ପୋଲିସକୁ ଆଇନ ପଢାଇଲେ Priyanka Gandhi, ଭାଇରାଲ ହେଲା Video

ଉତ୍ତର ପ୍ରଦେଶର ଲଖୀମପୁର ଖୀରୀରେ ରବିବାରକୁ ଚାଷୀମାନଙ୍କ ପ୍ରଦର୍ଶନ ସମୟରେ ହିଂ-ସା-ରେ ୮ ଜଣ ଲୋକମାନଙ୍କ ମୃ-ତ୍ୟୁ ହୋଇ ଯାଇଛି । ଏଥିରେ ୪ ଜଣ ଚାଷୀ, ୩ ବିଜେପି କାର୍ଯ୍ୟକର୍ତା ଓ ଜଣେ ବିଜେପି ନେତାର ଡ୍ରାଇଭର ସାମିଲ ଅଛି । ଏହା ମଧ୍ୟରେ ଲଖୀମପୁର ଖୀରୀ ମାମଲାକୁ ନେଇ ଉତ୍ତର ପ୍ରଦେଶର ରାଜନୀତି ଗ-ର-ମ ହୋଇ ଯାଇଛି ଓ ଅଲଗା ଅଲଗା ପାର୍ଟିର ନେତାମାନେ ଲଖୀମପୁର ଖୀରୀକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି । ଏହା ମଧ୍ୟରେ ପୋ-ଲି-ସ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଗି-ର-ଫ କରିଛି ।

ପ୍ରିୟଙ୍କା ଗାନ୍ଧୀ ଗତକାଲି ଲକ୍ଷ୍ନୌରୁ ଲଖୀମପୁର ଖୀରୀ ଆଡକୁ ଯାଇ ଥିଲେ । ପ୍ରିୟଙ୍କା ଗାନ୍ଧୀ ଗାଡି ଗୁଡିକ ପୋ-ଲି-ସକୁ ଚକମା ଦେଇ ଲଖୀମପୁର ଖୀରୀ ଅଞ୍ଚଳକୁ ପଶି ଯାଇ ଥିଲେ । କିନ୍ତୁ ପରେ ପ୍ରିୟଙ୍କା ସୀତାପୁରର ହରଗାଁରେ ଗି-ର-ଫ କରିନେଲା ଓ ତାଙ୍କୁ ପୋ-ଲି-ସ ଲାଇନ ନେଇ ଆଯାଇଛି । ପୋ-ଲି-ସ ପ୍ରିୟଙ୍କା ଗାନ୍ଧୀଙ୍କୁ ଗି-ର-ଫ କରିବା ସମୟରେ ପୋ-ଲି-ସ ସହ ତାଙ୍କର ଝ-ଗ-ଡା ମଧ୍ୟ ହୋଇଥିଲା । ଯାହାର ଗୋଟିଏ ଭି-ଡି-ଓ ବର୍ତ୍ତମାନ ସାମ୍ନାକୁ ଆସୁଛି ।

ଯେଉଁଥିରେ ଦେଖି ପାରିବେ କି ପୋ-ଲି-ସ ଯେତେବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ଗି-ର-ଫ କରିବାକୁ ଚେଷ୍ଟା କରୁଛି ସେହି ସମୟରେ ସେ ତାଙ୍କର ହାତ ଛାଡିବା ପାଇଁ ପୋ-ଲି-ସ କହୁଛନ୍ତି ଓ ଆପଣ ଦେଖି ପାରିବେ କି ସେ ପୋ-ଲି-ସଙ୍କୁ ଧମକ ମଧ୍ୟ ଦେଉଛନ୍ତି ।

ଏହାରି ମଧ୍ୟରେ ପ୍ରିୟଙ୍କା ଗାନ୍ଧୀଙ୍କ ଜଣେ ସହଯୋଗୀ କହୁଛନ୍ତି କି ସେ ସମସ୍ତଙ୍କୁ ସୁପ୍ରିମ କୋର୍ଟକୁ ନେଇଯିବେ । ମହିଳା ପୋ-ଲି-ସ କର୍ମୀ ପ୍ରିୟଙ୍କା ଗାନ୍ଧୀଙ୍କୁ ତାଙ୍କ ସହ ସହଯୋଗ କରିବା ପାଇଁ କହୁଛନ୍ତି । କିନ୍ତୁ ପ୍ରିୟଙ୍କା ଗାନ୍ଧୀ ତାଙ୍କ ସହ ଯୁକ୍ତି କରିବାରେ ଲାଗିଛନ୍ତି । ପ୍ରିୟଙ୍କା ଗାନ୍ଧୀ ପୋ-ଲି-ସର ମୁଖ୍ୟ ଅଧିକାରୀଙ୍କ ସହ ବି ଯୁକ୍ତି କରୁଥିବାର ନଜର ଆସୁଛନ୍ତି ।

ସେ କହୁଛନ୍ତି କି ଆପଣ ମୋତେ ଧକା ମାରି ଏହି ସ୍ଥାନକୁ ଆଣିଛନ୍ତି । ତମର କୌଣସି ବି ଅଧିକାର ନାହିଁ ମୋତେ ଏଠି ଆଣିବା ପାଇଁ । ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗକୁ କହୁଛନ୍ତି କି ତୁମେ ପ୍ରଥମେ ଆରେଷ୍ଟ ୱାରେଣ୍ଟ ବାହାର କର ଓ ମୋତେ ଆରେଷ୍ଟ କରି ନେଇ ଯାଅ । କିନ୍ତୁ ବିନା କୌଣସି ୱାରେଣ୍ଟରେ ଓ ବିନା କୌଣସି ଅର୍ଡରରେ ମୋତେ ଗି-ର-ଫ କରି ପାରିବ ନାହିଁ ।

Leave a Reply

Your email address will not be published. Required fields are marked *