ବିଶ୍ଵବାସୀଙ୍କୁ ସତର୍କ କଲା NASA: ପୃଥିବୀ ଆଡକୁ ମାଡି ଆସୁଛି ବିରାଟ ଧୂମକେତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାଡି ଆସୁଛି ପୃଥିବୀ ଉପରେ ବିରାଟକାୟ ଧୂମକେତୁ । ଘଣ୍ଟା ପ୍ରତି ୫୦୦୦ କିମି ବେଗରେ ଧୂମକେତୁ ପୃଥିବୀ ଆଡକୁ ଆସିବାରେ ଲାଗିଛି । ଏହାର ସୂଚନା ଦେଇଛନ୍ତି ଆମେରିକାର ନାସା ଏଜେନ୍ସି । ବିଶ୍ଵକୁ ଚେତାବନୀ ଦେଇ ନାସା କହିଛି ଯେ ପୃଥିବୀ ଆଡକୁ ଏକ ବିଶାଳକାୟ ଆଷ୍ଟ୍ରୋଏଟ ଦ୍ରୁତ ଗତିରେ ମାଡି ଆସୁଛି । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ଏହି ବିରାଟକାୟ ଧୂମକେତୁଟି ଆକାର ରେ ସାଏସ୍ରା ଆଇସିଏଲ ଠାରୁ ଆହୁରୀ ବଡ ଅଟେ ।

ଆକାରରେ ଧୂମକେତୁ ଟି ବିରାଟ ହୋଇଥିବା ବେଳେ ଏହା ଦେଖିବାକୁ ଭୟଙ୍କର । ପୃଥିବୀ ଆଡକୁ ମାଦୁ ଆସୁଥିବା ଧୂମକେତୁର ନାଁ ରହିଛି ୪୬୬୦-ନେରିୟୁସ । ଏହାର ଆକାର ଗୋଟିଏ ଫୁଟବଲ ଗ୍ରାଉଣ୍ଡ ଠାରୁ ପ୍ରାୟ ୩ଗୁଣା ବଡ । ଆସନ୍ତା ଡିସେମ୍ବର ୧୧ ରେ ଏହି ଧୂମକେତୁ ପୃଥିବୀର ଖୁବ ନିକଟତର ଦେଇ ଗତି କରିପାରେ ବୋଲି ନାସା ପକ୍ଷ ରୁ ସୂଚନା ଜାରି କରା ଅଯାଇଛି । ଏହି ଧୂମକେତୁ କ୍ଷିପ୍ର ଗତିରେ ମାଡି ଆସୁଥିବା ଯୋଗୁ ପୃଥିବୀ ପାଇଁ ବିପଦ ଜଣକ ହେବ କି ନାହି ତାହା ଆଉ କିଛି ଦିନ ମଧ୍ୟରେ ଜଣା ପଡିବ ।

କାରଣ ଏହ ପୃଥିବୀ ଠାରୁ ବର୍ତ୍ତମାନ ୩୯ଲକ୍ଷ କିମି ଦୂରରେ ରହିଛି । ଯାହା ପୃଥିବୀ ଓ ଚନ୍ଦ୍ର ର ଦୂରତା ଠାରୁ ପ୍ରାୟ ୧୦ ଗୁଣା ଅଧିକ ରହିଛି । ଘଣ୍ଟା ପ୍ରତି ପ୍ରାୟ ୫୦୦୦ କିମି ଦୂରରେ ମାଡି ଆସୁଥିବା ଏହି ବିରାଟକାୟ ଧୂମକେତୁ ପୃଥି ପୃଷ୍ଠାର ଖୁବ ନିକଟତର ଦେଇ ଗତି କରିପାରେ । ଅନ୍ତରିକ୍ଷ ରେ ଥିବା ୯୦ ପ୍ରତିଶତ ଧୂମକେତୁ ଏହା ଠାରୁ ଖୁବ ଛୋଟ ଅଟେ । ପୂର୍ବ ରୁ ପୃଥିବୀ ରେ ଏମିତି ଆଷ୍ଟ୍ରୋଏଟ ମାଡି ଆସିଥିଲେ ମଧ୍ୟ ଧକ୍କା ହେବା ସମ୍ଭାବନା କମ ରହିଥିଲା ।

କିନ୍ତୁ ଏହାର ଗତି ଓ ସ୍ଥିତି କୁ ଦେଖି ବିଶ୍ଵବାସୀ ଙ୍କୁ ଚେତାବନୀ ଦେବାକୁ ବାଧ୍ୟ ହୋଇଛି ସ୍ପେସ ଏଜେନ୍ସି ନାସା । ପ୍ରତି ୧୦ ଲକ୍ଷ ବର୍ଷରେ ଏହିଭଳି ଆଷ୍ଟ୍ରୋଏଟ ଥରେ ଦେଖିବାକୁ ମିଳେ ବୋଲି କୁହା ଯାଉଛି । ଏ ବିଶ୍ବରେ ପ୍ରତି ଦିନ ଅଜବ ଘଟଣା ଦେଖିବାକୁ ମିଳୁଛି । ଅନେକ ଥର ମହାକାଶରେ ଘୁରି ବୁଲୁଥିବା କ୍ଷୁଦ୍ର ଗ୍ରହ ଗୁଡିକ ପୃଥିବୀ ପାଇଁ ବିପଦ ଜଣକ ସାବ୍ୟସ୍ତ ହେଉଛି । ଏହା ସହ ଅନେକ ଧୂମକେତୁ ପୃଥିବୀ ପୃଷ୍ଠ ରେ ମାଡ ହୋଇ ଅନେକ କ୍ଷତି କରିଥାନ୍ତି । ତେଣୁ ଏଥିପାଇଁ ଦେଶବାସୀ ସତର୍କ ରହିବା ଉଚିତ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *