ଯେବେ ପ୍ରେମ ବଦଳରେ ଆପଣଙ୍କୁ ପ୍ରେମ ମିଳୁ ନାହିଁ ତେବେ ନିଶ୍ଚୟ ଏହା କରନ୍ତୁ, ଦେଖିବେ ଆପଣଙ୍କୁ ନିଶ୍ଚୟ ଆପଣଙ୍କର ସଚ୍ଚା ପ୍ରେମ ମିଳିବ

ବନ୍ଧୁଗଣ ଯଦି ଆପଣ କାହାର ଭଲ ପାଇବା ପାଇବାକୁ ଚେଷ୍ଟା କରୁଛନ୍ତି ବା କାହାକୁ ଭଲ ପାଇ ବି ଆପଣଙ୍କୁ ତାଙ୍କର ପ୍ରେମ ମିଳୁ ନାହିଁ ତେବେ କଣ କରିବେ ଆସନ୍ତୁ ଜାଣିବା । 1- ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ ଆପଣଙ୍କ ସହ କଥା ହେଉଛି କିନ୍ତୁ ଭଲ ପାଇବା ଦେଉ ନାହାନ୍ତି । ଆପଣଙ୍କୁ ସମୟ ଦେଉଛନ୍ତି ଆପଣଙ୍କୁ ଭଲ ପାଇବା ମିଳୁ ନାହିଁ ।

କାହା ପଛରେ ଗୋଡାଇ ତାକୁ ଭଲ ପାଇବା ମାଗିବା, ବାରମ୍ବାର ତାଙ୍କୁ କହିବା ମୁଁ ତୁମକୁ ଭଲ ପାଉଛି ତୁମେ ବି ମୋତେ ଭଲ ପାଅ । ଏହା କିନ୍ତୁ ଠିକ ନୁହେଁ । ପ୍ରେମର ବହୁତ ମୂଲ୍ୟ ରହିଥାଏ । ଯଦି ଆପଣଙ୍କର ମୂଲ୍ୟ ନାହିଁ ତେବେ ସେ ଆପଣଙ୍କୁ କାହିଁକି ଭଲ ପାଇବେ । ତେଣୁ ଭଲ ପାଇବାକୁ ପାଇବା ପାଇଁ କାହା ପଛରେ ଗୋଡାନ୍ତୁ ନାହିଁ । ଏମିତି କିଛି କରନ୍ତୁ ଯେମିତି ସେ ଆପଣଙ୍କ ପଛରେ ଗୋଡାଇବେ ।

2- ଯେବେ ଆପଣ ନିଜ ସାଥିଙ୍କ ପାଇଁ ଉପସ୍ଥିତ ରହୁଛନ୍ତି ତେବେ ସେ ଭାବୁଛନ୍ତି ଆପଣ ତାଙ୍କ ପାଇଁ ପାଗଳ ଅଛନ୍ତି । ଏମିତି ହେଲେ ସେ ଆପଣଙ୍କୁ କେବେ ବି ଭଲ ପାଇବା ଦେବେ ନାହିଁ । ନିଜ ସାଥିଙ୍କ ପ୍ରତେକ ଡିମାଣ୍ଡ ପୁରା କରିବା ବନ୍ଦ କରନ୍ତୁ । ଅନେକ ଥର ଆପଣ ତାଙ୍କୁ ମୌକା ଦିଅନ୍ତୁ ସେ ଆପଣଙ୍କୁ ଖୋଜିବେ । ଯେବେ ଯାଏଁ ସେ ଆପଣଙ୍କୁ ମନେ ନ ପକାଇବେ ସେ ଆପଣଙ୍କୁ ଭଲ ପାଇବେ ନାହିଁ କି ଆପଣଙ୍କୁ ଖୋଜିବେ ନାହିଁ । ତେଣୁ 24 ଘଣ୍ଟା ନିଜ ସାଥିଙ୍କ ପାଇଁ ଉପସ୍ଥିତ ରୁହନ୍ତୁ ନାହିଁ ।

3- ଯେବେ ଆପଣ କାହାକୁ ଭଲ ପାଉଛନ୍ତି ଆଉ ସେ ଯାହା ମାଗୁଛନ୍ତି ବା କହୁଛନ୍ତି ଆପଣ ସଙ୍ଗେ ସଙ୍ଗେ ହଁ କହୁଛନ୍ତି କିମ୍ବା ସେହି କାମ କରି ଦେଉଛନ୍ତି । ପ୍ରତେକ କ୍ଷେତ୍ରରେ ହଁ କହିବ ଜରୁରୀ ନୁହେଁ । ତାଙ୍କୁ ଦେଖାନ୍ତୁ ଆପଣଙ୍କ ପାଇଁ ସମୟ ଜରୁରୀ ଅଟେ । ଯଦି ଆପଣ ଥରେ ତାଙ୍କୁ ନାଁ କହିବେ ତେବେ ସେଠି ପ୍ରେମ ସରିଯିବ । ତେଣୁ ନିଜକୁ ପ୍ରଥମେ ସମୟ ଦିଅନ୍ତୁ ତାପରେ ଆଉ କାହାକୁ ଦେଖନ୍ତୁ ।

4- ଆପଣ ଯାହାଙ୍କୁ ଭଲ ପାଉଛନ୍ତି ନିଜକୁ କେବେ ଚେଞ୍ଜ କରନ୍ତୁ ନାହିଁ । କାହା ପାଇଁ ନିଜ ଲାଇଫ ଷ୍ଟାଇଲକୁ ଚେଞ୍ଜ କରନ୍ତୁ ନାହିଁ । ନିଜ ସାଥିଙ୍କ ହିସାବରେ ଚାଲିବା, ତାଙ୍କର ସବୁ କଥା ମାନିବା ତାହା ଭୁଲ । ଆପଣ ଯାହା ସେୟା ଦେଖାନ୍ତୁ । କାରଣ ବଦଳୁଥିବା ମଣିଷ କେବେ କାହାର ହୁଅନ୍ତି ନାହିଁ ।

5- ଯଦି ଆପଣଙ୍କୁ କାହାର ଭଲ ପାଇବା ଦରକାର ତେବେ ତାର ବିଶ୍ଵାସ ଜିତନ୍ତୁ । ହୋଇପାରେ ସେ ଭୟ କରୁଛନ୍ତି କିଛି ହରାଇବାକୁ ବା ଅତୀତର କିଛି କଥା ଅଛି । ତେବେ ଯାଇ କେହି ଆପଣଙ୍କୁ ଭଲ ପାଇବେ । ଆପଣଙ୍କୁ ବିଶ୍ଵାସ ଦେବାକୁ ହେବ କି ଆପଣ ଠିକ ଓ ସଚ୍ଚୋଟ ମଣିଷ ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *