ସଞ୍ଜିବନୀ ବୁଟୀ ମଧ୍ୟ ଫେଲ ଏହା ଆଗରେ, ପୃଥିବୀର ଅମୃତ ଅଟେ ଏହି ଜିନିଷ

ବନ୍ଧୁଗଣ ଭଗବାନ ଶିବଙ୍କର ଭକ୍ତଙ୍କର କୌଣସି ଅଭାବ ନାହିଁ । ଭକ୍ତମାନେ ଭାଗନାନଙ୍କୁ ଖୁସି କରାଇବା ପାଇଁ ବହୁତ ପ୍ରକାରର ଜିନିଷ ଚଢେଇ ଥାନ୍ତି । ଯାହା ମଧ୍ୟରୁ ଧତୁରା ମଧ୍ୟ ଏକ ଅଟେ । ଧତୁରା ଏବଂ ତାର ଫୁଲ ଭଗବାନ ଶିବଙ୍କର ବହୁତ ପ୍ରିୟ ଅଟେ । ମାତ୍ର ଯେବେ ତାକୁ ବ୍ୟବହୃତ କରିବାକୁ ପଡିଥାୟେ ଆମେ କହିଥାଉ ଯେ ସେଥିରେ ବିସ ତଥା ଜହର ଅଛି ବୋଲି । ଧ୍ତୁରା କୁ ଆୟୁର୍ବେଦ ରେ ବିଷ ଶ୍ରେଣୀରେ ରଖାଯାଇଥିଲେ ମଧ୍ୟ ଏହାକୁ ଔଷଧରେ ବ୍ୟବହୃତ କରାଯାଇଥାଏ ।

ଧତୁରା ଗୋଟିଏ ଏଭଳି ଜିନିଷ ଯାହାକୁ ସଠିକ ଭାବେ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ମୁଣ୍ଡର କେଶ ସମସ୍ଯା ଦୂର ହୋଇଥାଏ । ଆଣ୍ଠୁ ଗଣ୍ଠି ର ସମସ୍ଯା ଦୂର କରିପାରିବେ, ଆସଥ୍ମା ର ପ୍ରୋବ୍ଲେମ ମଧ୍ୟ ଆପଣ ଧତୁରା ଦୂର କରିପାରନ୍ତି । ଅନେକ ଏଭଳି ପ୍ରୋବଲେମ ଅଛି ଯାହା କେବଳ ଧ୍ତୁରା ଦ୍ଵାରା ଠିକ ହୋଇପାରିବ । ଆସନ୍ତୁ ଏବେ ଜାଣିବା ଧତୁରା ର ବ୍ୟବହାର କିଭଳି କରିବେ ଯାହାଦ୍ୱାରା ନାନା ପ୍ରକାର ବେମାରିକୁ ଆପଣ ଦୂର କରି ପାରିବେ । ବନ୍ଧୁଗଣ ଧ୍ତୁରା ଏକ ଏଭଳି ଜିନିଷ ଯାହାକୁ ବିଷର ଆଖ୍ୟା ଦିଆଯାଇଛି ।

ଏଣୁ ଯଦି ଏହାକୁ ସଠିକ ଭାବେ ବ୍ୟବହାର କରାଯାଇନଥାଏ ତେବେ ଏହା ଆପଣଙ୍କ ପାଇଁ ଘାତକ ମଧ୍ୟ ହୋଇଥାଏ । ଆପଣ ଏହାକୁ ଯଦି ବ୍ୟବହାର କରିବାର ପଦ୍ଧତି ଜାଣିନାହାନ୍ତି । ତେବେ ଏହାକୁ ବ୍ୟବହାର କରନ୍ତୁ ନାହି ।

୧- ବନ୍ଧୁଗଣ ଯଦି ଆପଣଙ୍କ କେଶ ଅଧିକ ମାତ୍ରାରେ ଉପୁଡୁଛି, ତେବେ ଧ୍ତୁରା ରସକୁ କାଢି ନିଜ କେଶ ରେ ହାଲକା ହାଲକା ମସାଜ କରି ଲଗାନ୍ତୁ, ସପ୍ତାହକୁ ୨ ଥର ଲଗାନ୍ତୁ, ଏହାର ଉପକାର ଆପଣ ଗୋଟିଏ ମାସରେ ଦେଖିବାକୁ ପାଇବେ । ଯଦି ଆପଣଙ୍କ କେଶ ଝଡି ଝଡି ଆପଣ ଚନ୍ଦା ହୋଇଯାଇଛନ୍ତି ତେବେ ମଧ୍ୟ ଏହାର ବ୍ୟବହାର କରନ୍ତୁ ଦେଖିବେ ଏହି ସମସ୍ୟାଟି ସଂପୂର୍ଣ୍ଣ ଭାବେ ସମାପ୍ତ ହୋଇଯିବ ।

୨- ବନ୍ଧୁଗଣ ଶାରୀରର ଆଣ୍ଠୁ ଗଣ୍ଠିରେ ପ୍ରୋବ୍ଲେମ ଥିଲେ ଆପଣ ଧତୁରା ର ବିଜର ତେଲରୁ ମାଲିସ କରନ୍ତୁ । ଯଦି ଆପଣ ଏପରି କରନ୍ତି ତେବେ ଏହି ସମସ୍ଯା ୧ ରୁ ୨ ମାସ ମଧ୍ୟରେ ସମାପ୍ତ ହୋଇଯିବ ।

୩- ଏହା ବ୍ଯତୀତ ଯଦି ଆପଣ ଆସ୍ଥମାର ରୋଗୀ ଅଟନ୍ତି । ଏହି ରୋଗୀ ମାନଙ୍କୁ ନିଶ୍ଵାସ ନେବାରେ ବହୁତ ପ୍ରୋବଲେମ ହୋଇଥାଏ । ଆଜିକାଲିର ପୋଲୂସନ ଯୋଗୁଁ ଅସ୍ଥମାର ପ୍ରୋବ୍ଲେମ ହୋଇଥାଏ । ଏଥିପାଇଁ ଆପଣଙ୍କୁ ଧତୁରା ର ଭସମ ର ଅଧା ଚାମଚ ମହୁ ସହିତ ମିଶେଇ ନୀତିଦିନ ସେବନ କରନ୍ତୁ । ଏହାକୁ ଅଧିଆକ ଆଦୌ ନେବେନାହି । ଅଧାଗ୍ରାମ ଧତୁରା ଗୁଣ୍ଡ ରେ ଗୋଟିଏ ଚାମଚ ମହୁ ମିଶେଇ ସେବନ କରନ୍ତୁ । ଯଦି ଆପଣଙ୍କୁ ବହୁତ ଲମ୍ବା ସମଯରୁ ଏହି ପ୍ରୋବ୍ଲେମ ଅଛି ତେବେ ମଧ୍ୟ ଏହା ଠିକ ହୋଇଯିବ ।

୪- ଯଦି ଆପଣଙ୍କ ଶ୍କୀନ ଜଡିତ ସମସ୍ଯା ରହିଛି ତେବେ ଆପଣ ଧତୁରା ପତ୍ରର ପେଷ୍ଟ ବନାଇ ନିଜ ମୁହଁ ରେ ଲଗାନ୍ତୁ ଦେଖିବେ ତାହା ସଂପୂର୍ଣ୍ଣ ଠିକ ହୋଇଯିବ । ଶ୍କୀନ ଜଡିତ ପ୍ରୋବ୍ଲେମ ପାଇଁ ଧତୁରା ବହୁତ ଆବଶ୍ୟକ । ବନ୍ଧୁଗଣ ଆଜିଭଳି ଦିନରେ ଧର୍ମକୁ ଅନ୍ଧ ବିଶ୍ଵାସ କୁହା ଯାଉଛି ମାତ୍ର ଏଭଳି ଚିନ୍ତା ଧାରା ରଖିବା ଭୁଲ ଅଟେ । ପ୍ରତ୍ୟକ ଧର୍ମ ପଛରେ ଆୟୁର୍ବେଦିକ ତତ୍ଵ ରହିଛି ତାହା କେବଳ ବୁଝି ପାରିଲେ ହେଲା । ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *