଇଛନ୍ତି ।

ବାସ୍ତବରେ ବାପଘର ବାସିନ୍ଦା ସନ୍ଦିପ କୁମାର ଙ୍କ ସ୍ତ୍ରୀ ଙ୍କୁ ତାଙ୍କ ବାପା ଘରେ ବନ୍ଦୀ କରିଥିବା ଅଭିଯୋଗ କରିଥିଲେ । ସ୍ତ୍ରୀ ଙ୍କ ପରିବାରର ସଦସ୍ୟ ଉକ୍ତ ଯୁବକ ଙ୍କ ବିରୁଦ୍ଧରେ ମାମଲା ଦାୟର କରିଥିଲେ । ଉବକ ତାଙ୍କ ଝିଅ କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ କୋର୍ଟ ଉକ୍ତ ଯୁବତୀ ଙ୍କୁ ଡକାଇ ଥିଲେ । କୋର୍ଟ ରେ ହାଜର ହୋଇଥିବା ମହିଳା ଜଣକ କହିଥିଲେ ସେ ତାଙ୍କ ସ୍ଵାମୀ ଙ୍କ ସହ ରହିବାକୁ ଚାହୁଁଛନ୍ତି । ଆଉ ଯୁବତୀ ଙ୍କ ବି ବୃତ୍ତିଆ ପରେ କୋର୍ଟ ତାଙ୍କ ସ୍ଵାମୀଙ୍କ ସହ ରହିବାକୁ ଅନୁମତି ଦେଇଛନ୍ତି ।

ଏହା ସହ ପରିବାର ସଦସ୍ୟ ଉଭୟଙ୍କ ଜୀବନରେ କୌଣସି ପ୍ରକାରର ହସ୍ତଖେପ କରିବାକୁ ବାରଣ କରା ଯାଇଛି । କୁହା ଯାଇଛି ଯେ ଉଭୟ ଯୁବକ ଓ ଯୁବତୀ ପରସ୍ପରକୁ ଭଲ ପାଉଛନ୍ତି । ସେମାନେ ଉଭୟ ମଧ୍ୟ ବିବାହ କରିଛନ୍ତି । କିନ୍ତୁ ପରିବାର ସେମାନଙ୍କୁ ଏକାଠି ରହିବାକୁ ଦେଉ ନାହନ୍ତି । ଏ ସମ୍ପର୍କରେ କୋର୍ଟ ରେ ଏକ ପିଟିସନ ଦାଖଲ କରା ଯାଇଥିଲା ।

ଆବଦେନ କାରୀ କୋର୍ଟ କହିଛନ୍ତି ଉଭୟ ପୁଅ ଓ ଝିଅ ସାବାଳକ । ସେମାନେ ଦୁହେଁ ଏକାଠି ରହିବାକୁ ଚାହୁଁଛନ୍ତି କିନ୍ତୁ ପରିବାର ସେମାନଙ୍କୁ ଏକାଠି ରହିବାକୁ ଦେଉ ନାହନ୍ତି । ତେବେ କୋର୍ଟ ଦୁହିଙ୍କ ସହମତି ପରେ ବନ୍ଦୀ ପ୍ରତ୍ୟକ୍ଷୀ କାରଣ ଆବେଦନକୁ ସ୍ଵୀକାର କରି ସ୍ତ୍ରୀ ଙ୍କୁ ସ୍ବାମୀଙ୍କ ସହ ରହିବାକୁ ଅନୁମତି ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *