ଅଲିଉଡ ଦୁନିଆରେ ବହୁତ ଅଭିନେତା ଓ ଅଭିନେତ୍ରୀ ଆସିଲେ ଆଉ ନିଜ ନା କରି ଦେଇ ଗଲେ କିନ୍ତୁ ଉତ୍ତମ ମହାନ୍ତି ଭଳି ସୁପର ଷ୍ଟାର ବହୁତ କମ ଆସିଛନ୍ତି । ସେ ତାଙ୍କ କାମକୁ ଭଗବାନ ମାନୁଥିଲେ ଆଉ ବର୍ତମାନ ମଧ୍ୟ ନିଜ ପୁଅ ବାବୁସାନଙ୍କୁ ଏହି ଶିକ୍ଷା ଦେଇଛନ୍ତି । ଉତ୍ତମ ମହାନ୍ତି ବହୁତ ଭଲ ଅଭିନେତା ଥିଲେ ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନ ବେସ ଭଲ ଭାବରେ କିଣିଥିଲା ଆଜିବି ଲୋକେ ତାଙ୍କ ଅଭିନୟ ଦେଖିବାକୁ ଇଛା କରନ୍ତି କିନ୍ତୁ ବୟସ ହବାରୁ ସେ ଅଧିକ ଅଭିନୟ କରୁ ନାହାନ୍ତି । ଆଜି ଆମେ ବାବୁସାନଙ୍କ ବିଷୟରେ କିଛି କଥା କହିବାକୁ ଯାଉଛୁ ।
ବାବୁସାନ ଓଡିଆ ଚଳଚିତ୍ର ବହୁତ ବଡ କଳାକାର ହୋଇ ଯାଇଛନ୍ତି କିନ୍ତୁ ଗୋଟେ ସମୟ ଥିଲା ଯେତେବେଳେ ସେ ଭଲ ପାଠ ପଢୁ ନଥିଲେ ଆଉ ବାପାଙ୍କ ଠାରୁ ବହୁତ ଗାଳି ଖାଉଥିଲେ କିନ୍ତୁ କିଏ ଜାଣିଥିଲା ସେହି ଛୋଟ ଛୁଆ ବଡ ହୋଇ ଏତେ ବଡ ଅଭିନେତା ହୋଇଯିବେ । ଆପଣ ମାନଙ୍କୁ ଆମେ କହିବାକୁ ଚାହୁଞ୍ଚୁ ଯେ ବାବୁସାନ ନିଜ ଛୁଆ ବେଳ ସାଙ୍ଗ ତୃପ୍ତି ସହ ବିବାହ କରିଛନ୍ତି ସେ ଛୁଆ ବେଳୁ ତୃପତିଙ୍କୁ ବହୁତ ଭଲ ପାଉଥିଲେ ।
ଆଉ ୨୦୧୫ରେ ସେ ତୃପତିଙ୍କ ସହ ବିବାହ କଲେ ଆଉ ତା ପରେ ସିନେମା ଦୁନିଆରେ ପାଦ ରଖିଥିଲେ ଯାହା ପରେ ବହୁତ ପରିଶ୍ରମ କରି ସେ ବହୁତ ଉପରକୁ ଉଠିଥିଲେ ଆଉ ଆଜି ପର୍ଯ୍ୟନ୍ତ ସେ ନଂ ୧ ଅଭିନେତା ଭାବରେ କାମ କରୁଛନ୍ତି । ବାବୁସାନ ବହୁତ ଦର୍ଶକ ମାନଙ୍କ ମନ କିଣି ପାରିଛନ୍ତି, ଏହାର ମୁଖ୍ୟ କାରଣ ତାଙ୍କ ଅଭିନୟ ଅଟେ ଆଉ ତାଙ୍କ କ୍ୟୁଟ ଲୁକ ଅଟେ । ତୃପ୍ତି ଗତ ବର୍ଷ ୨୦୨୦ରେ ଗର୍ଭବତୀ ହୋଇଥିଲେ । ଆଉ କିଛି ଦିନ ତଳେ ସେ ଘରୋଇ ନର୍ସିଙ୍ଗ ହୋମରେ ପୁଅ ସନ୍ତାନକୁ ଜନ୍ମ ଦେଇଛନ୍ତି ।
ତେବେ ଡକ୍ଟର ମାନଙ୍କ କହିବା ଅନୁଯାଇ ଛୁଆ ଆଉ ମା ଦୁହେଁ ବହୁତ ଭଲ ଅଛନ୍ତି ଯାହା ପରେ ବାବୁସାନ ନିଜ ଛୁଆ ଆଉ ନିଜ ସ୍ତ୍ରୀ ତୃପ୍ତିଙ୍କୁ ଘରକୁ ନେଇ ଆସିଛନ୍ତି ଯାହା ପରେ ତାଙ୍କ ମା ବାପା ଦୁହିଙ୍କ ଖୁସି ଭରପୁର ମିଳିଛି । ବର୍ତମାନ ବାବୁସାନ ନିଜ ପରିବାର ସହ ବହୁତ ଖୁସି ସମୟ ବ୍ଯତୀତ କରୁଛନ୍ତି, ତେବେ ଏହି ସବୁ ଫଟୋ ସେ ନିଜ ସୋଶିଅଲ ମିଡିଆରେ ପକାଇଛନ୍ତି ଆଉ ଫ୍ୟାନ୍ସ ମାନେ ବହୁତ ଖୁସି ଅଛନ୍ତି ବାବୁସାନ ପୁଅକୁ ଦେଖି ଆଉ ଏହି ସମୟ ପାଇଁ ସମସ୍ତେ ଅପେକ୍ଷା ମଧ୍ୟ କରିଥିଲେ ।