NASA ଦେଲା ୱାର୍ଣ୍ଣିଂ! ପୃଥିବୀ ଆଡକୁ ମାଡି ଆସୁଛି ଉଲକାପିଣ୍ଡ, ସପ୍ତାହ ମଧ୍ୟରେ ପୃଥିବୀ ସହ ହୋଇପାରେ ଧକ୍କା

୨୦୧୯ରୁ ସାରା ଦେଶରେ କୋରୋନା ମହାମାରୀ ବ୍ୟାପିବାରେ ଲାଗିଛି । ଏହି ମହାମାରୀ ଦୁନିଆକୁ ନିଜ ଅଧୀନରେ ରହିବାକୁ ବାଧ୍ୟ କରିଥିଲା । ଏବେ ପୁଣି ଥରେ ଏହାର ନୂଆ ଭ୍ୟାରିଆଣ୍ଟ ହଇଚଇ ସୃଷ୍ଟି କରିବା ଆରମ୍ଭ କରି ଦେଇଛି । ଏହି ସମୟରେ ପୃଥିବୀ ଆଡକୁ ଏକ ନୂତନ ସମସ୍ଯା ମାଡି ଆସୁଛି । ନେରସ ନାମକ ଏକ ଉଲକାପିଣ୍ଡ ଯାହାର ଅନ୍ତରିକ୍ଷ ଠାରୁ ୩୦୦କିମି ବଡ ପୃଥିବୀ ଆଡକୁ ମାଡି ଆସୁଛି ।

ଏହି ଉଲକାପିଣ୍ଡ ଆପୀଫିଏଲ ଟାୱାର ଠାରୁ ମଧ୍ୟ ଉଚ୍ଚତାରେ ବଡ । କୁହା ଯାଉଛି ଏହି ଗ୍ରହଟି ପ୍ରତି ସେକେଣ୍ଡରେ ୪ ମାଈଆଳ ବେଗରେ ପୃଥୁବୀ ଆଦାକୁ ଗତି କରୁଛି । ଡିସେମ୍ବର ୧୧ ଆଡକୁ ଏହା ପୃଥିବୀର ବକ୍ଷ ପଥରେ ପହଞ୍ଚିବ ବୋଲି ଆଶଙ୍କା କରା ଯାଉଛି । ନାସାର ରିପୋର୍ଟ ଅନୁଯାୟୀ ଆସନ୍ତା ସପ୍ତାହରେ ଏଭଳି ଏକ ବୃହତ୍ତ ଗ୍ରହ ପୃଥିବୀକୁ ଧକ୍କା ଦେଇପାରେ ।

ଯାହା ଏକ ବିରାଟକାୟ ଧ୍ଵଂସ ଆଣିପାରେ । ନାସା ଦ୍ଵାରା କରା ଯାଇଥିବା ଗଣନା ଅନୁଯାୟୀ ଏହି ଉଲକାପିଣ୍ଡ ଆସନ୍ତା ସପ୍ତାହ ସୁଧା ପୃଥିବୀର କକ୍ଷରେ ଫଞ୍ଚିବ । ଏହା ପୃଥିବୀର ଅତି ନିକଟରେ ଘୁରି ବୁଲିବ । ଏହି ସମୟରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏହାକୁ ଆକର୍ଷଣ କରେ ତେବେ ପୃଥିବୀର ବିନାଶ ସୁଞ୍ଚିନ୍ତ ଅଟେ ।

ତେବେ ଏହାର ସମ୍ଭାବନା ବହୁତ କମ ବୋଲି ନାସା ତରଫରୁ ସୂଚନା ରହିଛି । ନାସା ଏହି ଗ୍ରହର ନାଁ ୪୪୬୦ ନେରସ ରଖିଛି । ନାସା ଏହାକୁ ବିପଦ ଜଣକ ବର୍ଗରେ ସ୍ଥାନିତ କରିଛି । ଏହି ଗ୍ରହ ପୃଥିବୀ ଓ ଚନ୍ଦ୍ର ଦୂରତା ଠାରୁ ୧୦ ଗୁଣ ଅଧିକ ଦୂରରେ ଅତିକ୍ରମ କରିବ । ଏହା ସତ୍ବେ ନାସା ଏହାକୁ ଏକ ବଡ ବିପଦ ବୋଲି କହିଛି ।

ଯେଉଁ ଗତିରେ ଏହା ପୃଥିବୀ ଆଡକୁ ମାଡି ଆସୁଛି ତାହା ଆସନ୍ତା ସପ୍ତାହ ସୁଧା ପୃଥିବୀ ବକ୍ଷରେ ପହଞ୍ଚିବ ବୋଲି କୁହା ଯାଉଛି । ସୂଚନା ଅନୁସାରେ ଆସନ୍ତା ସପ୍ତାରେ ମାଡି ଆସୁଥିବା ଏହି ଉଲକପିଣ୍ଡକୁ ୧୯୮୨ ମସିହା ଫେବ୍ରୁଆରି ୨୮ରେ ଜ୍ୟୋର୍ତିବିଜ୍ଞାନ ଏଲିନୋ ଏଫ ଫେଳି ଆବିଷ୍କାର କରିଥିଲେ । ସେହି ସମୟରୁ ଜାପାନ ଓ ନାସା ସ୍ପେସ ଏଜେନ୍ସି ଏହା ଉପରେ ନଜର ରଖିହନ୍ତି ।

ବର୍ତ୍ତମାନ ଯେତେବେଳେ ଆସନ୍ତା ସପ୍ତାହରେ ଏହା ପୃଥିବୀ ନିକଟକୁ ଅତିକ୍ରମ କରିବାକୁ ଯାଉଛି ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଭୟର କାରଣ ହେଉଛି ଇତିହାସର ଘଟଣା । ଯେତେବେଳେ ଏକ ଉଲକାପିଣ୍ଡ କାରଣରୁ ଏକ ଡାଇନାସୋର ବଂଶ ଲୋପ ପାଇ ଯାଇଥିଲା ଏଥିପାଇଁ ଏଭଳି ଘଟଣା ଯେମିତି ନ ହୁଏ ବୈଜ୍ଞାନିକ ମାନେ ଯଥା ସମ୍ଭବ ଉଦ୍ୟମ କରୁଛନ୍ତି । ଏହି କାରଣରୁ ଏହି ଉଲକାପିଣ୍ଡ ପ୍ରତି ବିଶେଷ ଧ୍ୟାନ ରହିଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *